ଆଲୋକ ଯାଇ ପୁଣି ଧୀରେ ଧୀରେ ଚନ୍ଦ୍ରପୃଷ୍ଠରେ ମାଡିଆସୁଛି ଅନ୍ଧକାର; ନିଦରୁ ଉଠିବେନି କି ବିକ୍ରମ ଓ ପ୍ରଜ୍ଞାନ?
ଓଡିଶା ଭାସ୍କର; ୧୪ ଦିନ ପରେ ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖରେ ଚନ୍ଦ୍ରପୃଷ୍ଠରେ ସୂର୍ଯ୍ୟାଲୋକ ଆସିବା ପରେ ବି ନିଦରେ ଶୋଇରହିଛନ୍ତି ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ । ସେମାନଙ୍କୁ ଆଉଥରେ ସକ୍ରିୟ କରିବା…