Breaking News: କୁହୁଡ଼ି ପାଇଁ ୧୨ଟି ଜିଲ୍ଲାକୁ ପାଣିପାଗ ବିଭାଗର ଚେତାବନୀ
ଓଡିଶା ଭାସ୍କର: ଗତ ତିନି ଦିନ ହେଲା ରାଜ୍ୟରେ କେତେକ ଜିଲ୍ଲାରେ ବର୍ଷା ସାଙ୍ଗକୁ କୋହଲା ପାଗ ଲାଗି ରହିଛି। ଯାହାଫଳରେ ଥଣ୍ଡାରେ ଲୋକଙ୍କୁ ବର୍ଷା କଲବଲ କରୁଥିବା ଦେଖିବାକୁ ମିଳୁଛି। ତେବେ ଏମିତିକା ପାଗ ଆସନ୍ତାକାଲି…