(Video) ସତ ହେଉଛି ମାଳିକାବାଣୀ: ମାଉସୀ ମା’ ପରେ ଗୋଟି ଗୋଟି କରି ଭାଙ୍ଗିବ ସବୁ ମନ୍ଦିର! ଧ୍ୱଂସ ହେବ ପୃଥିବୀ
ରାଜ୍ୟରେ ଥିବା ସବୁ ମନ୍ଦିର ମାନଙ୍କ ପ୍ରତି ବିପଦ ମାଡ଼ି ମାଡ଼ି ଆସୁଛି । ମାଉସୀ ମା’ଙ୍କ ମନ୍ଦିର ପରି ଭାଙ୍ଗିଯିବ ରାଜ୍ୟରେ ସବୁ ଐତିହ୍ୟ ସମ୍ପନ୍ନ ପୁରାତନ ମନ୍ଦିର । ରାଜ୍ୟରୁ ପୁରା ମୂଳପୋଛ ହୋଇଯିବ । ମାଉସୀ ମା…