ହାଇକୋର୍ଟରେ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ, ପ୍ରାର୍ଥୀମାନେ ଏହି ତାରିଖ ପର୍ଯ୍ୟନ୍ତ କରିପାରିବେ ଆବେଦନ
ମୁମ୍ବାଇ,୨୪ା୧: ଯଦି ଆପଣ ଚାକିରି ଖୋଜୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ। କିରାଣି ପଦବୀରେ ନିଯୁକ୍ତି ପାଇଁ ବମ୍ବେ ହାଇକୋର୍ଟ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ୧୨୯ଟି ପଦବୀ ଖାଲି ପଡ଼ିଛି । …