ସମସ୍ତ ମନ୍ତ୍ରଣାଳୟକୁ ପିଏମଓର କଡା ନିର୍ଦ୍ଦେଶ, ଆଇନ ତିଆରି ସମୟରେ ବିଦେଶୀ ପ୍ରଥା ଉପରେ ବିଚାର କରାଯାଉ

ନୂଆଦିଲ୍ଲୀ: ଦେଶରେ ଆଇନ ତିଆରି କରିବା ସମୟରେ ଗମ୍ଭୀରତାର ସହ ବିଚାର କରାଯାଉ ନାହିଁ। ଯେଉଁ କାରଣରୁ ଏଥିରେ ବାରମ୍ବାର ସଂଶୋଧନ କରିବାକୁ ପଡୁଛି। ଆଉ ଏହାକୁ ଦୃଢ ବିରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।…

୩ମିନିଟ୍ ବିଳମ୍ବରେ ଆସିବାରୁ ଚାଲିଗଲା ଚାକିରୀ: ଷ୍ଟାରବକ୍ସର ନୂଆ ନିୟମ

ନୂଆଦିଲ୍ଲୀ: ଆମେରିକାର ପ୍ରସିଦ୍ଧ କଫି କମ୍ପାନୀ ଷ୍ଟାରବକ୍ସର ବିବାଦ ଦିନକୁ ଦିନ ବଢିବାର ଲାଗିଛି । ପୂର୍ବରରୁ କମ୍ପାନୀରେ ଶ୍ରମିକ ସଂଗଠନ (Labour Union)ଗଠନକୁ ନେଇ କର୍ମଚାରୀଙ୍କ ମଧ୍ୟରେ ଭେଦଭାବକୁ ନେଇ ବିବାଦ…

ଟଙ୍କା ୫୦୦ ପାଇଁ ଭାଇର ମୁଣ୍ଡ କାଟିଲା ଭାଇ,କଟାମୁଣ୍ଡ ନେଇ କରିଲା ଏମିତି …

ଗୌହାଟି: ଟଙ୍କା ବାଜି ପାଇଁ କାଟିଲେ ମୁଣ୍ଡ। ଆସାମର ଜଣେ ବ୍ୟକ୍ତି ଏକ ଫୁଟବଲ ମ୍ୟାଚରେ ୫୦୦ ଟଙ୍କା ବାଜି ପରେ ତାଙ୍କ ସହବାସୀଙ୍କ ମୁଣ୍ଡ କାଟିଥିବାର ଅଭିଯୋଗ ହୋଇଛି। ଏହି ନିର୍ଦ୍ଦୟ ଆକ୍ରମଣ ପରେ ସେ କଟାଯାଇଥିବା…

ଫିଫା ସହ ଆଲୋଚନା କଲେ କେନ୍ଦ୍ର ସରକାର, U17 ବିଶ୍ଵ କପକୁ ନେଇ ମିଳିପାରେ ଖୁସି ଖବର

ନୂଆଦିଲ୍ଲୀ: ନିୟମ ଉଲ୍ଲଂଘନ କାରଣରୁ ଅନ୍ତର୍ଜାତୀୟ ଫୁଟବଲ ମହାସଂଘ(ଫିଫା) ଅଗଷ୍ଟ ୧୬ରେ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ(ଆଇଏଫଏଫ)କୁ ନିଲମ୍ବିତ କରିଥିଲା। ଏଥିସହ ଫିଫା ଭାରତଠୁ ୧୭ ବର୍ଷରୁ କମ ମହିଳା ବିଶ୍ଵ କପ୍ ଆୟୋଜନ…

ଜ୍ୟାକଲିନ ଗିରଫ ! ଅଭିନେତ୍ରୀଙ୍କ ନାମରେ ଚାର୍ଜସିଟ ଦାଖଲ କଲା ଇଡି

ମୁମ୍ବାଇଁ :ଚୋରା ଚାଲାଣ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଆଜି ଚାର୍ଜସିଟ ଦାଖଲ କରିବାର ସମ୍ଭାବନା ରହିଛି। ୨୧୫ କୋଟି ଟଙ୍କା ଚୋରା ଚାଲାଣ ମାମଲାରେ…

କଳିଯୁଗର ମାଆ: ସ୍ୱାମୀ ସହ ଝଗଡା ପରେ ଶିଶୁଙ୍କ ସହ କରିଲା ଏପରି କାଣ୍ଡ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଗାଜିପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଯେଉଁଠି ଜଣେ ମାଆ ତାର ତିନି ଶିଶୁଙ୍କୁ ନିଜ ହାତରେ ହତ୍ୟା କରିଛି । ଯାହା ସାରା ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ…

Kashmir Pandit:ଗଡୁଛି ମୁଣ୍ଡ ,କିଏ ଦେବ ସୁରକ୍ଷା ?

ମୁମ୍ବାଇ : ବଲିଉଡର ପ୍ରସିଦ୍ଧ କଳାକାର ଅନୁପମ ଖେର, ଯିଏକି ଜଣେ ଭିଲେନ୍ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ଏବଂ ଆଜି ତାଙ୍କ ତାଲିକାରେ ଅନେକ ଚମତ୍କାର ଚଳଚ୍ଚିତ୍ର ଯୋଡି ହୋଇଛି । ଅନୁପମ ଖେରଙ୍କ ଫିଲ୍ମ…

ଏଭଳି ଏକ ଗାଁ ଯେଉଁଠି ବୁଲିବା ପାଇଁ ଲାଗୁଛି ଟିକେଟ,ବହୁତ ଦୂର ଦୂରାନ୍ତରୁ ଆସୁଛନ୍ତି ପର୍ଯ୍ୟଟନ…

ଗାଜୀପୁର: ଉତ୍ତରପ୍ରଦେଶରେ ଏପରି ଏକ ଗାଁ ଅଛି ଯେଉଁଠାରେ ଆପଣଙ୍କୁ୨୦ ଟଙ୍କା ଟିକେଟ୍ କିଣିବାକୁ ପଡିବ । ହଁ, ଏହା ସମ୍ପୂର୍ଣ୍ଣ ସତ୍ୟ। ଗାଜୀପୁର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟଠାରୁ ଖୁରପି ପ୍ରକୃତି ଗ୍ରାମ ପ୍ରାୟ ୧୫…

ଓଡିଶାରେ ଫଳୁଛି ବିଦେଶୀ ଫଳ ଅଭୋକାଡୋ: ଓଡିଶା ଚାଷୀ ବି ହୋଇପରିବେ ଲାଭବାନ

ବାଲେଶ୍ୱର: ଅଭୋକାଡୋ ଏପରି ଏକ ଫଳ ଯେଉଁଥିରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ଏହି ଫଳକୁ ସେବନ କରିବା ଦ୍ୱାରା ଏହା ଶରୀରରେ କଲେଷ୍ଟ୍ରଲ ଲେବଲକୁ ନିୟନ୍ତ୍ରଣ କରିଥାଏ । ଏଥି ସହିତ ଦୃଷ୍ଟିଶକ୍ତି ବୃଦ୍ଧି…

ଆରମ୍ଭ ହେଲା କାମୁଡା କାମୁଡି:ପୁଣି ବିଜେପି କରିଲା କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଲୀ:ଭାରତୀୟ ଜନତା ପାର୍ଟି ମଙ୍ଗଳବାର ଦିନ ଏକ ସୋସିଆଉ ମିଡିଆ ଅଭିଯାନ ଆରମ୍ଭ କରିଛି । ଯାହାର ଶୀର୍ଷକ ହେଉଛି "ଦେଶ କି ବଦଲି ସୋଚ" । ଏଥିରେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଧୀନତା ଦିବସର…