ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା: ୨୦୨୫ ସୁଦ୍ଧା ରାଜ୍ୟର ସ୍କୁଲ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି ୨୦୨୦

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଶିକ୍ଷାବର୍ଷରୁ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଲାଗୁ ହେବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିବା ବେଳେ ପରବର୍ତ୍ତୀ ସମୟରେ ଏନେଇ ଉଚ୍ଚଶିକ୍ଷା ବିଭାଗ…

(Video) ମହିଳାଙ୍କ ଅନ୍ତବସ୍ତ୍ର ପିନ୍ଧି ରିଲ୍ସ କରୁଥିଲେ ଯୁବକ, ମାଗଣାରେ ପ୍ରବଳ ଖାଇବାକୁ ଦେଲେ ଜନତା

ନୂଆଦିଲ୍ଲୀ: ଆଜିକାଲିର ଯୁବପୀଢ଼ିଙ୍କ ମଧ୍ୟରେ ରିଲ୍ସ ନିଶା ଏମିତି ଘାରିଛି ଯେ ସେମାନେ ଏଥିପାଇଁ ଲାଜ, ସରମ ସବୁକୁ ଭୁଲି ଯାଉଛନ୍ତି । ଏପରିକି ଅନେକ ସମୟରେ କିଛି ବିପଜ୍ଜନକ ସ୍ତାନରେ ରିଲ୍ସ ଶୁଟି୍ କରି ଅନେକଙ୍କର…

ଲଜ୍ଜାଜନକ ପ୍ରଦର୍ଶନ! ୩ଟି ବଲ୍ ପକାଇ ୩୦ ରନ୍ ଦେଲେ, ୧ ଫୁଟ ଲମ୍ବର ନୋ-ବଲ୍ ପକାଇଲେ ଦାସୁନ ଶାନକା

ନୂଆଦିଲ୍ଲୀ: ଗତ କିଛିବର୍ଷ ହେଲା ଖେଳାଯାଉଥିବା ଆବୁ ଧାବୀରେ ଖେଳାଯାଉଥିବା ଟ-୨୦ ଲିଗ ସର୍ବଦା ଚର୍ଚ୍ଚାରେ ରହିଥାଏ । ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଓ ଲଜ୍ଜାଜନକ ବୋଲିଂ ପ୍ରଦର୍ଶନ ସାମ୍ନାକୁ ଆସିଛି । ଶ୍ରୀଲଙ୍କା…

RBI ଜାରି କଲା ହଲିଡେ କ୍ୟାଲେଣ୍ଡର: ଡିସେମ୍ବର ମାସ ପାଇଁ ବ୍ୟାଙ୍କ ଛୁଟି ଲିଷ୍ଟ ଆସିଲା

ନୂଆଦିଲ୍ଲୀ: ୨୦୨୪ ବର୍ଷର ଅନ୍ତିମ ମାସ ଅର୍ଥାତ ଡିସେମ୍ବର ପାଇଁ ବ୍ୟାଙ୍କ ଛୁଟି ଲିଷ୍ଟ ସାମ୍ନାକୁ ଆସିଛି । ଦେଶର ବିଭିନ୍ନ ଅଞ୍ଚଳରେ ରାଷ୍ଟ୍ରୀୟ ଓ ସ୍ଥାନୀୟ ଛୁଟି କାରଣରୁ ବ୍ୟାଙ୍କ ବନ୍ଦ ରହିବ । ଭାରତୀୟ ରିଜର୍ଭ…

ଶୀତଦିନେ ସୁରକ୍ଷିତ ରହିବେ କିପରି: ସତର୍କ ନ ରହିଲେ ମାଡ଼ି ଆସିଥାଏ ଅନେକ ପ୍ରକାର ରୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ଥଣ୍ଡା ଦିନ ଆସିଲେ ଶରୀରରେ ଅନେକ ପ୍ରକାରର ରୋଗ ଦେଖିବାକୁ ମିଳିଥାଏ । ଜଳବାୟୁ ପରିବର୍ତ୍ତନ ଓ ଅଳସୁଆମି ଆଦି କାରଣରୁ ମଣିଷ ଅନେକ ସମସ୍ୟାର ସାମ୍ନା କରିଥାଏ । ଯେପରିକି…

ସୁଜାତା କାର୍ତ୍ତିକେୟନଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ? ଜଣେ IAS ଅଧିକାରୀ କ୍ରମାଗତ କେତେ ଦିନ ଛୁଟିରେ ରହିପାରିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏକଦା ରାଜ୍ୟ ରାଜନୀତିରେ ଭି. କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ନେଇ ବେଶ୍ଚ ଚର୍ଚ୍ଚା ହେଉଥିବା ବେଳେ ଏବେ ତାଙ୍କର ପତ୍ନୀ ଆଇଏଏସ ଅଧିକାରୀ ସୁଜାତା କାର୍ତ୍ତିକେୟନଙ୍କୁ ନେଇ ବଡ଼ ଖବର ଆସିଛି ।…

ବଦଳିଲା ସମୟ: ଏଥର ଜାନୁଆରୀ ୫ ତାରିଖରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା ଆରମ୍ଭ ହେଉଥିବା ବେଳେ ଏଥର କିନ୍ତୁ ସମୟ ବଦଳିବ । ଜାନୁଆରୀ ୨୬ ବଦଳରେ ଏଥର ଜାନୁଆରୀ ୫ ତାରିଖରୁ ଆଦିବାସୀ ମେଳା ଆରମ୍ଭ…

ବଡ଼ ଘୋଷଣା କଲେ ୮ଟି ବ୍ୟାଙ୍କ: FDରେ ନିବେଶ କଲେ ଗ୍ରାହକଙ୍କୁ ମିଳୁଛି ୯ ପ୍ରତିଶତ ପର୍ଯ୍ୟନ୍ତ ସୁଧ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅର୍ଥ ସମସ୍ତଙ୍କ ପାଇଁ ନିହାତି ଜରୁରୀ । ତେଣୁ ଗ୍ରାହକମାନେ ସର୍ବଦା ଭଲ ନିବେଶ ସ୍କିମର ସନ୍ଧାନରେ ରହିଥାନ୍ତି । ତେବେ ବର୍ତ୍ତମାନ ସମୟରେ ମାର୍କେଟରେ ଷ୍ଟକ୍ସ, ମ୍ୟୁଚୁଆଲ ଫଣ୍ଡ, ଜୀବନ…

ଷ୍ଟାର ରେସଲରଙ୍କୁ ବଡ଼ ଝଟକା: ବଜରଙ୍ଗ ପୁନିଆଙ୍କୁ ୪ ବର୍ଷ ପାଇଁ ବ୍ୟାନ୍ କଲା NADA

ନୂଆଦିଲ୍ଲୀ: ଷ୍ଟାର ରେସଲର ବଜରଙ୍ଗ ପୁନିଆଙ୍କୁ ଲାଗିଛି ଏକ ବଡ଼ ଝଟକା । ବଜରଙ୍ଗଙ୍କୁ ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ତରଫରୁ ୪ ବର୍ଷ ପାଇଁ ବ୍ୟାନ୍ କରାଯାଇଛି । ଆଣ୍ଟିଂ ଡୋପିଂ କୋଡ୍ ଉଲ୍ଲଂଘନ କରିବା…

OSSC ତରଫରୁ ଆବେଦନ ଆରମ୍ଭ: ରାଜ୍ୟ କୃଷି ବିଭାଗରେ ପୂରଣ ହେବ ୩୨୪ଟି ମୃତ୍ତିକା ସଂରକ୍ଷଣ ସମ୍ପ୍ରସାରଣ କାର୍ଯ୍ୟକର୍ତ୍ତା ପଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ପୂରଣ ହେବ ଅନେକ ପଦ । ଏନେଇ ପୂର୍ବରୁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୋଟ ୩୨୪…