ତିରୁମାଲାରେ ମାନସିକ ପୂରଣ କଲେ ପବନ କଲ୍ୟାଣଙ୍କ ପତ୍ନୀ, ଲଣ୍ଡା ହୋଇ ପାଳନ କଲେ ରୀତି
ତିରୁପତି: ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ପତ୍ନୀ, ଆନ୍ନା କୋନିଡେଲା, ସିଙ୍ଗାପୁରର ଏକ ସ୍କୁଲରେ ଅଗ୍ନିକାଣ୍ଡ ଦୁର୍ଘଟଣାରେ ତାଙ୍କ ପୁଅ ପୋଡ଼ିଯିବା ପରେ ରଖିଥିବା ମାନସିକ ପୂରଣ କରିବା ପାଇଁ…