ଜାତକରେ କେଉଁ ଗ୍ରହ ପ୍ରଭାବରେ କେଶ ଝଡ଼ିବା ସହ ରୂପି ସମସ୍ୟା ଦେଖାଦିଏ, ଜାଣନ୍ତୁ କିପରି କରିବେ ପ୍ରତିକାର?
ଓଡ଼ିଶା ଭାସ୍କର: ଯଦି ଜନ୍ମ ଜାତକର ଦ୍ବିତୀୟ ଗୃହରେ କେତୁ ଅବସ୍ଥାନ କରିଥାନ୍ତି ତେବେ ବ୍ୟକ୍ତି ଆକର୍ଷଣୀୟ, ସୁନ୍ଦର ଓ ପୁଣ୍ୟମୟ ହୋଇଥାଏ। ଏମାନେ ସୁଖୀ ଓ ସମୃଦ୍ଧ ହୋଇଥାନ୍ତି। ଏମାନେ ଜୀବନରେ ବହୁତ ଖୁସିରେ ଭଲ ଟଙ୍କା…