ଭାରତ-ବାଂଲାଦେଶ ତୃତୀୟ ଟି-୨୦ରେ ଓଡ଼ିଆ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ୱ: BCCIର ଘୋଷଣା ପରେ ଚାରିଆଡ଼ୁ ଛୁଟିଲା ଅଭିନନ୍ଦନର ସୁଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଂଲାଦେଶ ବିପକ୍ଷରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଜିତିବା ପରେ ଏବେ ଟିମ୍ ଇଣ୍ଡିଆ ଟି-୨୦ରେ ମଧ୍ୟ ଆଗୁଆ ସିରିଜ୍ ଜିତି ସାରିଛି । ପ୍ରଥମ ଦୁଇଟି ଟି-୨୦ରେ ଭାରତ ଜିତିବା ସହ…

ପୂଜାରେ ବଢ଼ିବ ମହଙ୍ଗା ଭତ୍ତା: ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ଦେବେ କେନ୍ଦ୍ର ସରକାର!

ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ଋତୁର ଆଗମନ ହୋଇସାରିଥିବା ବେଳେ ଦୁର୍ଗାପୂଜା ପରେ କାଳୀପୂଜା, ଗଜଲକ୍ଷ୍ମୀ ପୂଜା ଆଦି ମହାଧୁମଧାମରେ ପାଳିତ ହେବ । ତେବେ ପୂଜା ଅବସରରେ କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ…

ସିପାହୀ / କନଷ୍ଟେବଳ ଆବେଦନର ଅନ୍ତିମ ତାରିଖ ବୃଦ୍ଧି: ପୂଜା ପାଇଁ ଓଡ଼ିଶା ପୋଲିସର ବଡ଼ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଏସଏପି / ଆଇଆର / ଏସଆଇଆର / ଏସଏସ ବାଟାଲିୟନ୍ସରେ ସିପାହୀ / କନଷ୍ଟେବଳ ପଦ ପୂରଣକୁ ନେଇ ଓଡ଼ିଶା ପୋଲିସ ପକ୍ଷରୁ ଏକ ନୋଟିସ୍ ଜାରି କରାଯାଇଛି । ମୋଟ ୧୩୬୦ଟି ସିପାହୀ / କନଷ୍ଟେବଳ…

ଡ୍ୟୁଟି ସମୟରେ ସହିଦ ହେଲେ ଓଡ଼ିଆ ଯବାନ: ୪ ବର୍ଷ ପୂର୍ବ କରିଥିଲେ ବିବାହ, ଅନାଥ ହୋଇଗଲେ ଦୁଇ ଶିଶୁକନ୍ୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପବିତ୍ର ଦଶହରାର ସମସ୍ତ ଖୁସିକୁ ଫିକା କରିଦେଇଛି ଗୋଟିଏ ଦୁଃଖ ଖବର । ପୂଜାରେ ନିଜର ପରିବାର ଓ ବନ୍ଧୁ ପରିଜନଙ୍କ ଆଖିରେ ଲୁହ ଭରିଦେଇଛନ୍ତି ଜଣେ ଓଡ଼ିଆ ଯବାନ । ମହାରାଷ୍ଟ୍ରର ନାଶିକରେ…

ପୂଜାରେ ଝରିଲା ଲୁହ: ଟ୍ରେନିଂ ସମୟରେ ବିସ୍ଫୋରଣ ଘଟି ଦୁଇ ଅଗ୍ନିବୀର ସହିଦ

ନୂଆଦିଲ୍ଲୀ: ଦଶହରାର ପାର୍ବଣ ଋତୁରେ ସମସ୍ତେ ନିଜ ନିଜ ପରିବାର ସହ ହସ ଖୁସିରେ ମା’ଙ୍କର ମଣ୍ଡପ ବୁଲିବା ସହ ଦୁଃଖ ଦୂର ପାଇଁ ପ୍ରାର୍ଥନା କରୁଛନ୍ତି । ତେବେ ପୂଜାରେ ଆସିଛି ଏକ ଦୁଃଖ ଖବର । ଫାୟାରିଂ ଅଭ୍ୟାସ ସମୟରେ…

ଭାରତରେ Dyson ଲଞ୍ଚ କଲା ନୂଆ ଡିଭାଇସ Wash G1 ରହିଛି ଦୁଇବର୍ଷର ୱାରେଣ୍ଟି

ନୂଆଦିଲ୍ଳୀ: ଡାଇସନ ଭାରତୀୟ ବଜାରରେ ତା’ର ନୂଆ ଡିଭାଇସ୍ ୱାଶ ଜି୧ ଲଞଚ କରିଛି । ଏହି ଡିଭାଇସ ଶୁଖିଲା ଓ ଓଦା ଚଟାଣକୁ ସହଜରେ ସଫା କରିପାରିବ । କମ୍ପାନୀ ଏହି ଡିଭାଇସକୁ ପୂର୍ବରୁ ଗ୍ଲୋବାଲ ମାର୍କେଟରେ ଲଞ୍ଚ…

ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ତାରିଖ ଘୁଞ୍ଚିଲା!

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ ବହୁମତ ହାସଲ କରିବା ପରେ ଗତ ୯ ତାରିଖ ଦିନ ନାୟବ ସିଂହ ସୈନୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ । ଏହି ଅବସରରେ ଶ୍ରୀ ସୈନୀ ଦଳର ରାଷ୍ଟ୍ରୀୟ…

SSB ପକ୍ଷରୁ ଘୋଷଣା: ନଭେମ୍ବର ୧୭ରେ ହେବ PGT ଲିଖିତ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ (୪୮୮ ବର୍ଗ)ର ସ୍ନାତକୋତ୍ତ ଶିକ (ପିଜିଟି) ପଦ ପାଇଁ ଲିଖିତ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ନଭେମ୍ବର ମାସ ୧୭ ତାରିଖ (ରବିବାର)…

UPI Lite ଟାଞ୍ଜାକସନ୍ ଲିମିଟ୍ ୧୦୦୦ ଟଙ୍କାକୁ ବୃଦ୍ଧି କଲା RBI: ୱାଲେଟ୍ ଲିମିଟ୍ ୫ ହଜାରକୁ ବୃଦ୍ଧି ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି । ୟୁପିଆଇ ଲାଇଟ୍ ପ୍ରତି ଟ୍ରାଞ୍ଜାକସନ ଲିମିଟ୍ ବୃଦ୍ଧି କରିଛି । ବର୍ତ୍ତମାନ ଏହି ଲିମିଟ୍ ୫୦୦ ଟଙ୍କା ରହିଥିବା ବେଳେ ଏବେ ତାହା ୧…

ହରିୟାଣାର ୨ ଜଣ ସ୍ୱାଧିନ ବିଧାୟକ ବିଜେପିରେ ସାମିଲ ହେଲେ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ କ୍ରମାଗତ ତୃତୀୟ ଥର ବିଜୟ ସହ ବିଜେପି ହ୍ୟାଟ୍ରିକ୍ କରିଛି । ମୋଟ ୯୦ଟି ଆସନ ମଧ୍ୟରୁ ବିଜେପି ଏକାକୀ ୪୮ଟି ଆସନ ପାଇଥିବା ବେଳେ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ୩୭ଟି ଆସନରେ…