Breaking News ଆଜି ରାଜ୍ୟରେ ୬୬ ଜଣଙ୍କର କରୋନାରେ ପ୍ରାଣହାନୀ Manas Pradhan Jul 18, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ରାଜ୍ୟରେ କରୋନା ମୃତ୍ୟୁ ରେକର୍ଡ ପାର କରିଛି । ଗତ ତେର ଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ…
Breaking News ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୨୧୫ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ Manas Pradhan Jul 18, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । ଗତ ଚାରିଦିନ ଧରି ରାଜ୍ୟରେ ସଂକ୍ରମଣ ୨ ହଜାର ଉପରକୁ ଉଠିଛି । ଗତ ଏପ୍ରିଲ ୧୨ ତାରିଖରେ ଶେଷଥର ପାଇଁ ରାଜ୍ୟରେ…
Breaking News ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ FIR ପାଇଁ ଥାନାରେ ପହଞ୍ଚିଲେ IAS ଅଧିକାରୀ, କିନ୍ତୁ.. Manas Pradhan Jul 18, 2021 ନୂଆଦିଲ୍ଲୀ: ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଜଣେ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ । ଏହି ଆଇଏଏସ୍ ଅଧିକାରୀ ଜଣକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ଦାଖଲ ପାଇଁ ଥାନାରେ ପହଞ୍ଚିଥିଲେ…
Breaking News ଭୂସ୍ଖଳନରେ ୧୧ ମୃତ, ୮ ନିଖୋଜ Manas Pradhan Jul 18, 2021 ନୂଆଦିଲ୍ଲୀ: ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ଭୂସ୍ଖଳନ ହୋଇଛି । ଫଳରେ ୧୧ ଜଣଙ୍କର ମୃତ୍ୟୁ ଘଟିବା ସହ ୮ ଜଣ ମାଟି ଅତଡ଼ା ତଳେ ଫସି ରହିଛନ୍ତି । ଖବର ପାଇ ଘଟଣାସ୍ଥଳରେ ବିଏମସି, ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି…
Breaking News କୃଷକଙ୍କ ପୁଅକୁ ୬୭ ଲକ୍ଷ ପ୍ୟାକେଜରେ ନିଯୁକ୍ତି ଦେଲା ଆମାଜନ୍ କମ୍ପାନୀ Manas Pradhan Jul 17, 2021 ନୂଆଦିଲ୍ଲୀ: କୁହାଯାଏ ଗରିବର ଘର ସଦାବେଳେ ଅନ୍ଧାର ରହେ ନାହିଁ । କଠିନ ପରିଶ୍ରମ ଓ ଭାଗ୍ୟଦେବୀଙ୍କ କୃପା ହେଲେ ଜଣେ ଲୋକ ଆଜିର ସମାଜରେ ବହୁତ କିଛି ହାସଲ କରିପାରିବ । ଏପରି କିଛି ଚମତ୍କାରିତା ଘଟିଛି ଜଣେ କୃଷକଙ୍କ…
Breaking News କରୋନାକୁ ନେଇ ଏହି ଭ୍ରମଗୁଡ଼ିକ ଆଜି ବି ଲୋକଙ୍କ ମଧ୍ୟରେ ରହିଛି, ଯାହାକି ସମ୍ପୂର୍ଣ୍ଣ ମିଛ ଅଟେ, ଜାଣନ୍ତୁ ସତ୍ୟତା Manas Pradhan Jul 17, 2021 ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ସମଗ୍ର ବିଶ୍ୱକୁ କବଳିତ କରି ରଖିଛି । ତେବେ ଏହି ସମୟ ମଧ୍ୟରେ କରୋନାର ନୂଆ ନୂଆ ଭାରିଆଣ୍ଟ ସାମନାକୁ ଆସିବା ସହ ଅନେକ ତଥ୍ୟ ବୈଜ୍ଞାନିକମାନେ ଖୁଲାସା କରିଛନ୍ତି । କୋଭିଡରେ…
Breaking News ଛୁଇଁଲେ ଦାୟର ହେବ ମାମଲା: ଶାରୀରିକ ସମ୍ପର୍କ ନ ରଖିଲେ ମଧ୍ୟ ରେପ୍ କୁହାଯିବ, ହାଇକୋର୍ଟ ଦେଲେ ରାୟ Manas Pradhan Jul 17, 2021 ନୂଆଦିଲ୍ଲୀ: ଦେଶରେ ଘଟୁଥିବା ଯୌନ ସଂକ୍ରାନ୍ତୀୟ ମାମଲାକୁ ନେଇ ବିଭିନ୍ନ ସମୟରେ ନ୍ୟାୟାଳୟ ଅଲଗା ଅଗଲା ରାୟ ଦେଇଛନ୍ତି । ତେବେ ଅନେକ ସମୟରେ କୋର୍ଟଙ୍କର ଏପରି କିଛି ରାୟ ଜନସାଧାରଣଙ୍କୁ ତାଜୁବ୍ କରିଦେବା ସହ…
Breaking News ରାକ୍ଷସ ପରି ମଣିଷ ଶିକାର କରୁଛି ଏକ ସାମୁଦ୍ରିକ ପକ୍ଷୀ, ଜାଣନ୍ତୁ କେଉଁଠି Manas Pradhan Jul 17, 2021 ନୂଆଦିଲ୍ଲୀ: ସାଧାରଣତଃ ଆମ ଚାରିପାଖରେ ଅନେକ ଭୟଙ୍କର ପଶୁ ଓ ପକ୍ଷୀ ବାସ କରନ୍ତି । ତେବେ ଅନେକ ପକ୍ଷୀ ହିଂସ୍ର ହୋଇଥିଲେ ମଧ୍ୟ ସେମାନେ ମଣିଷର କୌଣସି କ୍ଷତି ସାଧନ କରନ୍ତି ନାହିଁ । ବେଳେବେଳେ ଅନେକ ଭୟଙ୍କର ପକ୍ଷୀ…
Breaking News ଜମିଜମା ବିବାଦକୁ କେନ୍ଦ୍ର କରି ପରିବାରର ତିନି ଜଣଙ୍କୁ ହତ୍ୟା କଲେ ଯୁବକ Manas Pradhan Jul 17, 2021 ନୂଆଦିଲ୍ଲୀ: କଳିଯୁଗରେ ଜଣେ ସନ୍ତାନଙ୍କର ଜଘନ୍ୟ କାରନାମା ଦେଖିବାକୁ ମିଳିଛି । ଗୋଟିଏ ପରିବାରର ତିନିଜଣଙ୍କୁ ଜଣେ ଯୁବକ ହତ୍ୟା କରିଥିବା ଖବର ମିଳିଛି । ତେବେ ଏହି ଖବର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚା…
Breaking News ହଟିପାରନ୍ତି ମୁଖ୍ୟମନ୍ତ୍ରୀ ୟେଦ୍ଦୁରାପ୍ପା, ମୋଦିଙ୍କୁ ଭେଟିବା ପରେ ଆରମ୍ଭ ହେଲା ଚର୍ଚ୍ଚା Manas Pradhan Jul 17, 2021 ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରତବର୍ଷରେ ରାଜନୀତିର ପାଣିପାଗ ବେଶ୍ ଉଷ୍ମ ରହିଛି କହିଲେ ଚଳିବ । ଗୋଟିଏ ପଟେ ପ୍ରଶାନ୍ତ କିଶୋର, ଶରଦ ପାୱାରଙ୍କ ବିରୋଧୀ ମହାମେଣ୍ଟକୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଅନ୍ୟପଟେ…