ଭଦ୍ରକର ଧାମରା ଏୟାରଷ୍ଟ୍ରିପରେ ଓହ୍ଲାଇଲା ପ୍ରଥମ ବିମାନ, ଅଂଚଳରେ ଆର୍ଥିକ ଅଭିବୃଦ୍ଧି ଆଶା
ଧାମରା: ଓଡିଶାର ଭଦ୍ରକ ଜିଲ୍ଲାର ଧାମରା ଏୟାରଷ୍ଟ୍ରିପରେ ମଙ୍ଗଳବାର ପ୍ରଥମ ବିମାନ ଅବତରଣ କରିଛି। ଯାହା ଏହି ଅଞ୍ଚଳରେ ବିମାନ ସଂଯୋଗ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଏୟାରଷ୍ଟ୍ରିପ ଜିଲ୍ଲାର ବାସୁଦେବପୁର…