କେଉଁ ଜିଲ୍ଲାକୁ କେତେ ବିପଦ ‘ଦାନା’? ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା, ବଢିବ ପବନର ବେଗ

ଓଡ଼ିଶା ଭାସ୍କର: ଓଡ଼ିଶା ଉପକୂଳ ଅଭିମୁଖେ ଧୀରେ ଧୀରେ ମାଡ଼ି ଆସୁଛି ବାତ୍ୟା ‘ଦାନା’ । ଗୁରୁବାର (୨୪ ତାରିଖ) ସନ୍‌ଧ୍ୟାରୁ ଶୁକ୍ରବାର (୨୫ ତାରିଖ) ପୂର୍ବାହ୍ନ ପର୍ଯ୍ୟନ୍ତ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ ।…

(Video) ବଦଳିଗଲା ଆକାଶର ରଙ୍ଗ, ଦେଲାଣି ଭୟଙ୍କର ସଂକେତ… ସାଂଘାତିକ ରୂପରେ ଆସୁଛି ‘ଦାନା’: ଗର୍ଜନ କରୁଛି ସମୁଦ୍ର

ଓଡ଼ିଶା ଭାସ୍କର: ସାରା ଓଡ଼ିଶା ପାଇଁ ଧୀରେ ଧୀରେ ନିକଟତର ହେଉଛି ବାତ୍ୟା ବିପଦ । ଯାହା ପୂର୍ବରୁ ବିଭିନ୍ନ ପ୍ରକାର ଏବେ ଆଭାସ ଦେଖାଗଲାଣି । ବାତ୍ୟା କେତେ ଯେ ଭୟଙ୍କର ହେବ, ସେ ନେଇ ଲୋକଙ୍କ ଭିତରେ ଛନକା ପଶିଲାଣି ।…

ଅତ୍ୟାବଶ୍ୟକ ସାମଗ୍ରୀ ଚଢ଼ା ଦରରେ ବିକ୍ରି ହେଉଥିଲେ…; ଜଣାନ୍ତୁ ଏହି ନମ୍ୱରରେ, ବ୍ୟବସାୟୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ବାତ୍ୟା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀର ଦରରେ ଅହେତୁକ ବୃଦ୍ଧି ଅଭିଯୋଗକୁ ନେଇ ଜାରିହେଲା ହେଲ୍ପ ଲାଇନ୍ ନମ୍ବର ।  ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନମ୍ବର ଜାରି ।…

ଅଶାନ୍ତ ହେଲାଣି ସମୁଦ୍ର, ବଢୁଛି ପବନର ବେଗ…. କେତେ ଦୂରରେ ହେଲାଣି ‘ଦାନା’?

ଓଡ଼ିଶା ଭାସ୍କର: ଓଡ଼ିଶା ଉପକୂଳ ଆଡ଼କୁ ତୀବ୍ର ଗତିରେ ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ଦାନା’ । ଭିତରକନିକା-ଧାମରା ମଧ୍ୟରେ ଏହି ବାତ୍ୟା ଲ୍ୟଣ୍ଡଫଲ କରିବ ବୋଲି ପାଣିପାଗ ସୂଚନା ଦେଇଛି । ତେବେ ସ୍ଥଳଭାଗରୁ ଆଉ ୪୦୦ କିଲୋମିଟର…

ଓଡ଼ିଶାରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ହୃତପିଣ୍ଡ ପ୍ରତିରୋପଣ; ସ୍ୱାକ୍ଷର ହେଲା ବୁଝାମଣାପତ୍ର

ଭୁବନେଶ୍ୱର: ଆଜି ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି । ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ହୃତପିଣ୍ଡ ପ୍ରତିରୋପଣ ଆରମ୍ଭ କରିବା ପାଇଁ ଭେଷଜ…

ନସରଲ୍ଲାଙ୍କ ଉତ୍ତରାଧିକାରୀ ହାସିମ ସୈଫୁଦ୍ଦିନଙ୍କ ମୃତ୍ୟୁକୁ ନିଶ୍ଚିତ କଲା ହିଜବୁଲ୍ଲା

ନୂଆଦିଲ୍ଲୀ: ଲେବନାନରେ ସକ୍ରିୟ ଥିବା ଏକ ଉଗ୍ରବାଦୀ ସଂଗଠନ ହିଜବୁଲ୍ଲା ନିଶ୍ଚିତ କରିଛି ଯେ ଏହାର ପରବର୍ତ୍ତୀ ନେତା ତଥା ହାସନ ନସରଲ୍ଲାଙ୍କ ଉତ୍ତରାଧିକାରୀ ହାସିମ ସୈଫୁଦ୍ଦିନ ତିନି ସପ୍ତାହ ତଳେ ଇସ୍ରାଏଲ ଆକ୍ରମଣରେ…

ନକଲି କୋର୍ଟକୁ ନକଲି ଜଜ୍; ୫ବର୍ଷ ଧରି ଚାଲିଥିଲା ଅଦାଲତ, ଜାଲିଆତି କରି ନେଇଗଲେ ଶହେ ଏକର ସରକାରୀ ଜମି

ନୂଆଦିଲ୍ଲୀ: ଏପର୍ଯ୍ୟନ୍ତ ଆପଣ ନକଲି ଆଇଏଏସ୍, ପୁଲିସ ଅଫିସର, ଡାକ୍ତର ଓ ପିଏମଓ କାର୍ଯ୍ୟାଳୟ ବିଷୟରେ ଶୁଣିଥିବେ କିନ୍ତୁ ଏବେ ଗୁଜରାଟରେ ଏକ ନକଲି ଅଦାଲତ ପଦାକୁ ଆସିଛି। ଆଶ୍ଚର୍ଯ୍ୟର କଥା ହେଉଛି, ଗତ ୫ ବର୍ଷ ଧରି ଏହି…

ଆସୁଛି ‘ଦାନା’, ରୁହନ୍ତୁ ସାବଧାନ୍: ବାତ୍ୟା ସମୟରେ କ’ଣ କରିବେ କ’ଣ ନ କରିବେ, ଜାଣି ନିଅନ୍ତୁ 

ଓଡ଼ିଶା ଭାସ୍କର: ମାଡି ଆସୁଛି ବାତ୍ୟା 'ଦାନା'  । ୨୪ ତାରିଖ ରାତିରୁ ୨୫ ତାରିଖ ପୂର୍ବାହ୍ନ ମଧ୍ୟରେ ଏହା ଭିତରକନିକା-ଧାମରା ଭିତରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । କିନ୍ତୁ ଏହାକୁ ନେଇ ଲୋକଙ୍କ ମନରେ ଏବେଠୁ…

RCBରେ କିଏ ହେବ ନୂଆ Captain ? କେଉଁ ଖେଳାଳିଙ୍କୁ ରିଟେନ୍ କରିବ ବେଙ୍ଗଲୁରୁ, ଦେଖନ୍ତୁ ଲିଷ୍ଟ

ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୫ ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇସାରିଛି । ଅକ୍ଟୋବର ୩୧ ତାରିଖ ସୁଦ୍ଧା ସମସ୍ତ ଦଳର ରିଟେନ୍ ଲିଷ୍ଟ ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ସବୁଠୁ ଚର୍ଚ୍ଚାରେ ରହିଛି ବିରାଟ…

ଟି-୨୦ କ୍ରିକେଟ୍‌ରେ ଜିମ୍ବାୱେର ବିଶ୍ୱ ରେକର୍ଡ; ୨୦ ଓଭରରେ ସଂଗ୍ରହ କଲା ୩୪୪ ରନ୍

ନୂଆଦିଲ୍ଲୀ: ଟି-୨୦ କ୍ରିକେଟ୍ ଇତିହାସରେ ଏକ ଚମତ୍କାର ସଫଳତା ହାସଲ କରିଛି ଜିମ୍ବାୱେ ଜାତୀୟ କ୍ରିକେଟ୍ ଦଳ। ସିକନ୍ଦରଙ୍କ ନେତୃତ୍ବାଧୀନ ଦଳ ବୁଧବାର (ଅକ୍ଟୋବର ୨୩) ବ୍ୟାଟ୍ ରେ ଦମଦାର ପ୍ରୟାସ କରି ଖେଳର ସବୁଠାରୁ ଛୋଟ…