ଗୁକେଶଙ୍କୁ ମିଳିଲା ବଡ଼ ଉପହାର: ୪.୬୭ କୋଟି ଟଙ୍କାର ଟ୍ୟାକ୍ସ ଛାଡ଼ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଭାରତୀୟ ଚେସ୍ ଗ୍ରାଣ୍ଡମାଷ୍ଟର ଗୁକେଶଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ନିକଟରେ ଗୁକେଶ ୱାର୍ଲ୍ଡ ଚେସ ଚାମ୍ପିୟନଶିପ ଟାଇଟଲ ଜିତି ସ୍ୱଦେଶ ଫେରିଥିଲେ । ଚାମ୍ପିୟନ ହେବା ପରେ ଗୁକେଶଙ୍କୁ ୧.୩ ମିଲିୟନ…

୨୦୨୫ ସିଜିନ୍ ପାଇଁ କୋପ୍ରା (ଶୁଖିଲା ନଡ଼ିଆ ଶସ)ର ସର୍ବନିମ୍ନ ସହାୟକ ମୂଲ୍ୟକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆର୍ôଥକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି (ସିସିଇଏ) ୨୦୨୫ ଋତୁ ପାଇଁ କୋପ୍ରା(ଶୁଖିଲା ନଡ଼ିଆ ଶସ)ର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)କୁ ଅନୁମୋଦନ କରିଛି ।…

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା: ଜାନୁଆରୀ ମାସରୁ ପ୍ରତି ମାସରେ ହିତାଧିକାରୀଙ୍କୁ ମିଳିବ ରାସନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏଣିକି ତିନି ମାସ ବଦଳରେ ମାସିକିଆ ରାସନ ପାଇବେ ହିତାଧିକାରୀ । ପ୍ରତ୍ୟେକ ମାସର ରାସନ ପୂର୍ବ ମାସର ଶେଷ ସପ୍ତାହ…

Euphoria 2025: ନୂଆବର୍ଷ ପାଇଁ ୱଣ୍ଡରୱାର୍ଲ୍ଡ ୱାଟର ପାର୍କ ତରଫରୁ ସ୍ପେଶାଲ ଅଫର୍, ବଲିଉଡ ତାରକାଙ୍କ ସହ ଝୁମିବାର ବଡ଼ ସୁଯୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ମାତ୍ର ୧୧ ଦିନ ପରେ ବିଦାୟ ନେବ ୨୦୨୪ ବର୍ଷ, ଆଉ ପାଦ ଦେବ ୨୦୨୫ ନୂଆବର୍ଷ । ନୂଆବର୍ଷ ପୂର୍ବରୁ କିଛି ଲୋକ ସାଙ୍ଗସାଥୀ ଓ ପରିବାର ସହ ଭୋଜିଭାତ, ପିକନିକରେ ମସଗୁଲ ରହୁଛନ୍ତି ।…

୩୭୩ଟି ଅଙ୍ଗନବାଡ଼ି ୱାର୍କର ଓ ହେଲପର ପଦ ପୂରଣ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଆବେଦନ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ମହିଳା ଓ ଶିଶୁ ବିକାଶ (ଡବ୍ଲ୍ୟୁସିଡି) ତରଫରୁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ୩୭୩ଟି ଅଙ୍ଗନବାଡ଼ି ୱାର୍କର ଓ ହେଲପର ପଦ ପୂରଣ ପାଇଁ ନୋଟିଫିକେସନ ଜାରି କରାଯାଇଛି । ଡିସେମ୍ବର…

ଡିସେମ୍ବର ୨୩ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡିସେମ୍ବର ୨୩ ତାରିଖ ବା ଆସନ୍ତା ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ ସରକାରୀ କାର୍ଯ୍ୟ ଥିବାରୁ ଏହି ଦିନରେ ଭୁବନେଶ୍ୱର, ୟୁନିଟ-୫…

ଜାନୁଆରୀ ୫ରେ ହେବ କ୍ଲିନିକାଲ ସାଇକୋଲୋଜିଷ୍ଟ ଲିଖିତ ପରୀକ୍ଷା: ପ୍ରୋଗ୍ରାମ ଜାରି କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଡ୍ରଗ-ଦେ-ଆଡିକ୍ସନ ସେଣ୍ଟର (ଡିଏସି) ପାଇଁ ରାଜ୍ୟ ସେବାର ‘ଗ୍ରୁପ-ବି’ରେ କ୍ଲିନିକାଲ ସାଇକୋଲୋଜିଷ୍ଟ ପଦ ପୂରଣ ହେବ ।…

ଭାରତରେ ଖୋଲିଲା ପ୍ରଥମ ଡାଇବେଟିସ୍ ବାୟୋବ୍ୟାଙ୍କ: ମଧୁମେହ ରୋଗକୁ ନିୟନ୍ତ୍ରଣ ପାଇଁ ଆରମ୍ଭ ହେବ ଗବେଷଣା

ନୂଆଦିଲ୍ଲୀ: ଦେଶରେ ପ୍ରତିଷ୍ଠା ହୋଇଛି ପ୍ରଥମ ବାୟୋବ୍ୟାଙ୍କ । ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ଓ ମାଡ୍ରାସ ଡାଇବେଟିସ୍ ଗବେଷଣା ପ୍ରତିଷ୍ଠାନ (ଏମଡିଆରଏଫ) ତରଫରୁ ମିଳିତ ଭାବେ ଚେନ୍ନାଇ ଠାରେ ଏହି…

ଭୋଗରାଇ ତହସିଲଦାର ସସପେଣ୍ଡ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରହିବାକୁ ରାଜସ୍ୱ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୋଗରାଇ ତହସିଲଦାର ପୁଷ୍ପାଶ୍ରୀ ସାଣ୍ଡିଲାଙ୍କୁ ସସପେଣ୍ଡ କରାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ପୁଷ୍ପାଶ୍ରୀଙ୍କୁ ନିଲମ୍ବନ କରାଯାଇଛି । ଓଡ଼ିଶା ପ୍ରଶାସନିକ ସେବା…

ଗାବା ଟେଷ୍ଟ ଡ୍ର ହେବା ପରେ ବଦଳିଲା WTC ପଏଣ୍ଟସ୍: ଫାଇନାଲ୍ ଖେଳିବାକୁ ହେଲେ ଭାରତକୁ କରିବାକୁ ପଡ଼ିବ ଜରୁରୀ କାମ

ନୂଆଦିଲ୍ଲୀ: ବ୍ରିସବେନର ଗାବା ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟର ପଞ୍ଚମ ଦିନରେ ବଡ଼ ରୋମାଞ୍ଚ ଦେଖିବାକୁ ମିଳିଥିଲା । ଭାରତକୁ ୨୭୫ ରନର ଟାର୍ଗେଟ୍ ମିଳିଥିବା ବେଳେ ଏହି ଟେଷ୍ଟରେ…