ସଂଗ୍ରାମ କେଶରୀଙ୍କ ଲାଙ୍ଗୁଡ ରେ ଯିଏ ହାତ ମାରୁଛି: କେ. ନାରାୟଣ ରାଓଙ୍କ ବିରୋଧରେ ବାଲି ମାଫିଆ ସହ ଲିଙ୍କ୍ ଅଭିଯୋଗ

ପାରଳାଖେମୁଣ୍ଡି ବିଜେପି ବିଧାୟକ କେ. ନାରାୟଣ ରାଓଙ୍କ ବିରୋଧରେ ବାଲି ମାଫିଆ ସହ ଲିଙ୍କ୍ ଅଭିଯୋଗ ଆସିଲାଣି । DFO ଙ୍କୁ ରାତି ଅଧିଆ ସୌମ୍ୟଙ୍କ କ୍ଵାଟର ଯିବା ଦେଖିବା ଆଉ DFO ଙ୍କ ବିରୋଧ ରେ ଅନ୍ୟ ରାଜ୍ୟକୁ ରକ୍ତ…

ସମଲେଶ୍ୱରୀ ପୀଠରେ ଆରମ୍ଭ ହେଲା ଲାଇଟ ଆଣ୍ଡ ସାଉଣ୍ଡ ଶୋ

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ମା ସମଲେଶ୍ବରୀ ପୀଠରେ ଆରମ୍ଭ ହେଲା ଲାଇଟ ଏବଂ ସାଉଣ୍ଡ ଶୋ। ନୂଆଖାଇ ଶୁଭ ଅବସରରେ ଆଜି ଏହି କାର୍ୟ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି । ୮ କୋଟି ବ୍ୟୟରେ ନିର୍ମାଣ ହୋଇଛି ଏହି…

ତାଲିବାନୀ ବର୍ବରତାକୁ ନେଇ ଜାତିସଂଘରେ ଉଦବେଗ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନର ନୀତିକୁ ବିରୋଧ କରି ଚାଲିଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଏବେ ହିଂସାର ରାସ୍ତା ଧରିଛି ତାଲିବାନ । ତାଲିବାନ ଶାସନ ବିରୋଧରେ କୌଣସି ବିକ୍ଷୋଭ ସମାବେଶକୁ…

IPL-୨୦୨୧ ପାଇଁ ପହଞ୍ଚିଲେ MI ତ୍ରିମୂର୍ତ୍ତି; ଦୁବାଇରେ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ: ଆଇପିଏଲର ଅବଶିଷ୍ଟ ମ୍ୟାଚ ପାଇଁ ଆବୁଧାବିରେ ପହଞ୍ଚିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳି । ଇଂଲଣ୍ଡରେ ଥିବା ଭାରତୀୟ ଦଳର ତିନି ମୁମ୍ବାଇ ଇଣ୍ଡିଆନ୍ସ ସଦସ୍ୟ ରୋହିତ ଶର୍ମା, ଜସପ୍ରୀତ ବୁମରା ଏବଂ ସୂର୍ଯ୍ୟ…

ଇଣ୍ଟରନେଟରୁ ହଟାଅ ମହିଳାଙ୍କ ଆପତ୍ତିଜନକ ଫଟୋ: ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ବିବାହିତ ମହିଳାଙ୍କ ଆପତ୍ତିଜନକ ଫଟୋ ଏବଂ ଭିଡିଓ ଇଣ୍ଟରନେଟରୁ ହଟାଇବା ପାଇଁ ପଦକ୍ଷେପ ନେବାକୁ ଦିଲ୍ଲୀ ହାଇକୋର୍ଟ ଗୁଗୁଲ, ୟୁଟ୍ୟୁବ, ଦିଲ୍ଲୀ ପୁଲିସର ସାଇବର ସେଲ ଏବଂ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ…

ସମ୍ପତ୍ତିରେ ଅଧିକାର ପ୍ରଦାନ କରିନଥାଏ MUTATION RIGHT: ସୁପ୍ରିମକୋର୍ଟ

ନୂଆଦିଲ୍ଳୀ: ମ୍ୟୁଟେସନ୍ ଏଣ୍ଟ୍ରି ସପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ମ୍ୟୁଟେସନ୍ ଏଣ୍ଟ୍ରି କୌଣସି ବ୍ୟକ୍ତିଙ୍କୁ ସମ୍ପତ୍ତି ଅଧିକାର ପ୍ରଦାନ କରେ ନାହିଁ ଏବଂ ଏହା କେବଳ ଆର୍ଥିକ ଉଦ୍ଦେଶ୍ୟ…

ଜାଣନ୍ତୁ କଣ ହେଉଛି କ୍ୟାଲେଣ୍ଡର ସ୍ଲାମ; ଏହି ୫ ଖେଳାଳି ହାସଲ କରିଛନ୍ତି ଐତିହାସିକ ମାଇଲଖୁଣ୍ଟ

ନୂଆଦିଲ୍ଲୀ: ଟେନିସରେ କ୍ୟାଲେଣ୍ଡର ସ୍ଲାମ ହେଉଛି ଏମିତି ଏକ ମାଇଲଖୁଣ୍ଟ ଯାହା ଅନେକ ଖେଳାଳି ହାସଲ କରିବାରେ ସକ୍ଷମ ହୋଇନାହାନ୍ତି । ଟେନିସ ଇତିହାସରେ ମାତ୍ର ୫ ଜଣ ଖେଳାଳି ଏହି ମାଇଲଖୁଣ୍ଟ ହାସଲରେ ସକ୍ଷମ ହୋଇଛନ୍ତି…

ପର୍ଣ୍ଣ ସିନେମା ଓ ସେକ୍ସ ଉର୍ଜାର ଠିକ୍ ଉପଯୋଗ

୧. ଭାରତରେ ପ୍ରତିଦିନ ୨୦ କୋଟି ରୁ ଅଧିକ ଲୋକ ମୋବାଇଲ , କମ୍ପ୍ୟୁଟର ଆଉ ଅନ୍ୟ ବିଦ୍ୟୁତ୍ ଉପକରଣରେ ଉତ୍ତେଜନା ପୂର୍ଣ୍ଣ ସିନେମା ଦେଖନ୍ତି । ୨. ପର୍ଣ୍ଣ ବା ଲଙ୍ଗଳା ସିନେମା ସାମୟିକ ସୁଖ ଦେଇଥାଏ ହେଲେ ବହୁତ୍ ମାନସିକ…

ଅନଲାଇନ ବନ୍ଧୁଙ୍କୁ ଦେଖାକରିବାକୁ ଗଲେ ୩୦୦ କିମି ଦୂର ହୋଇଗଲେ ଗଣଦୁଷ୍କର୍ମର ଶିକାର

ନୂଆଦିଲ୍ଲୀ: କେରଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଅନଲାଇନ ବନ୍ଧୁତାରୁ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ଯୁବତୀ । ଅନଲାଇନ ବନ୍ଧୁଙ୍କୁ ଦେଖା କରିବାକୁ ୩୦୦ କିମି ଯାତ୍ରା କରିଥିବା ଯୁବତୀ ଜଣକ ଅନଲାଇନ ବନ୍ଧୁ ଓ…

କରୋନା ପଜିଟିଭ୍ ହେଲା ବିଶ୍ୱର ପ୍ରଥମ ଗରିଲା; ଚିନ୍ତା ପ୍ରକଟ କଲେ ବିଶେଷଜ୍ଞ

ନୂଆଦିଲ୍ଲୀ: ମାନବ ସମାଜକୁ ଭୀତତ୍ରସ୍ତ କରି ରଖିଥିବା କରୋନା ଭାଇରସକୁ ନେଇ ସଙ୍କଟ ବଢିବାରେ ଲାଗିଛି । ଶନିବାର ମିଳିଥିବା ରିପୋର୍ଟ ଅନୁଯାୟୀ ବିଶ୍ୱର ପ୍ରଥମ ଗରିଲା କରୋନାରେ ଆକ୍ରାନ୍ତ ହୋଇଛି । ଏହା ସହିତ ଗରିଲଙ୍କ…