କମୁଛି ମୋଦୀଙ୍କ ଲୋକପ୍ରିୟତା! କାହିଁକି ଆଞ୍ଚଳିକ ଦଳକୁ ଡରୁଛନ୍ତି ମୋଦୀ ?
ନୂଆଦିଲ୍ଲୀ: ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ନିର୍ବାଚନ ପାଇଁ ଦଳ ମଧ୍ୟ ତାଙ୍କର ଅଣ୍ଟା ଭିଡି ସାରିଲେଣି । ଜୋରସୋର ପ୍ରସ୍ତୁତି ମଧ୍ୟ ଚାଲିଛି । ତେବେ କିଏ ସରକାର ଗଢ଼ିବ କାହାକୁ ମିଳିବ ଏ ଗୁରୁ ଦାଇତ୍ୱ ସେ କଥା…