ନୂଆ ଟେକ୍ନୋଲୋଜି ଆଣୁଛନ୍ତି ECI, ପ୍ରତି ଦୁଇଘଣ୍ଟାରେ ଉପଲବ୍ଧ ହେବ ଭୋଟିଂର ସଠିକ୍ ପ୍ରତିଶତ
ନୂଆଦିଲ୍ଲୀ,୩ା୬: ଭାରତର ନିର୍ବାଚନ କମିଶନ (ECI) ନୂଆ ଟେକ୍ନୋଲୋଜି ବା ପ୍ରଯୁକ୍ତିବିଦ୍ୟା ଆଣୁଛନ୍ତି, ଏବେ ପ୍ରତି ଦୁଇ ଘଣ୍ଟାରେ ସଠିକ୍ ଭୋଟିଂ ପ୍ରତିଶତ ଉପଲବ୍ଧ ହେବ।
ଏହି ନୂତନ ସିଷ୍ଟମ ଅନୁଯାୟୀ, ମତଦାନ…