ଘରେ ସାପ ସାଲୁବାଲୁ, ବାହାରେ ପରିବାର, ପ୍ରତିଶ୍ରୁତି ଦେଇ ଠକି ଦେଲା ପ୍ରଶାସନ..

ଭଦ୍ରକ: ପ୍ରଶାସନକୁ ଭରସା କରି ଆଜି ବାସହୀନ ହୋଇଯାଇଛି ଗୋଟିଏ ପରିବାର । ପ୍ରଥମେ ସାପ ଆଉ ତା’ ପରେ ପ୍ରଶାସନ ଦୁହେଁ ପରିବାରକୁ ଠକି ଦେଇଛନ୍ତି । ଘର ନଥିବାରୁ ପର ବାରଣ୍ଡାରେ କଟୁଛି ରାତି । ମୁଣ୍ଡ ଗୁଞ୍ଜିବା ପାଇଁ ପର…

ବଢ଼ିଲା UPI ନେଣଦେଣ: ଅଗଷ୍ଟରେ ଟପିଲା ୧୦.୭୨ ଲକ୍ଷ କୋଟି

ନୂଆଦିଲ୍ଳୀ: ଦେଶରେ ଡିଜିଟାଲ ପେମେଣ୍ଟର ବ୍ୟବହାର ବଢ଼ିବାରେ ଲାଗିଛି । ଡିଜିଟାଲ ପେମେଣ୍ଟ ପାଇଁ ୟୁନିଫାଇଡ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ) ଭଳି ସୁବିଧା ଦ୍ୱାରା ଘରେ ବସି ସହଜରେ ଟଙ୍କା ପଠାଇ ହେଉଛି । ସେହିଭଳି ୟୁପିଆଇ…

ଭାରତର ପ୍ରଥମ ପାସେଞ୍ଜର ଡ୍ରୋନ୍: ମଣିଷକୁ ନେଇ ଉଡ଼ିପାରିବ ‘ବରୁଣ’

ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ମିଳିଲା ପାସେଞ୍ଜର ଡ୍ରୋନ୍ । ଭାରତର ପ୍ରଥମ ପାସେଞ୍ଜର ଡ୍ରୋନ୍ ‘ବରୁଣ’ ଇଣ୍ଡିଆନ ନାଭି ପାଇଁ ତିଆରି କରାଯାଇଛି । ଯାହା ପ୍ରାୟ ୧୩୦ କେଜି ଉଠାଇପାରିବ । ବରୁଣ ଡ୍ରୋନ୍ ଦେଶର ପ୍ରଥମ…

ଅଚାନକ ମହିଳାଙ୍କ ଖାତାକୁ ଆସିଲା ୫୭ କୋଟି ଟଙ୍କା: କିନ୍ତୁ ଫସିଗଲେ…କ’ଣ ଏହି ମାମଲା?

ନୂଆଦିଲ୍ଲୀ: ଅଚାନକ ଜଣେ ମହିଳାଙ୍କ ଖାତାକୁ ଆସିଛି କୋଟି କୋଟି ଟଙ୍କା । ଏକାସାଙ୍ଗରେ ୫୭ କୋଟି ଟଙ୍କା ନିଜ ଆକାଉଣ୍ଟରେ ଦେଖି ବିଶ୍ୱାସ କରି ପାରିନଥିଲେ ଏହି ମହିଳା । ତେବେ ଏହି ଟଙ୍କାକୁ ସେ କେମିତି ଖର୍ଚ୍ଚ କରିବେ…

(Video) ସହରରେ ବୁଲୁଛି ଜଙ୍ଗଲୀ ଭାଲୁ: ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

ସହରରେ ବୁଲୁଛି ଜଙ୍ଗଲି ଭାଲୁ... ଭୟରେ ଅଞ୍ଚଳବାସୀ... ଘରୁ ବାହାରିବାକୁ ଡରୁଛନ୍ତି ଲୋକେ । ଏହି ଘଟଣା ଦେଖିବାକୁ ମିଳିଛି ଭବାନୀପାଟଣା ନକ୍ଟିଗୁଡ଼ା ଅଞ୍ଚଳରେ । ଗତ କିଛିଦିନ ତଳେ ଭବାନିପାଟଣା ନିକଟସ୍ଥ ଜଙ୍ଗଲରୁ ଏକ…

ସୋନାଲୀ ଫୋଗଟଙ୍କ ମୃତ୍ୟୁର ବଡ ଖୁଲାସା! ପୋଷ୍ଟମର୍ଟମ କରିଥିବା ଡାକ୍ତର ଦେଳେ ନୂଆ ରିପୋର୍ଟ

ମୁମ୍ବାଇ: ବିଜେପି ନେତ୍ରୀ ତଥା ଟିକଟକ ଷ୍ଟାର ସୋନାଲୀ ଫୋଗଟଙ୍କ ମୃତ୍ୟୁ ମାମଲାରେ ଆସିଛି ନୂଆ ଅପଡେଟ । ସୋନାଲୀଙ୍କ ପୋଷ୍ଟମର୍ଟମ କରିଥିବା ଡାକ୍ତର ନିଜେ ଅନେକ ରହସ୍ୟ ଉପରୁ ପରଦା ଉଠାଇଛନ୍ତି । ଶରୀରର ବିଭିନ୍ନ…

ଚୀନକୁ ସେମିକଣ୍ଡକ୍ଟର ରପ୍ତାନୀ ବନ୍ଦ କଲା ଆମେରିକା: ପଡ଼ିପାରେ ପଭାବ… କଡ଼ା ଆଭିମୁଖ୍ୟ ରଖିଲା ଡ୍ରାଗନ…

ନୂଆଦିଲ୍ଲୀ: ଚୀନକୁ ସେମିକଣ୍ଡକ୍ଟର ପଠାଇବା ବନ୍ଦ କରିଛି ଆମେରିକା । ଆମେରିକା ଚୀନକୁ କିଛି ଆଡଭାନ୍ସ ଚିପ୍ ରପ୍ତାନୀ ଉପରେ ରୋକ୍ ଲଗାଇଛି । ଏହାଯୋଗୁଁ ଚୀନର ଅନେକ ଦିଗ୍ଗଜ କମ୍ପାନୀଙ୍କୁ ଝଟକା ଲାଗିଛି । ଏହି…

ତଳକୁ ଖସିଲା ସୋରିଷ ତେଲର ମୂଲ୍ୟ: ଜାଣନ୍ତୁ ରନ୍ଧନ ତୈଳରେ କେତେ ମିଳିଲା ରିହାତି…

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ରୋଷେଇ ଘରେ ପଡିଛି ଖୁସିର କିରଣ । ବୃଦ୍ଧି ପାଉଥିବା ସୋରିଷ ତେଲର ମୂଲ୍ୟରେ ଏବେ ପରିବର୍ତ୍ତନ ଦେଖା ଦେଇଛି । ଗତ କିଛ ଦିନରୁ ଏହା ଧିରେ ଧିରେ ତଳମୁହାଁ ହୋଇଥିବା ବଳେ ଗ୍ରାହକଙ୍କୁ…

ସୌଭାଗ୍ୟଶାଳୀ ହୋଇଥାନ୍ତି ଏଭଳି ମହିଳା: ଯେଉଁମାନଙ୍କୁ ମିଳିଥାନ୍ତି ଏମିତି ସ୍ୱାମୀ….

ନୂଆଦିଲ୍ଳୀ: ମହାରାଜ ବିଦୂର ମହାଭାରତ କାଳର ଜଣେ ପ୍ରମୁଖ ଚରିତ୍ର । ସେ ଜଣେ ମହାନ ରାଜନୀତିଜ୍ଞ, ବିବେକଶୀଳ ଏବଂ ବୁଦ୍ଧିମାନ ବ୍ୟକ୍ତି ଥିଲେ । ତାଙ୍କର ନୀତି ସଫଳ ଜୀବନ ପାଇଁ ବହୁତ ଉପଯୋଗୀ । ମହାତ୍ମା ବିଦୂରଙ୍କ ନୀତି…

ସମୟ ପୂର୍ବରୁ Unfit ହେଉଛି ଡିଜେଲ କାର୍.. କାହିଁକି? ରିସର୍ଚ୍ଚରୁ ହେଲା ଖୁଲାସା

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ସହରରେ ଚାଲିଥିବା ଡିଜେଲ ଚାଳିତ କାର ଏହାର ଏକ ବଡ କାରଣ ପାଲଟିଛି । ଦିଲ୍ଲୀରେ ଚାଲିଥିବା ଏକ ରିସର୍ଚ୍ଚରୁ ଜଣାଯାଇଛି ଯେ,…