ବିଲ୍‌ ଦେବାକୁ ଭୁଲି ଯାଉଛନ୍ତି କି? ଏବେ ହେବନି ଅସୁବିଧା, PhonePeରେ କରନ୍ତୁ ଏପରି ସେଟିଂ, ମୁହୂର୍ତ୍ତକରେ ହେବ ସମାଧାନ

କିଛି ଲୋକ ବିଦ୍ୟୁତ ବିଲ୍‌, ମୋବାଇଲ ରିଚାର୍ଜ କିମ୍ବା ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ପେମେଣ୍ଟର ତାରିଖ ଭୁଲି ଯାଇଥାନ୍ତି, ତେବେ ଏବେ ଆଉ ଏହାକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। PhonePe ଏକ ଏପରି…

ପୁଟିନଙ୍କ ବଡ଼ ଘୋଷଣା: ରୁଷ୍-ୟୁକ୍ରେନ ଯୁଦ୍ଧରେ ଲଗାଇଲେ ବ୍ରେକ୍

ମସ୍କୋ,୧୯ା୪: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ, ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶନିବାର  ଏକ ବଡ଼ ଘୋଷଣା କରିଛନ୍ତି। ଗତ ତିନି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ, ରୁଷ-ୟୁକ୍ରେନ ଯୁଦ୍ଧରେ ବିରତି ଘୋଷଣା କରାଯାଇଛି। ରୁଷ…

ପ୍ରତିବର୍ଷ ବଦଳିବେ ସରକାରୀ ଚାକିରିଆ, ଗୋଟିଏ ସ୍ଥାନରେ ରହିପାରିବେ ନାହିଁ ୩ ବର୍ଷରୁ ଅଧିକ

ଭୁବନେଶ୍ୱର,୧୯ା୪: ସରକାରୀ କର୍ମଚାରୀଙ୍କ ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନୂଆ ନିୟମ ଜାରି କରାଯାଇଛି । ବିଶେଷକରି ସରକାରୀ କର୍ମଚାରୀଙ୍କ ବଦଳି କ୍ଷେତ୍ରରେ ନୂଆ ନିୟମ ହୋଇଛି । ନିୟମ ଅନୁଯାୟୀ, ପ୍ରତିବର୍ଷ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସ୍ପେନର ରାଷ୍ଟ୍ରଦୂତ ଜୁଆନ୍ ଆଣ୍ଟୋନିଓ ମାର୍ଚ ପୁଜୋଲ, ବାଣିଜ୍ୟ, ଶିଳ୍ପ ଓ ସାଂସ୍କୃତିକ ସମ୍ପର୍କ ସୁଦୃଢ ଉପରେ…

ଭୁବନେଶ୍ୱର,୧୯ା୪: ଲୋକସେବା ଭବନ ଠାରେ ଶନିବାର ସ୍ପେନର ରାଷ୍ଟ୍ରଦୂତ ଜୁଆନ୍ ଆଣ୍ଟୋନିଓ ମାର୍ଚ ପୁଜୋଲ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ବୈଠକରେ ସ୍ପେନ ଏବଂ ଓଡିଶା…

ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ସମ୍ୱର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୪: ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ୟୁନାଇଟେଡ କିଙ୍ଗଡମର ସମ୍ମାନଜନକ Sand Master Awardରେ ସମ୍ମାନିତ ହୋଇଥିବାରୁ ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ନିଶିକାନ୍ତଙ୍କ ବଡ଼ ବୟାନ, କହିଲେ ଦେଶରେ ଗୃହଯୁଦ୍ଧ ପାଇଁ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ହିଁ ଦାୟୀ

ନୂଆଦିଲ୍ଲୀ,୧୯ା୪:  ସଂସଦ ଦ୍ୱାରା ଗୃହୀତ ୱାକଫ ସଂଶୋଧନ ଆଇନ ୨୦୨୫ ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ଏହି ବିଷୟକୁ ନେଇ ରାଜନୀତି ମଧ୍ୟ ଶୀର୍ଷରେ ପହଞ୍ଚିଛି । ୱାକଫ ଆଇନ ତିଆରି ହେବା ପରେ ମଧ୍ୟ ଏହାକୁ…

ବିବାହ କରିବାକୁ ପହଞ୍ଚିଥିଲେ ଯୁବକ, କନ୍ୟାର ଓଢ଼ଣୀ ଟେକି ଯାହା ଦେଖିଲେ ହୋଇଗଲେ ହତବାକ୍, ଆଉ ତା’ ପରେ…

ଲକ୍ଷ୍ନୌ,୧୯ା୪: ଉତ୍ତରପ୍ରଦେଶର ମିରଟରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକଙ୍କର ଜଣେ ୨୧ ବର୍ଷୀୟା ଯୁବତୀ ସହିତ ବିବାହ ସ୍ଥିର ହୋଇଥିଲା । ମାତ୍ର ବିବାହ ସମୟରେ ଓଢ଼ଣୀ ଟେକି ଯାହା ଦେଖିଲେ ସେ…

ଲାଞ୍ଚ ନେଇ ଧରାପଡ଼ିଲେ ଅତିରିକ୍ତ ତହସିଲଦାର, ବାନ୍ଧିଲା ଭିଜିଲାନ୍ସ

ସମ୍ବଲପୁର,୧୯ା୪: ଲାଞ୍ଚ ନେଇ ଧରାପଡ଼ିଛନ୍ତି ସମ୍ବଲପୁର ଜିଲା ମାନେଶ୍ୱର ତହସିଲର ଅତିରିକ୍ତ ତହସିଲଦାର ଭୁବନାନନ୍ଦ ସାହୁ । କୃଷି ଜମିକୁ ଅଣ-କୃଷି (ଘର) ଉଦ୍ଦେଶ୍ୟରେ ପରିବର୍ତ୍ତନ କରିବା ଏବଂ ତାଙ୍କ…

ସାମ୍ନାକୁ ଆସିଲା ରାଜଧାନୀରେ କୋଠା ଭୁଶୁଡ଼ିବାର ଭୟଙ୍କର ଦୃଶ୍ୟ, ଶୋକ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ,୧୯ା୪: ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳର ଶକ୍ତି ବିହାରରେ ଶନିବାର ଏକ ୪ ମହଲା କୋଠା ଭୁଶୁଡ଼ି ପଡ଼ିଛି। କୋଠା ଭୁଶୁଡ଼ିବା  ସମୟର ଏକ ଭିଡିଓ ସାମ୍ନାକୁ ଆସିଛି । ଯାହା ଅତ୍ୟନ୍ତ ଭୟଙ୍କର । ଏହି ଦୁର୍ଘଟଣାରେ…

ପୋଷକତତ୍ତ୍ୱରେ ଭରପୂର କଞ୍ଚାଲଙ୍କା, ସ୍ୱାଦ ସହିତ ସ୍ୱାସ୍ଥ୍ୟର ରଖିଥାଏ ଧ୍ୟାନ, ଜାଣନ୍ତୁ କେମିତି…

କଞ୍ଚାଲଙ୍କା କେବଳ ଖାଦ୍ୟକୁ ମସଲାଦାର କରିଥାଏ ନାହିଁ, ଏହାକୁ ଖାଇବାର ଅନେକ ଲାଭ ଅଛି, ଯାହା ଆଜିକାଲି ଲୋକମାନେ ଜାଣି ନାହାନ୍ତି। ଯଦି ଖାଦ୍ୟରେ ଲଙ୍କାର ମସଲା ନଥାଏ ତେବେ ଖାଦ୍ୟର ସ୍ୱାଦ ବିଗିଡ଼ିଯାଏ । ତଥାପି…