ସାଗର ଧନକରଙ୍କୁ ହତ୍ୟା ମାମଲା: ସୁଶିଲ କୁମାରଙ୍କୁ ସସ୍‌ପେଣ୍ଡ୍‌ କରିବ ରେଲବାଇ ବୋର୍ଡ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ସ୍ଥାନୀୟ ଛତ୍ରଶାଳ ଷ୍ଟାଡିୟମ ପରିସରରେ ଯୁବ ରେସଲର ସାଗର ଧନକରଙ୍କୁ ହତ୍ୟା କରାଯିବା ମାମଲାରେ ସଂପୃକ୍ତ ଥିବା ଅଭିଯୋଗ କ୍ରମେ ପୋଲିସ ଦ୍ୱାରା ଗିରଫ ହୋଇଥିବା ଅଲିମ୍ପିକ୍‌ ପଦକ ବିଜେତା…

ବାତ୍ୟା ‘ୟଶ୍’ ମୁକାବିଲା ପାଇଁ ବାଲେଶ୍ୱର ଓ ଭଦ୍ରକ ଗଲେ ୨୮ ଡାକ୍ତର

ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ବାଲେଶ୍ୱର ଓ ଭଦ୍ରକକୁ ଅତିରିକ୍ତ ଡାକ୍ତର ପଠାଇଛନ୍ତି ରାଜ୍ୟ ସରକାର । ବାତ୍ୟା ବେଳେ କୋଭିଡ୍‌ ସୁରିଚାଳନା ପାଇଁ ଏହି ଦୁଇ ଜିଲ୍ଲାକୁ ୨୮…

କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢାଇଲା ବିସିସିଆଇ, ଦାନ କରିବ ୧୦ ଲିଟର ବିଶିଷ୍ଟ ୨୦୦୦ ଅକ୍ସିଜେନ କନସେଣ୍ଟ୍ରେଟର

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ସଂପ୍ରତି ଦେଶରେ କରୋନା ପରିସ୍ଥିତି ଭୟାନକ ପରିସ୍ଥିତି ସୃଷ୍ଟି କରି ଚାଲିଥିବା ବେଳେ ଦେଶ ବିଦେଶରୁ ସହଯୋଗର ସୁଅ ଛୁଟିଛି । ମୁଖ୍ୟତଃ କରୋନା ଆକ୍ରାନ୍ତ ରୋଗୀ ଅକ୍ସିଜେନ ଅଭାବରୁ ପ୍ରାଣ…

ଆଜି ବି ୧୦ ଜିଲ୍ଲାରେ ଲକ୍‌ଡାଉନ୍‌ କଟକଣା ସାମାନ୍ୟ କୋହଳ, ସକାଳ ୭ଟାରୁ ଦିନ ୧ଟା ଯାଏଁ ଖୋଲା ରହିବ ମାକେର୍ଟ

ଭୁବନେଶ୍ୱର,(ଓଡ଼ିଶା ଭାସ୍କର) : ବାତ୍ୟା "ୟଶ୍'କୁ ଦୃଷ୍ଟିରେ ରଖି ୧୦ଟି ଜିଲ୍ଲାରେ ଜାରି ହୋଇଥିବା ଲକ୍‌ଡାଉନ୍‌ କଟକଣାକୁ ୨ ଦିନ ପାଇଁ ଅର୍ଥାତ ଚଳିତ ମାସ ୨୪ ତାରିଖ (ସୋମବାର) ଓ ୨୫ ତାରିଖ (ମଙ୍ଗଳବାର) ପାଇଁ…

କରୋନାରେ ଆଖିବୁଜିଲେ ଆଉ ଜଣେ ସାମ୍ୱାଦିକ, ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀ ଓ ଗେହ୍ଲି ଝିଅକୁ ଛାଡି ଚାଲିଗଲେ ଆଶୁତୋଷ

କନ୍ଧମାଳ(ଓଡ଼ିଶା ଭାସ୍କର ): ସାମ୍ୱାଦିକ ଆଶୁତୋଷ ବେହେରା (୪୫)ଙ୍କ ରବିବାର ରାତି ୯ଟାରେ ପରଲୋକ ହୋଇଯାଇଛି । ସେ ଫୁଲବାଣୀ କୋଭିଡ୍‌ ସେଣ୍ଟରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ତେବେ ତାଙ୍କର…

ଭୂକମ୍ପ ଝଟ୍‌କାରେ ଥରିଲା ଦେବଭୂମି, ରିକ୍ଟର ସ୍କେଲରେ ତୀବ୍ରତା ୪.୩

ଡେରାଡୁନ,(ଓଡ଼ିଶା ଭାସ୍କର):  ଦେବଭୂମି ଉତ୍ତରାଖଣ୍ଡରେ ରବିବାର ବିଳମ୍ବିତ ରାତିରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଭୂକମ୍ପ ଯୋଗୁଁ ଲୋକମାନେ ଘର ଭିତରୁ ବାହାରକୁ ବାହାରି ଆସିଥିଲେ । କରୋନାର ମୁକାବିଲା କରୁଥିବା…

ଓଡ଼ିଶା ଆଡକୁ ମାଡ଼ି ଆସୁଛି ବାତ୍ୟା “ୟଶ୍’: ଆଜି ଅତି ଭୀଷଣ ବାତ୍ୟାର ରୂପ ନେବ,ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,(ଓଡ଼ିଶା ଭାସ୍କର):ଓଡ଼ିଶା ଆଡକୁ ମାଡ଼ି ଆସୁଛି ବାତ୍ୟା "ୟଶ୍' । ଶୁକ୍ରବାର ଏହା ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି । ଆଗାମୀ ୨୪ ଘଣ୍ଟାରେ ଏହା ଅତି ଭୀଷଣ ବାତ୍ୟାର ରୂପ ନେବ । ୨୬ ତାରିଖ ଦ୍ବି- ପହରରେ ଏହା…

ପୂର୍ଣ୍ଣିମା ଏବଂ ଚନ୍ଦ୍ରଗ୍ରହଣ ଯୋଗୁ ଅଧିକ ଶକ୍ତିଶାଳୀ ହେବ ବାତ୍ୟା ୟଶ୍‌, ଆମ୍ଫାନ୍‌ଠୁ ଅଧିକ ଭୟଙ୍କର ହୋଇପାରେ, ରାଜ୍ୟବାସୀଙ୍କୁ ସଜାଗ…

ପଶ୍ଚିମବଙ୍ଗ (ଓଡ଼ିଶା ଭାସ୍କର ): ମାଡି ଆସୁଛି ବାତ୍ୟା ‘ୟଶ’। ଏହା ଆମ୍ଫାନ୍ ଅପେକ୍ଷା ଅଧିକ ଭୟଙ୍କର ହୋଇପାରେ। ଏନେଇ ଚିନ୍ତା ପ୍ରକଟ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜ୍ୟବାସୀଙ୍କୁ ସଜାଗ…

ଶ୍ରୀଲଙ୍କାର ୨ ଖେଳାଳୀ ଓ କୋଚ୍‌ କରୋନାରେ ଆକ୍ରାନ୍ତ

ବାଲାଂଦେଶ : ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ତିନିଟିକିଆ ଦିନିକିଆ ସିରିଜ ଅବସରରେ ଶ୍ରୀଲଙ୍କା ବୋଲିଂ କୋଚ୍‌ ଓ ଦୁଇ ଖେଳାଳୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଏହା ସତ୍ୱେ ପ୍ରଥମ ଦିନିକିଆ…

ବିଚିତ୍ର ଅନ୍ଧବିଶ୍ୱାସ: କରୋନାରୁ ମୁକ୍ତି ପାଇଁ ନିର୍ମାଣ ହେଲା କରୋନା ଦେବୀ ମନ୍ଦିର, ୪୮ଦିନ ପର୍ଯ୍ୟନ୍ତ ଚାଲିବ ପୂଜା ଓ ଯଜ୍ଞ

କୋଏମ୍ବାଟୁର(ଓଡ଼ିଶା ଭାସ୍କର) :କରୋନା ଯୋଗୁ ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି । କରୋନାକୁ ଦୂର କରିବା ପାଇଁ ବୈଜ୍ଞାନିକ ପ୍ରୟାସ ଜାରି ରହିଛି । ଅନ୍ୟପକ୍ଷରେ ଏହାକୁ ଏଡ଼ାଇବା ପାଇଁ ଅନେକ ଲୋକ ପୂଜାପାଠ…