Breaking News ଦେଶରେ ଖସୁଛି କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା Manas Pradhan Jun 1, 2021 ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଉଭୟ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ ହ୍ରାସ ପାଇଥିବା ଜଣାପଡ଼ିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୭୮୨ ଜଣଙ୍କ ମୃତ୍ୟୁ…
Breaking News ନିର୍ଦ୍ଦିଷ୍ଟ ସମୟରେ ଶଯ୍ୟା ତ୍ୟାଗ କରିବା ଓ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ଆପଣଙ୍କର ମସ୍ତିଷ୍କର କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିଥାଏ,… Manas Pradhan Jun 1, 2021 ପର୍ଯ୍ୟାପ୍ତ ମାତ୍ରାରେ ଶୋଇବା ଆମର ସ୍ୱାସ୍ଥ୍ୟ ପାଇଁ ବହୁତ ଉପଯୋଗୀ । ଏହା ସହ ଏକ ନିର୍ଦ୍ଦିଷ୍ଟ ସମୟରେ ଉଠିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଜଣଙ୍କୁ ସାଧାରଣତଃ ଦୈନିକ ୮ ଘଣ୍ଟା ଶୋଇବା ଦରକାର । ବିଶେଷଜ୍ଞଙ୍କ ମତରେ ଯଦି…
Breaking News ରାଜ୍ୟରେ ଦେଖାଦେଲାଣି ଭ୍ୟାକ୍ସିନ୍ ଅଭାବ: ଦୁଇ ଦିନ ମଧ୍ୟରେ ବନ୍ଦ ହୋଇପାରେ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ Manas Pradhan Jun 1, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ଟିକାକରଣ ନେଇ ରାଜ୍ୟରେ ଏକ ସଙ୍କଟ ଦେଖାଦେଇଛି । ୧୮ରୁ ୪୪ ବର୍ଷୀୟ ବୟସ୍କଙ୍କ ଟିକାକରଣ ହୋଇପାରେ ବାଧାପ୍ରାପ୍ତ । ବର୍ତ୍ତମାନ ରାଜ୍ୟରେ ଯେତିକି ପରିମାଣର ଟିକା ଗଚ୍ଛିତ ରହିଛି, ତାହା…
Breaking News ପୁଣି ବଢ଼ିଲା ରାଜ୍ୟରେ ମୃତ୍ୟୁସଂଖ୍ୟା: ଆଜି ୩୭ ଜଣଙ୍କର ଜୀବନ ନେଲା ଭୟଙ୍କର କରୋନା Manas Pradhan Jun 1, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୭୯୧କୁ…
Breaking News ବଢ଼ୁଛି ଲକଡାଉନ୍, ବଢ଼ୁଛି କରୋନା: ଆଜି ରାଜ୍ୟରୁ ଚିହ୍ନଟ ହେଲେ ୮୭୩୫ ପଜିଟିଭ୍ Manas Pradhan Jun 1, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ଯେତେ ଲକଡାଉନ୍ ଲାଗୁହେଲେ…
Breaking News ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଜାମିନ୍ Manas Pradhan Jun 1, 2021 ଭୁବନେଶ୍ୱରୁ, (ଓଡିଶା ଭାସ୍କର): ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିଛି । ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ଠକେଇ…
Breaking News ସତରେ କ’ଣ କରୋନା ଏତେ ନିଷ୍ଠୁର? ଚାରି ଦିନରେ ଗୋଟିଏ ପରିବାରର ଗଡ଼ିଲାଣି ଚାରିଟି ମୁଣ୍ଡ, ପଞ୍ଚମ ଜଣଙ୍କ ହସ୍ପିଟାଲର ବେଡରେ ମୃତ୍ୟୁ ସହ… Manas Pradhan May 31, 2021 ଓଡ଼ାପଡ଼ା: କରୋନା ଯେ କେତେ ଭୟଙ୍କର ହୋଇପାରେ, ତାହାର ଜ୍ୱଳନ୍ତ ନିଦର୍ଶନ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ବ୍ଲକରେ । ଗୋଟିଏ ପରିବାରର ପିତା ପଞ୍ଚାନନ ଲେଙ୍କା (୭୫) ଏବଂ ତିନି ପୁଅ ନିରଞ୍ଜନ (୫୦),…
Breaking News ଆସନ୍ତା ଜୁନ୍ ୩ରେ କେରଳ ଛୁଇଁବ ମୌସୁମୀ: ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ Manas Pradhan May 31, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ତେଣୁ ଏନେଇ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ମାଲକାନଗିରି, କୋରାପୁଟ,…
Breaking News ପ୍ରଥମ ଡୋଜ୍ ଭ୍ୟାକ୍ସିନ୍ ନେବା ପରେ ଘୋଳାବିନ୍ଧା, ଗଣ୍ଠି ଯନ୍ତ୍ରଣା, ମାଂସପେଶୀରେ ପୀଡ଼ା, ମୁଣ୍ଡ ବୁଲାଇବା, ଜ୍ୱର ଆସିବା ଆଦି ଲକ୍ଷଣ… Manas Pradhan May 31, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ଦୋଛକିରେ ରହିଛି । ନା କମୁଛି, ନା ବଢ଼ୁଛି । କେତେବେଳେ ଦୁଇଦିନ ପାଇଁ ବଢ଼ିଯାଉଛି ତ ଆଉ କେତେବେଳେ ଦୁଇଦିନ ପାଇଁ କମି ଯାଉଛି । ତେବେ ରାଜ୍ୟରେ…
Breaking News ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ ଦିଆଯିବ ଭ୍ୟାକ୍ସିନ୍: ସୁପ୍ରିମକୋର୍ଟରେ ମତ ରଖିଲେ କେନ୍ଦ୍ର ସରକାର Manas Pradhan May 31, 2021 ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତଙ୍କୁ ଭ୍ୟାକ୍ସିନ୍ ଦିଆଯିବ । କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟରେ ଏନେଇ ମତ ରଖିଛନ୍ତି । ୨୦୨୧ ଶେଷ ସୁଦ୍ଧା ସମସ୍ତଙ୍କ ଲୋକଙ୍କୁ ଟିକାକରଣ କରାଯିବା ନେଇ ବ୍ୟବସ୍ଥା…