SBI ଆଣିଲା Home Loan ଅଫର୍: ୧୦୦ ପ୍ରତିଶତ ଫି’ ଛାଡ଼, ଏହି ସୁଯୋଗ କେବଳ ମାସକ ପାଇଁ ଉପଲବ୍ଧ
ନୂଆଦିଲ୍ଲୀ: ଯଦି ଆପଣ ଘର କିଣିବା ପାଇଁ ଚାହୁଁଥାନ୍ତି ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ଦେଶର ବୃହତ୍ତମ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ନୂଆ ଗ୍ରାହକଙ୍କ ପାଇଁ ହୋମ୍ ଲୋନ ଅଫର ଆଣିଛି ।…