(Video) କି ଭୟାନକ ଦୁର୍ଘଟଣା! ଓଭର ବ୍ରିଜ୍ ଉପରେ ଝୁଲି ରହିଛି ‘ଲକ୍ଷ୍ମୀ’ ବସ୍’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଘଟିଯାଇଛି ଏକ ବଡ଼ ଅଘଟଣ । ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଛି ‘ଲକ୍ଷ୍ମୀ’ ବସ୍ । ସବୁଠାରୁ ବଡ଼ କଥା ହେଉଛି ଏହି ଦୁର୍ଘଟଣା ପରେ ‘ଲକ୍ଷ୍ମୀ’ ବସ୍ ଓଭର ବ୍ରିଜରେ ଝୁଲି ରହିଛି । ଏହି…

ଓଡ଼ିଶାରେ ଶୁଣାଗଲା ରହସ୍ୟଜନକ ଶବ୍ଦ! ହଠାତ୍ ଥରି ଉଠିଲା ଘରଦ୍ୱାର, ପ୍ରତିବର୍ଷ ନଭେମ୍ବର-ଡିସେମ୍ବରରେ ଘଟୁଛି ଏପରି ଅଘଟଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିକଟରେ ରାଜ୍ୟର କିଛି ସ୍ଥାନରେ ଭୟଙ୍କର ଶବ୍ଦ ଶୁଣାଯାଇଥିବା ବେଳେ ତାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ତେବେ ଏହା ମଧ୍ୟରେ ଆଉ ଏକ ସମାନ ଘଟଣା ସାମ୍ନାକୁ ଆସିଛି ।…

OPSC ସୂଚନା: ଡିସେମ୍ବର ୩ରେ ହେବ କେମିଷ୍ଟ୍ରି ଅଧ୍ୟାପକ ପଦ ପାଇଁ ଇଣ୍ଟରଭ୍ୟୁ ଓ ଡକ୍ୟୁମେଣ୍ଟ ଯାଞ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରସାୟନ ବିଜ୍ଞାନ (କେମିଷ୍ଟ୍ରି) ଅଧ୍ୟାପକ ପଦରେ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତା ୩ ତାରିଖରେ ରସାୟନ ବିଜ୍ଞାନ ଅଧ୍ୟାପକ ପଦ ପାଇଁ ଡକ୍ୟୁମେଣ୍ଟ ଯାଞ୍ଚ ଓ ସାର୍ଟିଫିକେଟ…

ଓଡ଼ିଶା ବିପକ୍ଷରେ ଡେବ୍ୟୁ କରିଥିଲେ ବିଶ୍ୱର ସବୁଠାରୁ ଧନୀ କ୍ରିକେଟର: ମୋଟ ସମ୍ପତ୍ତି ୭୦ ହଜାର କୋଟି, ମାତ୍ର ୨୨ ବର୍ଷ ବୟସରେ ନେଇଥିଲେ…

ନୂଆଦିଲ୍ଲୀ: ସାରା ଦୁନିଆର ସବୁଠାରୁ ଧନୀ କ୍ରିକେଟରଙ୍କ ନାଁ କହିଲେ ପ୍ରଥମେ ସଚିନ ତେନ୍ଦୁଲକର, ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନୀଙ୍କ ନାମ ସାମ୍ନାକୁ ଆସିଥାଏ । ତେବେ ସଚିନ, ବିରାଟ ଓ ଧୋନୀଙ୍କ ଠାରୁ ମଧ୍ୟ…

ଦୁଃଖ ଖବର: ମାତ୍ର ୩୪ ବର୍ଷ ବୟସରେ ସୁଇସାଇଡ୍ କଲେ ବିଜେପି ନେତ୍ରୀ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ଦୁଃଖ ଖବର । ମାତ୍ର ୩୪ ବର୍ଷ ବୟସରେ ଜଣେ ବିଜେପି ନେତ୍ରୀ ଜୀବନ ହାରିଛନ୍ତି । ସେ ହେଉଛନ୍ତି ଗୁଜରାଟର ସୁରଟ ବିଜେପି ନେତ୍ରୀ ଦୀପିକା ପଟେଲ । ଦୀପିକା ସୁରଟର ୩୦ ନମ୍ବର…

(Video) ମାଟି ତଳୁ ବାହାରିଲା ଗଦା ଗଦା ଟଙ୍କା ଓ ସୁନା: ଖୋଳିଲେ ବାହାରୁଛି ଲକ୍ଷ ଲକ୍ଷ ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଟି ତଳୁ ବାହାରୁଛି ଗଦା ଗଦା ସୁନା ଓ ଟଙ୍କା । ମାଟି ଭିତରକୁ ଯେତେ ଖୋଳିବ ସେତିକି ଟଙ୍କା ବାହାରୁଛି । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା…

Thermic Effect of Food: ଖାଦ୍ୟ ଖାଇବା ପରେ ଥଣ୍ଡା କାହିଁକି ଲାଗେ, ଏହା ପଛର ବୈଜ୍ଞାନିକ କାରଣ କ’ଣ

ନୂଆଦିଲ୍ଲୀ: ସାଧାରଣ ଭାବେ ଖାଦ୍ୟ ଖାଇବା ପରେ ଥଣ୍ଡା ଲାଗିବା ଏକ ସାଧାରଣ କଥା । ଆମ ଶରୀରରେ ହଜମ କ୍ରିୟା ସମୟରେ ଶରୀରରେ ରକ୍ତ ପ୍ରବାହ ଡାଇଜେଷ୍ଟିଭ ସିଷ୍ଟମ ଆଡ଼କୁ କେନ୍ଦ୍ରିତ ହୋଇଥାଏ । ଫଳରେ ବାହ୍ୟ ଅଙ୍ଗଗୁଡ଼ିକରେ…

ଡିସେମ୍ବର ୩ରେ ଓଡ଼ିଶାରେ ପହଞ୍ଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ୫ ଦିନିଆ ଗସ୍ତସୂଚୀର ଡିଟେଲ୍ସ ସୂଚନା ଜାରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ଅର୍ଥାତ ଡିସେମ୍ବର ୩ ତାରିଖ (ମଙ୍ଗଳବାର) ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାରେ ପହଞ୍ଚିବେ । ରାଷ୍ଟ୍ରପତିଙ୍କର ଏହି ପାଞ୍ଚଦିନିଆ ଗସ୍ତ ଅବସରରେ ସେ ଭୁବନେଶ୍ୱର, ପୁରୀ…

ପୁରୁଷ ଜୁନିୟର ଏସିଆ କପ୍ ହକି: ଡିସେମ୍ବର ୩ରେ ଭାରତ-ମାଲେସିଆ ସେମି ମୁକାବିଲା

ନୂଆଦିଲ୍ଲୀ: ପୁରୁଷ ଜୁନିୟର ଏସିଆ କପ୍ ହକି ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ଦଳ । ପୁଲ-ଏ’ ପର୍ଯ୍ୟାୟରେ ଅପରାଜେୟ ରହିବା ସହ ଭରତ ସେମିରେ ପ୍ରବେଶ କରିଛି । ଗତକାଲି ଖେଳାଯାଇଥିବା ପୁଲ-ଏ’ର ଅନ୍ତିମ ମ୍ୟାଚରେ…

ସିଣ୍ଡିକେଟ ବୈଠକରେ ବଡ଼ ନିଷ୍ପତ୍ତି: ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟକୁ ନେଇ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କୁ ମିଳିବ ପଦୋନ୍ନତି । ବିଶ୍ୱବିଦ୍ୟାଳୟର…