ଥମୁନି ମାର୍କେଟ ବିଲ୍ଡିଂ ବିବାଦ : ସ୍ଥାୟୀ ସମାଧାନ ନ ହେବା ଯାଏଁ ବନ୍ଦ ରହିବ

ଭୁବନେଶ୍ୱର : ସମାଧାନ ଆଶାରେ ବ୍ୟବସାୟୀ ସଂଘ ଚରମ ନିଷ୍ପତ୍ତି ନେଉନଥିବା ବେଳେ ବିଏମ୍‌ସି ବି ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ମଧ୍ୟ ନେଉ ନାହିଁ। ଦୀର୍ଘ ୮ ଦିନ ପରେ ଆଜଚି ବିଏମ୍‌ସି ମୁହଁ ଖୋଲିଥିଲେ ମଧ୍ୟ ବିବାଦ…

ଛୋଟ ଛୁଆମାନେ ଆଖିରେ କଳା ଲଗାନ୍ତି : ଜାଣିନିଅନ୍ତୁ ଏହାକୁ ବ୍ୟବହାର କରିବା ଠିକ କି….?

ନୂଆଦିଲ୍ଲୀ : ଶିଶୁ ଜନ୍ମ ହେଲେ ମାଆ ମାନେ ଲୋକଙ୍କ ନଜରରୁ ନିଜ ଛୁଆକୁ ବଞ୍ଚାଇବା ପାଇଁ ଅନେକ ପ୍ରକାର ଉପାୟ ଆପଣାନ୍ତି । ମାଆ ମାନେ ଅଜାଣତରେ ଏଭଳି ଉø।।ୟ ଆପଣାନ୍ତି ଯେଉଁଥିରେ ଶିଶୁର ସ୍ୱାସ୍ଥ୍ୟକୁ ବି କ୍ଷତି…

ବିବାହରେ ଗୀତ ବାଜିବା କପିରାଇଟ କାନୁନର ବିରୋଧ?, ସରକାର ଜାରି କରିଲେ ସ୍ପଷ୍ଟି କରଣ

ନୂଆଦିଲ୍ଲୀ : ବିବାହରେ ବାଜୁଥିବା ଗୀତଗୁଡ଼ିକ ସମ୍ପର୍କରେ ସରକାର ସ୍ପଷ୍ଟୀକରଣ ଦେଇଛନ୍ତି। ଏହି ଗୀତଗୁଡ଼ିକରେ କେହି ରୟାଲଟି ଦାବି କରିପାରିବେ ନାହିଁ ବୋଲି ସରକାର କହିଛନ୍ତି। ଏହା କପିରାଇଟ୍ ନିୟମର ଉଲ୍ଲଂଘନ ନୁହେଁ ।…

ବଙ୍ଗୋପସାଗରେ ସକ୍ରିୟ ହେଉଛି ଲଘୁଚାପ : ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପର କ୍ଷେତ୍ର । ଏହା ଘନିଭୂତ ହୋଇ ଆସନ୍ତା କାଲି ଅର୍ଥାତ ୨୬ରେ ଅବପାତର ରୂପ ନେବ । ଚଳିତ ମୌସୁମୀ ଋତୁରେ ପ୍ରଥମ ଅବପାତ ସୃଷ୍ଟି ସମ୍ଭାବନା ଥିବା ପାଣିପାଗ ବିଭାଗ…

ତିନିଦିନିଆ ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ଓଡ଼ିଶାରେ ଚାଲିଛି ସୁରକ୍ଷାର ପ୍ରସ୍ତୁତି

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପତି ମୁର୍ମୁ ଆଜି ଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାଜଧାନୀର ବିମାନ ବନ୍ଦରରେ ସନ୍ଧ୍ୟାରେ ପହଞ୍ଚିବା ପରେ ସିଧାସଳଖ ରାଜଭବନ ଯିବେ । ଆସନ୍ତାକାଲି କଟକରେ ବିଭିନ୍ନ…

ଆପଣ ଶୀଘ୍ର ଶୀଘ୍ର ଖାଉଛନ୍ତି କି? ଛାଡି ଦିଅନ୍ତୁ ଏହି ଅଭ୍ୟାସ : ନଚେତ ଉପୁଯିବ ଏହି ୫ଟି ସମସ୍ୟା

ଭୁବନେଶ୍ୱର : ଖାଦ୍ୟ ଆମ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ । ଲୋକେ ଅଳ୍ପ ଖାଇବା ପାଇଁ ଦିନ ସାରା କଠିନ ପରିଶ୍ରମ କରିଥାନ୍ତି । ଯଦି ଆମକୁ ଭୋକ ଅନୁଭବ ହୁଏ ଏବଂ ଆମେ ସେହି ସମୟରେ ଖାଦ୍ୟ ନଖାଆନ୍ତି । ତେବା ଆମକୁ…

ମଦ ନିଶାରେ ନିଜର ଘର ଉଜାଡି ଦେଲା ନୃସଂଶ ବାପା : ସ୍ତ୍ରୀ ଓ ପୁଅର ତଣ୍ଟିଚିପି କଲା ହତ୍ୟା

ଭଦ୍ରକ : ମଦ ନିଶାରେ ସ୍ୱାମୀ ଉଜାଡି ଦେଲା ପୁରା ପରିବାର । ତଣ୍ଟିଚିପି ସ୍ତ୍ରୀ ଓ ପୁଅକୁ କଲା ହତ୍ୟା । ଏଭଳି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲାରୁ ସାମ୍ନାକୁ ଆସୁଛି । ଜଣେ ସ୍ୱାମୀ ମଦ ନିଶାରେ ନିଜ ସ୍ତ୍ରୀ ଓ ପୁଅକୁ…

ଜ୍ଞାନବ୍ୟାପୀ ପରିସରରେ ସର୍ଭେ କାମ ବନ୍ଦ : କଟକଣା ଲଗାଇଲେ ସୁପ୍ରିମକୋର୍ଟ

ବାରଣାସୀ : ଜ୍ଞାନବ୍ୟାପୀ ମସଜିଦ ପରିସରରେ ସର୍ଭେ କାମ ବନ୍ଦ । ଏଏସଆଇକୁ ତୁରନ୍ତ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ଦୁଇ ଦିନ ପାଇଁ ଏହି କଟକଣା ଲଗାଯାଇଛି । ତେବେ ଆସନ୍ତା ୨୬ତାରିଖ ୫ଟା…

ପ୍ରେମରେ ଅନ୍ଧ ମହିଳା : ସ୍ୱାମୀ ଓ ଦୁଇ ଛୁଆଙ୍କୁ ଛାଡି ପାକିସ୍ତାନୀ ପ୍ରେମିକ ପାଇଁ ଡେଇଁଲେ ଭାରତ ସୀମା

ନୂଆଦିଲ୍ଲୀ: ପାକିସ୍ତାନୀ ମହିଳା ସୀମା ହାଇଦରକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଥିବା ବେଳେ ଏବେ ପୁଣି ସେଭଳି ଏକ ଖବର ସାମ୍ନାକୁ ଆସିଛି । କିନ୍ତୁ ଏଥର ପ୍ରେମରେ ଅନ୍ଧ ହୋଇ ଜଣେ ଭାରତୀୟ ମହିଳା ପ୍ରେମିକକୁ ଭେଟିବା…

ରେଳ ଧାରଣାରେ ଦମ୍ପତିଙ୍କ ମୃତ ଦେହ : ସାମାନ୍ୟ ଝଗଡା ପାଇଁ ଚାଲିଗଲା ଦୁହିଁଙ୍କ ଜୀବନ

ଭୁବନେଶ୍ୱର : ବାଣିବିହାର ଷ୍ଟେସନ ନିକଟସ୍ଥ ବମିଖାଲର ରେଳଧାରଣାରୁ ଆଜି ସକାଳ ସମୟରେ ଜିଆରପି ଏକ ଦମ୍ପତିର ମୃତ ଦେହ ଉଦ୍ଧାର କରିଛି । ଦମ୍ପତିଙ୍କ ଘର କଟକ ବୋଲି ସୂଚନା ମିଳିଛି । ପାରିବାରିକ କଳହରୁ ଏଭଳି ଆଶ୍ଚର୍ଯ୍ୟ…