ଜିଲ୍ଲା ପରିଷଦ ସଦସ୍ୟାଙ୍କୁ ଦଳରୁ ସସପେଣ୍ଡ କଲେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବରୁ ବିଭିନ୍ନ କାରଣରୁ ବିଜୁ ଜନତା ଦଳରୁ ଅନେକ ନେତା ଓ ନେତ୍ରୀଙ୍କୁ ସସପେଣ୍ଡ ଓ ବହିଷ୍କାର କରାଯାଇଥିବା ବେଳେ ଏହା ମଧ୍ୟରେ ପୁଣି ଜଣଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କମେଡ଼ିଆନ୍ ସୁନୀଲ ପାଲ୍ ନିଖୋଜ: ମୁମ୍ବାଇ ବାହାରକୁ ଶୋ’ କରିବାକୁ ଯାଇ ଆଉ ଫେରି ନାହାନ୍ତି, ପତ୍ନୀ ଥାନାରେ

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଜଗତରୁ ଆସିଛି ଏକ ଚିନ୍ତାଜନକ ଖବର । କପିଲ ଶର୍ମାଙ୍କ ବିଶ୍ୱସ୍ତ ବନ୍ଧୁ ତଥା କମେଡ଼ିଆନ୍ ସୁନୀଲ ପାଲଙ୍କ କୌଣସି ଖୋଜ୍ ଖବର ମିଳୁନାହିଁ । ଗତ କିଛି ଘଣ୍ଟା ଧରି ସେ ନିଖୋଜ ରହିଥିବା ନେଇ…

ବିଧାୟକଙ୍କର ଦରମା ଓ ପେନସନ୍ ବଢ଼ିବ: ଗଠନ ହେଲା ନୂଆ କମିଟି, ବିଧାନସଭାରେ ସୂଚନା ଦେଲେ ବାଚସ୍ପତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଧାୟକମାନଙ୍କର ଦରମା ଓ ପେନସନ୍ ବଢ଼ିବ । ଏନେଇ ନୂଆ କମିଟି ଗଠନ ହୋଇଛି । ଏ ବାବଦରେ ବିଧାନସଭା ଗୃହରେ ବାଚସ୍ପତି ସୁରମା ପାଢ଼ୀ ସୂଚନା ଦେଇଛନ୍ତି । ତେବେ ଦରମା ଓ ପେନସନ ବୃଦ୍ଧି…

ଡିସେମ୍ବର ୪ରେ ସ୍କୁଲ ଛୁଟି ଘୋଷଣା: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରଶାସନର ବଡ଼ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୫ ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି । ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ରାଷ୍ଟ୍ରପତି ପହଞ୍ଚିବା ପରେ ରାଜଧାନୀର…

ଟିମ୍ ଇଣ୍ଡିଆ ପାଇଁ ହ୍ୟାଟ୍ରିକ୍ ଖୁସି: ଆଉ ୨ଟି ଟେଷ୍ଟରେ ଜିତିଲେ WTC ଫାଇନାଲରେ ପହଞ୍ଚିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳୁଛି । ପ୍ରଥମ ଟେଷ୍ଟରେ ଭାରତ ୨୯୫ ରନରେ ବିଜୟ ହାସଲ କରିବା ପରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍…

ପୁଣି ନିଷ୍ଠୁର ପାଲଟିଲା ମଣିଷ! ଗୋଟିଏ ଜୀବନ୍ତ ପୋଷା ବିଲେଇକୁ ଜୀବନ୍ତ ଖାଇଗଲେ ଜଣେ ୨୭ ବର୍ଷୀୟା ମହିଳା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଆମ ଦୁନିଆର ମଣିଷମାନଙ୍କ ମଧ୍ୟରୁ ସତେ ଯେମିତି ମାନବିକତା ହଜିବାରେ ଲାଗିଛି । ନିକଟରେ ମଞ୍ଚ ଉପରେ କିଛି କଳାକାର ଜୀବନ୍ତ ଘୁଷୁରୀକୁ ମାରି ଖାଇଥିବା ବେଳେ ଏବେ ପୁଣି ଘଟିଛି…

OUATରେ ନିଯୁକ୍ତି: SRF ଓ ଫିଲ୍ଡ ଆସିଷ୍ଟାଣ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ, ମାସିକ ବେତନ ୪୦ ହଜାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ତରଫରୁ ଅନେକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ପ୍ରାର୍ଥୀଙ୍କୁ…

ରାଜ୍ୟ ସରକାର ଲାଗୁ କରିବେ ‘OTS’ ବ୍ୟବସ୍ଥା: ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କୁ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରତିଦିନ ରାସ୍ତାରେ ଶହ ଶହ ବାଇକ, କାର ଆଦି ବିଭିନ୍ନ ପ୍ରକାରର ଯାନବାହନ ଚଳପ୍ରଚଳ କରୁଛି । ତେବେ ଅନେକ ସମୟରେ ଟ୍ରାଫିକ ନିୟମ ଅବମାନନା କାରଣରୁ ଅନେକ ବଡ଼ ବଡ଼ ଦୁର୍ଘଟଣା ଘଟିବା ସହ ବହୁ…

(Video) ମହାଭାରତ କାହାଣୀର ପୁନରାବୃତ୍ତି! ୮ ମାସର ଶିଶୁ ଗାଉଛି ବିଷ୍ଣୁ ପୁରାଣ, ମାତୃ ଗର୍ଭରେ ଥାଇ ଶୁଣିଥିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାଭାରତରେ ଅର୍ଜୁନଙ୍କ ପତ୍ନୀ ସୁଭଦ୍ରାଙ୍କ ଗର୍ଭରୁ ଜନ୍ମ ନେଇଥିଲେ ଅଭିମନ୍ୟୁ । ମହାଭାରତ ଯୁଦ୍ଧ ସମୟରେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଚକ୍ରବ୍ୟୁହକୁ ଭେଦ…

iQOO 13 ଭାରତରେ ଲଞ୍ଚ ହେଲା: ୬୦୦୦mAh ବ୍ୟାଟେରୀ ସହିତ ୫୦MPର ତିନୋଟି କ୍ୟାମେରା ରହିଛି

ନୂଆଦିଲ୍ଲୀ: ଭିଭୋର ସବ-ବ୍ରାଣ୍ଡ ଆଇକ୍ୟୁଓଓ ଭାରତରେ ନିଜର ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିଛି । କମ୍ପାନୀ ଆଇକ୍ୟୁଓଓ ୧୩କୁ ମାର୍କେଟକୁ ଛାଡ଼ିଥିବା ବେଳେ ଏଥିରେ ୫୦ ଏମପିର ତିନୋଟି ରିୟର କ୍ୟାମେରା ଓ ୬୦୦୦ଏମଏଏଚର…