VIDEO: ‘ରିଆଲିଟି ଶୋ’ ରେ ଖୁବ୍ କାନ୍ଦିଲେ ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେ, କହିଲେ ସୁଶାନ୍ତ ସିଂ ଯେଉଁଠି ଅଛନ୍ତି ଭଲରେ ଅଛନ୍ତି
ମୁମ୍ବାଇ: ଜି ଟିଭିରେ ହେଉଥିବା ରିଆଲିଟି ଶୋ 'ଡି.ଆଇ.ଡି ସୁପର ମମ୍' ରେ ଅଭିନେତ୍ରୀ ଅଙ୍କିତା ଲୋଖାଣ୍ଡେ ମୁଖ୍ୟ ଅତିଥି ଭାବେ ନଜର ଆସିବେ । ଯାହାର ଏକ ପ୍ରମୋ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର…