ରାଜ୍ୟ ମନ୍ତ୍ରିମଣ୍ଡଳରୁ ବିଦା ହେବେ ୪ ମନ୍ତ୍ରୀ! ଏବେଠାରୁ ଆରମ୍ଭ ହେଲାଣି ବ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ପରେ ଏବେ ରାଜ୍ୟର ପାଳି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜ ମନ୍ତ୍ରିମଣ୍ଡଳର କିଛି ପୁରୁଣା…

କାନ୍ସ ସମାରୋହରେ ଭାରତୀୟ ମହିଳାଙ୍କୁ ନେଇ ଚର୍ଚ୍ଚା, ମାତୃତ୍ୱ ଉପରେ ଦେଲେ ନୂଆ ସନ୍ଦେଶ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଭାରତୀୟ ମଡେଲ୍ ଦୀପା ଖୋସଲାଙ୍କୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହେଉଛି । କାନ୍ସ ସମାରୋହରେ ହଳଦିଆ ରଙ୍ଗର ଆକର୍ଷଣୀୟ ଡ୍ରେସ୍ ପିନ୍ଧିବା ସାଙ୍ଗକୁ ବ୍ରେଷ୍ଟ ପମ୍ପକୁ ନେଇ ଦୀପା…

NEET ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମେଡିକାଲ ପ୍ରବେଶିକା ଏନଇଇଟି ପରୀକ୍ଷା ପାଇଁ ଆଜିଠାରୁ ଆରମ୍ଭ ହେବ ଅନଲାଇନ୍ ପ୍ରକ୍ରିୟା । ଏନଟିଏ ୱେବସାଇଟରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଆଜି ଅପରାହ୍ନ ୫ଟାରୁ ଅନଲାଇନରେ…

ଆଜି ରାଜ୍ୟରେ ୬୮ ଜଣଙ୍କର କରୋନାରେ ମୃତ୍ୟୁ

ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ରାଜ୍ୟରେ କରୋନା ମୃତ୍ୟୁ ରେକର୍ଡ ପାର କରିଛି । ଗତ ଆଠଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୯୩୦ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । ଗତ ୩ ମାସର ବ୍ୟବଧାନ ପରେ ପ୍ରଥମ ଥର ପାଇଁ ଗତକାଲି ୨ ହଜାର ତଳକୁ ଦୈନିକ ସଂକ୍ରମଣ ଖସିଥିଲା । ଗତ ଏପ୍ରିଲ ୧୨…

ନେପାଳର ନୂଆ ପ୍ରଧାନମନ୍ତ୍ରୀ ଶପଥ ନେବେ ଆଜି

ନୂଆଦିଲ୍ଲୀ: ନେପାଳର ନୂଆ ପ୍ରଧାନମନ୍ତ୍ରୀ ଭାବେ ଆଜି ଶେର ବାହାଦୁର ଦେଓବା ଶପଥ ଗ୍ରହଣ କରିବେ । ୨୮ ଘଣ୍ଟା ମଧ୍ୟରେ ଦେଓବାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଅବସ୍ଥାପିତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।…

କରୋନା ଭ୍ୟାକ୍ସିନ୍ ନେବାର ତିନି ଦିନ ପର୍ଯ୍ୟନ୍ତ ସେକ୍ସ ମନା, ଜାଣନ୍ତୁ କାହିଁକି ଏପରି କହିଲେ ଡାକ୍ତର

ନୂଆଦିଲ୍ଲୀ: ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ତୃତୀୟ ଲହରର ଆଶଙ୍କା ମଧ୍ୟରେ ଜନସାଧାରଣ ରହିଛନ୍ତି । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଚାରିଆଡ଼େ ଏବେ ଟିକାକରଣ ପ୍ରକ୍ରିୟା ଜୋରସୋରରେ ଆଗେଇ…

ବିଜେଡିର ରାଜ୍ୟ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପବିତ୍ର ରଥଯାତ୍ରାରେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟ ନିର୍ମାଣର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଅତ୍ୟାଧୁନିକ…

ଗଜପତି ମହାରାଜ କରୁଛନ୍ତି ଛେରା ପହଁରା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଶ୍ରୀକ୍ଷେତ୍ରଧାମ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହୋଇଛି । । ତେଣୁ ମହାପ୍ରଭୁଙ୍କ ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର ଧାମ ।…

ଇସ୍ତଫା ଦେବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାଘେଲ!

ନୂଆଦିଲ୍ଲୀ: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଇସ୍ତଫା ଦେବେ! ଏକଥା ଶୁଣିବା ପରେ ଯେ କେହି ଚକିତ ହେବା ସ୍ୱାଭାବିକ । ତେବେ କଥାଟି ହେଉଛି ସତ । ଖୁବଶୀଘ୍ର ଭୂପେଶ ନିଜ ପଦରୁ ଇସ୍ତଫା ଦେବେ । ସେ ଛତିଶଗଡ଼ର ତୃତୀୟ…