ଅଣ୍ଟାରେ ସୂତା, ଲାଲ କାଗଜ ଓ ଆଖିରେ ଧଳା ପଟି… କିପରି ୬ ବର୍ଷରେ ୨୧ ଜଣଙ୍କ ଜୀବନ ନେଲା ଗୁଣି-ଗାରେଡ଼ି

ନୂଆଦିଲ୍ଲୀ: ୨୦୨୪ ନଭେମ୍ବର ୫ ତାରିଖର ଘଟଣା । ୟୁପିର ବାରଣାସୀ ସହରର ଭଦୈନି ଅଞ୍ଚଳରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି। ଗୋଟିଏ ଘର ଭିତରୁ ଜଣେ ମହିଳା ଓ ତାଙ୍କର ୩ ପିଲାଙ୍କ ମୃତଦେହ ମିଳିବା ପରେ ଉତ୍ତେଜନା…

Selfie ମନା, Reels କଲେ ଜବତ ହେବ ମୋବାଇଲ ଫୋନ୍: ମହାକୁମ୍ଭ ପାଇଁ ଆସିଲା ଗାଇଡଲାଇନ

ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଥିବା ମହାକୁମ୍ଭ ପାଇଁ ପ୍ରସ୍ତୁତିପର୍ବ ଜାରି ରଖିଛନ୍ତି ସରକାର । ଏଥିପାଇଁ ନୂଆ ନିୟମ ଏବଂ ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି । ମହାକୁମ୍ଭ…

ଆଉ କେବେ ବି IPL ଖେଳିବନି ବେନ୍ ଷ୍ଟୋକ୍ସ!; BCCIର ନୂଆ ନିୟମ ହିଁ ହେବ କ୍ୟାରିୟର ଶେଷ ହେବାର କାରଣ

ମୁମ୍ୱାଇ: ଆଇପିଏଲ୍ ୨୦୨୫ ମେଗା ନିଲାମ ପାଇଁ ସାରା ବିଶ୍ୱରୁ ମୋଟ ୧୫୭୪ ଖେଳାଳି ନାମ ପଞ୍ଜୀକରଣ କରିଛନ୍ତି। ଏଥିରେ ଜେମ୍ସ ଆଣ୍ଡରସନଙ୍କ ନାମ ମଧ୍ୟ ରହିଛି, ଯିଏ କି ପ୍ରାୟ ୧୦ ବର୍ଷ ଧରି ଟି-୨୦ କ୍ରିକେଟ୍ ଖେଳି…

ଉଦଘାଟନ ହେଲା ଅଙ୍କୁର-୨: ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ଜମିବ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର ଭାସ୍କର୍ଯ୍ୟ ବିଭାଗ ଆନୁକୁଲ୍ୟରେ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଅଙ୍କୁର-୨ ଉଦଘାଟିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ…

ସବୁଠାରୁ ଅଧିକ ଦୁଃଖୀ ଦେଶ: ଜାଣନ୍ତୁ ଏହି ତାଲିକାରେ ବିଶ୍ୱରେ ଭାରତର ସ୍ଥାନ କେଉଁଠି

ନୂଆଦିଲ୍ଲୀ: ଦୁନିଆରେ ଏମିତି କେହି ବ୍ୟକ୍ତି ନାହାନ୍ତି ଯିଏ କିଛି ନା କିଛି କାରଣରୁ ଦୁଃଖୀ ହୋଇ ନଥିବେ । ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ କିଛି ନା କିଛି ସୁଖ ଦୁଃଖ ରହିଥାଏ। ତେବେ ଅନେକ ଲୋକ ବା କହୁଛନ୍ତି ଅନେକ…

ଭୁବନେଶ୍ୱର ମେଟ୍ରୋ ପ୍ରୋଜେକ୍ଟ୍; ୨୦୨୭ରେ ସରିବା ନେଇ କର୍ତ୍ତୃପକ୍ଷଙ୍କ ସୂଚନା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୨୦୨୭ ଡିସେମ୍ବର ସୁଦ୍ଧା ସରିବ ଭୁବନେଶ୍ୱର ମେଟ୍ରୋ ରେଳ କାମ । ଏନେଇ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ସୂଚନା । ଭୂମି ଠାରୁ ୧୩ ମିଟର ଉଚ୍ଚରେ ଯିବ ମେଟ୍ରୋ ଟ୍ରେନ୍‌…

ମୋବାଇଲ୍‌ରେ ବିତୁଛି କି ଅଧିକ ସମୟ; ଫୋନରେ କରନ୍ତୁ ଏହି ସେଟିଂ, ବଦଳିଯିବ ଅଭ୍ୟାସ

ଓଡ଼ିଶା ଭାସ୍କର: ବର୍ତ୍ତମାନ ସମସ୍ତଙ୍କ ପାଇଁ ମୋବାଇଲ ଫୋନ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି ଯେ ଏହା ଉପରେ ଆମେ ସମ୍ପୁର୍ଣ୍ଣ ନିର୍ଭର କରିବା ଆରମ୍ଭ କରିଦେଲେଣି। ସବୁବେଳେ ଫୋନ୍ ଚଲାଇ ବହୁ ସମୟ ନଷ୍ଟ କରୁଛନ୍ତି…

‘ମୋ ବସ୍’ ସ୍ପିଡ୍‌ରେ ଲାଗିବ ବ୍ରେକ୍; ବିଭିନ୍ନ ସ୍ଥାନରେ ଦୁର୍ଘଟଣା ପରେ ନିଆଗଲା ପଦକ୍ଷେପ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) 'ମୋ ବସ୍' ସ୍ପିଡ୍‌ରେ ଲାଗିବ ବ୍ରେକ୍ । ଏଣିକି 'ମୋ ବସ୍' ସ୍ପିଡ୍‌ରେ ରହିବ ଲିମିଟ୍ । ସହରରେ ଘଣ୍ଟାପ୍ରତି ବେଗ ୪୦ କିମି ରହିବ । ସହର ବାହାରେ ଘଣ୍ଟାପ୍ରତି ବେଗ ୫୦ କିମି ରହିବ ।…

ଗୁଜରାଟରେ ଭୁଶୁଡ଼ିଲା ବୁଲେଟ୍ ଟ୍ରେନ୍ ପାଇଁ ନିର୍ମାଣ ହେଉଥିବା ପୋଲ; ଫସିଛନ୍ତି ଅନେକ ଶ୍ରମିକ

ନୂଆଦିଲ୍ଲୀ: ଗୁଜରାଟର ଆନନ୍ଦର ଭାସାଦଠାରେ ବୁଲେଟ୍ ଟ୍ରେନ୍ ର ନିର୍ମାଣାଧୀନ ପୋଲ ଭୁଶୁଡ଼ି ପଡ଼ିଛି । ଜାତୀୟ ଗଣମାଧ୍ୟମ କହିବା ଅନୁସାରେ, ନିର୍ମାଣାଧୀନ ପୋଲର ଏକ ଅଂଶ ଏବଂ କିଛି ପିଲର୍ ଭୁଶୁଡ଼ି ପଡ଼ିଛି ଏବଂ ଅତି କମ୍…

ମହିଳାଙ୍କୁ ମାସିକ ୨୫୦୦, ୪୫୦ ଟଙ୍କାରେ ମିଳିବ ସିଲିଣ୍ଡର…, ଝାଡ଼ଖଣ୍ଡରେ ଏପରି ୭ଟି ଗ୍ୟାରେଣ୍ଟି ଦେଲା I.N.D.I.A

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଆଇଏନଡିଏ ବ୍ଲକ ପକ୍ଷରୁ ଆଜି (ନଭେମ୍ବର ୦୫) ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ମେଣ୍ଟର ଏହି ଇସ୍ତାହାରରେ ମହିଳାଙ୍କ ପାଇଁ ମାସିକ ୨୫୦୦ ଟଙ୍କା, ୪୫୦…