ଭାଲେଣ୍ଟାଇନ୍ସ ଡେ’ରେ ଏକ୍ସ-ବୟଫ୍ରେଣ୍ଡଙ୍କଠାରୁ ଏମିତି ପ୍ରତିଶୋଧ ନେଲେ ଯୁବତୀ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭାଲେଣ୍ଟାଇନ୍ସ ଡେ’ରେ, ଜଣେ ୨୪ ବର୍ଷୀୟା ଯୁବତୀ ତାଙ୍କ ପୂର୍ବତନ ପ୍ରେମିକଙ୍କଠାରୁ ବ୍ରେକ୍‌ଅପ୍‌ ପାଇଁ ଏପରି ପ୍ରତିଶୋଧ ନେଇଥିଲେ ଯେ, ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଗୁରଗାଓଁର ଏହି ଯୁବତୀ ତାଙ୍କ ପୂର୍ବତନ ପ୍ରେମିକଙ୍କ…

ତୁମ ବାପାଙ୍କୁ ଛାଡ଼ିଦିଅ, ମୁଁ ତୁମକୁ ବିବାହ କରିବି, ମଧୁବାଲାଙ୍କୁ କାହିଁକି ଏମିତି କହିଥିଲେ ଦିଲ୍ଲୀପ କୁମାର, ଜାଣନ୍ତୁ ପୂରା ପ୍ରେମ…

ମୁମ୍ବାଇ:  ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଭାଲେଣ୍ଟାଇନ୍ସ ଡେ’ ପାଳିବେ ପ୍ରେମୀଯୁଗଳ । ଏହି ଖାସ୍ ଦିନ ଉପଲକ୍ଷେ ଆମେ ଆଜି ଆପଣଙ୍କୁ ବଲିଉଡର  ଦୁଇ ଭେଟେରାନ ଅଭିନେତା-ଅଭିନେତ୍ରୀଙ୍କ ପ୍ରେମକାହାଣୀ ଜଣାଇବୁ । ଏହା…

ଏଲନ ମସ୍କଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପରିବାର ସହ ସାକ୍ଷାତ କରି…

ୱାଶିଂଟନ୍,୧୩ା୨: ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର-ଶୁକ୍ରବାର ୨:୩୦ ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବା ପାଇଁ ହ୍ୱାଇଟ୍  ହାଉସରେ ପହଞ୍ଚିବେ। ଏହା ପରେ…

ଏମିତି ଗାଁ, ଯେଉଁଠି ବର୍ଷସାରା ଚାଲିଥାଏ ଭାଲେଣ୍ଟାଇନ୍ସ ଡେ’, ରହିଆସିଛି ଲଭ୍ ମ୍ୟାରେଜ ପରମ୍ପରା

ପ୍ରତିବର୍ଷ ୧୪ ଫେବୃଆରୀରେ ଭାଲେଣ୍ଟାଇନ୍ସ ଡେ' ପାଳନ କରାଯାଏ, କିନ୍ତୁ ସୁରଟର ଏକ ଛୋଟ ଗାଁ ଭାଟପୁରରେ ଭାଲେଣ୍ଟାଇନ୍ସ ଡେ' ବର୍ଷସାରା ଚାଲିଥାଏ । ଏଠାକାର ଲୋକମାନେ ଅନ୍ୟ କାହାକୁ ପସନ୍ଦ କରନ୍ତି ନାହିଁ ନିଜ ପସନ୍ଦ…

୧୫ ପରେ ହେବ ପ୍ରବଳ ଗରମ, ବ୍ଲଡ୍ ପ୍ରେସର-ଡାଇବେଟିସ୍ ରୋଗୀ ଏହି କଥା ପ୍ରତି ଧ୍ୟାନ ଦେବା ଜରୁରୀ

ଫେବୃଆରୀରୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଫେବୃଆରୀ ୧୫ ପରେ ପାଣିପାଗର ପରିବର୍ତ୍ତନ ହୋଇପାରେ। ପ୍ରବଳ ଉତ୍ତାପ ଦେଖାଯିବ। ଆଗାମୀ ଦିନରେ ଉତ୍ତାପ ଆହୁରି ତୀବ୍ର ହେବାକୁ ଯାଉଛି ବୋଲି ପାଣିପାଗ ବିଭାଗ ଅନୁମାନ…

ନିଃଶ୍ୱାସରେ ନେଉଛନ୍ତି କି ପ୍ରଦୂଷିତ ବାୟୁ? ସାବଧାନ! ମାତ୍ର ୬୦ ମିନିଟ୍‌ରେ ଅକାମୀ ହୋଇଯିବ ମସ୍ତିଷ୍କ

ଯଦି ଆପଣ ପ୍ରଦୂଷିତ ବାୟୁ ନିଃଶ୍ୱାସରେ ନେଉଛନ୍ତି, ତେବେ ସତର୍କ ରୁହନ୍ତୁ। କାରଣ ମାତ୍ର ୬୦ ମିନିଟ୍‌ ମସ୍ତିଷ୍କର କାର୍ଯ୍ୟ ନଷ୍ଟ ହୋଇଯାଇପାରେ। ଏକଥା ଆମେ କହୁନାହୁଁ ବରଂ ଏକ ଅଧ୍ୟୟନରେ ବିଶେଷଜ୍ଞମାନେ କହିଛନ୍ତି।…

ପାଗ ଭଲ ନାହିଁ, ମୁଁ ଛୁଟି ନେବାକୁ ଚାହୁଁଛି ଏମିତି ଲେଖି ଆବେଦନ କଲେ ଯୁବତୀ, ବସ୍‌ ଯାହା କହିଲେ ଜାଣିଲେ କରିବେ ପ୍ରଶଂସା

ପ୍ରତ୍ୟେକ ଅଫିସରେ ବସ୍‌ ଏବଂ ଜୁନିଅରଙ୍କ ସହ ଜଡିତ ହଜାର ହଜାର କାହାଣୀ ଅଛି। କେଉଁଠି ସମ୍ପର୍କ ଖରାପ, କେଉଁଠି ଭଲ, ଆଉ କେଉଁଠି କେତେବେଳେ ସୁଖର ତ ଆଉ କେତେବେଳେ ଦୁଃଖର ଘଟଣା। ଏହା ମଧ୍ୟ କୁହାଯାଇଛି ଯେ, ତୁମେ…

ନୂଆ ବିଲ୍ ଆଣିବେ ମୋଦୀ ସରକାର: ଅନୁପ୍ରବେଶକାରୀଙ୍କୁ ୭ ବର୍ଷ ଜେଲ୍, ୧୦ ଲକ୍ଷ ଟଙ୍କା ଜରିମାନା, ଜାଣନ୍ତୁ ପୂରା ବ୍ୟବସ୍ଥା…

ନୂଆଦିଲ୍ଲୀ,୧୨ା୨: ଭାରତରେ ବେଆଇନ ଅନୁପ୍ରବେଶକୁ ବନ୍ଦ କରିବା ଏବଂ ବେଆଇନ ଅନୁପ୍ରବେଶକାରୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଭାରତ ସରକାର ଖୁବ୍ ଶୀଘ୍ର ଇମିଗ୍ରେସନ୍ ଏବଂ ବିଦେଶୀ ବିଲ୍-୨୦୨୫ ଗୃହରେ ଉପସ୍ଥାପନ କରିପାରନ୍ତି।…

UPSC CSE 2025: ସିଭିଲ ସର୍ଭିସ ପରୀକ୍ଷା ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ କଲା UPSC, ଜାଣିବା ଜରୁରୀ

ନୂଆଦିଲ୍ଲୀ,୧୨ା୨: ସିଭିଲ ସର୍ଭିସ ପରୀକ୍ଷା (CSE) ୨୦୨୫ର ପ୍ରାଥମିକ ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟାରେ ୟୁନିୟନ ପବ୍ଲିକ ସର୍ଭିସ କମିଶନ (UPSC) ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ପ୍ରାର୍ଥୀଙ୍କ ବୈଷୟିକ…

ଭାଲେଣ୍ଟାଇନ ଡେ’ ପୂର୍ବରୁୁ ପ୍ରପୋଜ କଲେଣି ୫୦୦ ଲୋକ, କାହା ହାତରେ ଧରା ଦେଲେନି ଯୁବତୀ, କାରଣ ଜାଣିଲେ…

ସୋସିଆଲ ମିଡିଆ ଏମିତି ଏକ ପ୍ଲାଟଫର୍ମ ଜଣେ ଜଣଙ୍କ ବିଷୟରେ କିଛି ନ ଜାଣି ମଧ୍ୟ କଥାବାର୍ତ୍ତା କରିବା ଆରମ୍ଭ କରିଦିଅନ୍ତି । କିନ୍ତୁ ଅନେକ ଥର ସେମାନେ ପ୍ରତାରଣାର ଶିକାର ମଧ୍ୟ ହୋଇଥାନ୍ତି।  ସୋସିଆଲ ମିଡିଆରେ ଜଣେ…