ଗୁଲଶନ କୁମାର ହତ୍ୟାକାଣ୍ଡ: ଦୋଷୀ ରଉଫ ମର୍ଚ୍ଚାଣ୍ଟର ଆଜୀବନ କାରାଦଣ୍ଡ ବଳବତ୍ତର, ମନ୍ଦିର ବାହାରେ ଟି-ସିରିଜର ପ୍ରତିଷ୍ଠାତାଙ୍କୁ କରିଥିଲା…
ମୁମ୍ବଇ: ଟି ସିରିଜର ପ୍ରତିଷ୍ଠାତା ଗୁଲଶନ କୁମାର ହତ୍ୟାକାଣ୍ଡ ମାମଲାରେ ବମ୍ବେ ହାଇକୋର୍ଟ ଗୁରୁବାର ରାୟ ଶୁଣାଇଛନ୍ତି । ଉଚ୍ଚତମ ନ୍ୟ।ୟାଳୟ ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମଙ୍କ ସାଥୀ ତଥା ଦୋଷୀ ରଉଫ ମର୍ଚ୍ଚାଣ୍ଟଙ୍କ…