Indian Army ପାଇଁ ଆସୁଛି ‘ABHED’: ସେନାକୁ ଛୁଇଁପାରିବନି ଶତୁଙ୍କ ଗୁଳି, ମିଳିଲା ସ୍ୱଦେଶୀ କିଟ୍
ନୂଆଦିଲ୍ଲୀ: ଅଭେଦ୍ୟ, ଅର୍ଥାତ୍ ଯାହାକୁ ଭେଦ କରିହୁଏ ନାହିଁ । ଏଭଳି ଏକ ଶକ୍ତି ପାଇବାକୁ ଯାଉଛି ଭାରତୀୟ ସେନା । ଭାରତରେ ଅତ୍ୟଧିକ ଜ୍ଞାନକୌଶଳରେ ସ୍ୱଦେଶୀ ବୁଲେଟପ୍ରୁଫ୍ ଜ୍ୟାକେଟ ‘ABHED’ (Advanced Ballistics…