ICCର ନୂଆ ଟିମ୍ ଘୋଷଣା: ଗାଙ୍ଗୁଲି- ଜୟଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତା’ର ନୂଆ ଟିମ ଘୋଷଣା କରିଛି । ଏହି ଟିମରେ କିଛି ଭାରତୀୟଙ୍କୁ ଗୁରୁଦାୟିତ୍ୱ ମିଳିଛି । ମୋଟାମୋଟି ଭାବେ ଆଇସିସିରେ ପୁଣି ଥରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ…

ଏଣିକି ଡାକ୍ତରୀ, ଆଇନ, ବିଜ୍ଞାନ, ସାମାଜିକ ବିଜ୍ଞାନ ଆଦି ସମସ୍ତ ପାଠ ଓଡ଼ିଆ ଭାଷାରେ ପଢ଼ାଯିବ: UGCର ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଶିକ୍ଷାବର୍ଷରୁ ଓଡ଼ିଆ ଭାଷାରେ ପଢ଼ାଯିବ ଇଞ୍ଜିନିୟରିଂ ପାଠ । ଏନେଇ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଓ ରାଜ୍ୟ ସରକାରଙ୍କ ସହିତ ବୈଠକ ଅନୁଷ୍ଠିତ ହୋଇଥିଲା ।…

Data Entry Operator ପଦବୀ ଖାଲି: IOCL ପକ୍ଷରୁ ବାହାରିଲା ୪୬୫ଟି ପଦବୀ ପାଇଁ ଚାକିରି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଟେକ୍ନିସିଆଲ ଆପ୍ରେଣ୍ଟାଇସ, ଟ୍ରେଡ…

ପଦ୍ମପୁର ଉପନିର୍ବାଚନ: ସତ୍ୟ ଭୂଷଣ ସାହୁଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ରାଜ୍ୟବାସୀଙ୍କ ନଜର ଏବେ ରହିଛି ପଦ୍ମପୁର ଉପନିର୍ବାଚନ ଉପରେ । ଏହା ମଧ୍ୟରେ ଗତକାଲି ବିଜେପି ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ଆଜି କଂଗ୍ରେସ ପକ୍ଷରୁ ପ୍ରାର୍ଥୀଙ୍କ…

ମ୍ୟୁଜିକ ବାଜିବା ଦ୍ୱାରା ଆମେ ହଠାତ୍ ନାଚିଉଠୁ କାହିଁକି, କ’ଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: ମଣିଷ ଜୀବନରେ ସଙ୍ଗୀତର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ସଙ୍ଗୀତ ଜଣଙ୍କୁ ମାନସିକ ଭାବେ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଜଣେ କେତେ ଦୁଃଖ, ନିରାଶାରେ ରହିଥାଉ ନା କାହିଁକି ଏକ ଭନଛୁଆଁ ଗୀତ…

ମୁମ୍ବାଇ ଏୟାରପୋର୍ଟରେ ଶାହରୁଖ ଏକ ଘଣ୍ଟା ଅଟକ: ୧୮ ଲକ୍ଷ ଟଙ୍କିଆ ଘଣ୍ଟା ହିଁ କାହାଣୀର ମୂଳ ମଞ୍ଜି

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ତଥା କିଙ୍ଗ ଖାନ୍ ଶାହରୁଖ ଖାନଙ୍କୁ ନେଇ ଏକ ବଡ଼ ଅପଡେଟ୍ ଆସିଛି । ନିକଟରେ ଶାହରୁଖ ଖାନ୍ ଦୁବାଇର ଏକ ଆୱାର୍ଡ ଶୋ’ରେ ଯୋଗ ଦେବାକୁ ଯାଇଥିଲେ । ସେଠାରେ ସେ ନିଜର ଖାସ ଅନ୍ଦାଜରେ ସମସ୍ତ…

Digitization ହେବ ରାଜ୍ୟ ଗ୍ରନ୍ଥାଗାର: ଅନଲାଇନରେ ପଢ଼ିହେବ ଦୁଇ ଲକ୍ଷରୁ ଅଧିକ ପୁସ୍ତକ, ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । ଏଣିକି ଅନଲାଇନରେ ମିଳିବ ପୁସ୍ତକ । ଏହାଫଳରେ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ଲୋକମାନେ ସହଜରେ ପୁସ୍ତକ ପଢ଼ିପାରିବେ । ଏନେଇ ଓଡ଼ିଆ…

ରାଜୀବ ଗାନ୍ଧି ହତ୍ୟା ମାମଲା: ଜେଲରୁ ମୁକ୍ତ ହେବେ ନଳିନୀ ସମେତ ସମସ୍ତ ୬ ଦୋଷୀ, ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟା ମାମଲାରେ ଏକ ନୂଆ ଅପଡେଟ୍ ଆସିଛି । ଏହି ମାମଲାରେ ଦଣ୍ଡ ଭୋଗୁଥିବା ସମସ୍ତ ଦୋଷୀଙ୍କୁ ଜେଲରୁ ମୁକ୍ତ କରାଯିବ । ନଳିନୀ ଶ୍ରୀହରନଙ୍କ ସମେତ ଅନ୍ୟ…

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା BJP, ୧୪ରେ ନାମାଙ୍କନ ପତ୍ର ଦାଖଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଡିସେମ୍ବର ମାସ ୫ ତାରିଖରେ ଅନୁଷ୍ଠିତ ହେବ ପଦ୍ମପୁର ଉପନିର୍ବାଚନ । ଏନେଇ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗତ ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା…

ଜୋତା ପାଇଁ ବିଗିଡ଼ିଲା ମାମଲା: ଥାନାରେ FIR ଦାୟର କଲେ ଯୁବକ, ତଦନ୍ତ କରୁଛନ୍ତି ଦୁଇ ରାଜ୍ୟ ପୋଲିସ

ନୂଆଦିଲ୍ଲୀ: ଆପଣମାନେ ସାଧାରଣ ଭାବେ ଗାଡ଼ି, ସୁନା ଗହଣା ବା ଅନ୍ୟ କୌଣସି ମୂଲ୍ୟବାନ ଜିନିଷ ଚୋରି ହେଲେ ପୋଲିସରେ ଅଭିଯୋଗ କରିଥାନ୍ତି । ତେବେ ଜୋତା ଚୋରିହେଲେ କେବେ ଏଫଆଇଆର ଦାୟର ହେବା ଶୁଣିଛନ୍ତି କି? ନିକଟରେ ଏଭଳି…