ରବିବାର ଦିନ ଏହି ସବୁ ଦାନ କରନ୍ତୁ, ସୂର୍ଯ୍ୟଙ୍କ ସ୍ଥିତି ସୁଦୃଢ ରହିବ !

ଭୁବନେଶ୍ୱର : ଯଦି ତୁମର ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ସୁଦୃଢ ନାହିଁ ଏବଂ ଏହି କାରଣରୁ ଜୀବନରେ ଅନେକ ସମସ୍ୟା ରହିଛି, ତେବେ ରବିବାର ଦିନ କିଛି ଦାନ କଲେ ସୂର୍ଯ୍ୟ ଦେବତା ଖୁସୀ ହୋଇଥାଆନ୍ତି । କାରଣ ଏହି ଦିନ ସୂର୍ଯ୍ୟ…

ଖରାପ ପାଗ ଯୋଗୁଁ ଯାତ୍ରା ବନ୍ଦ ; କେଦାରନାଥରେ ତୁଷାରପାତ ଓ ଭୂସ୍ଖଳନ ଆଶଙ୍କା ଥିବାରୁ ଚାରିଧାମ ବନ୍ଦ, ଓଡିଆ ଭାଷାରେ ନିର୍ଦ୍ଦେଶନାମା ଜାରି

ନୂଆଦିଲ୍ଲୀ : ଖରାପ ପାଗ ଯୋଗୁଁ ଚାରିଧାମ ଯାତ୍ରା ବନ୍ଦ କରାଯାଇଛି । ଭୂସ୍ଖଳନ ଆଶଙ୍କା ଥିବାରୁ ଭକ୍ତମାନଙ୍କ ସୁରକ୍ଷା ପାଇଁ ଏହି ଯାତ୍ରା ବନ୍ଦ କରାଯାଇଛି । କେଦାରନାଥ ଏବଂ ବଦ୍ରିନାଥରେ ଖରାପ ପାଗ ଯୋଗୁଁ ଶ୍ରୀନଗର…

ବୈଜ୍ଞାନିକମାନେ ଦେଲେ ଚେତାବନୀ: ପୁରୁଷଙ୍କ ଶୁକ୍ରାଣୁ ନଷ୍ଟ ହେବାର ପଛରେ ରହିଛି ଏହି ପାଞ୍ଚଟି କାରଣ

ନୂଆଦିଲ୍ଲୀ: କିଛି ବର୍ଷ ପୂର୍ବରୁ, ଲୋକମାନେ ଭାବୁଥିଲେ ଯେ ବନ୍ଧ୍ୟାକରଣ କେବଳ ମହିଳାମାନଙ୍କଠାରେ ଦେଖାଯାଏ। କିନ୍ତୁ ସମୟ ଗଡିବା ସହିତ ପୁରୁଷ ବନ୍ଧ୍ୟାକରଣ ମଧ୍ୟ ସାମ୍ନାକୁ ଆସୁଛି। ଏହା ଏକ ସମସ୍ୟା ଯେଉଁଥିରେ ଦମ୍ପତି…

ଇତିହାସ ରଚିଲା ଓଡ଼ିଶା ଏଫ୍‌ସି: ପାଇଲା ଗ୍ରୁପ୍ ପର୍ଯ୍ୟାୟରେ ଖେଳିବାର ଏଏଫ୍‌ସି ଯୋଗ୍ୟତା

କେରଳ: ଇତିହାସ ରଚିଛି ଓଡ଼ିଶା ଏଫ୍‌ସି। ନିକଟରେ ସୁପର କପ ଜିତିଥିବା ବେଳେ ଏବେ ଅ୍ଧମ ଏକ ଐତିହାସିକ ସଫଳତା ହାସଲ କରିଛି । ଓଡ଼ିଶା ଏଫ୍‌ସି ଏବେ ଏସିଆନ୍ ଫୁଟବଲ କନଫେଡେରେସନ(ଏଏଫ୍‌ସି) ଗ୍ରୁପ୍ ପର୍ଯ୍ୟାୟରେ ପ୍ରବେଶ…

ହିଣ୍ଡେନବର୍ଗ ରିପୋର୍ଟ ଉପରେ ତଦନ୍ତ ପାଇଁ ଅଧିକ ୬ ମାସ ସମୟ ମାଗିଲା SEBI

ନୂଆଦିଲ୍ଲୀ: ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ଆଦାନୀ ଗ୍ରୁପରେ ହିଣ୍ଡେନବର୍ଗ ରିସର୍ଚ୍ଚ ଦ୍ୱାରା କରାଯାଇଥିବା ଅଭିଯୋଗର ଯାଞ୍ଚ ଶେଷ କରିବାକୁ ସୁପ୍ରିମକୋର୍ଟଙ୍କଠାରୁ ୬ ମାସ ସମୟ ମାଗିଛି।…

OAS ସ୍ତରରେ ଅଦଳବଦଳ: ରଂଜନ କୁମାର ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଯୁକ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ସରକାରଙ୍କ ସ୍ୱତନ୍ତ୍ର ସଚିବ…

ଆସନ୍ତାକାଲି ପ୍ରସାରିତ ହେବ ‘ମନ୍‌ କୀ ବାତ’ର ୧୦୦ତମ ଅଧ୍ୟାୟ: ରାଜଭବନ ପରିସରରେ କାର୍ଯ୍ୟକ୍ରମର ସ୍ୱତନ୍ତ୍ର ସ୍କ୍ରିନିଂ ପାଇଁ ବ୍ୟବସ୍ଥା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି, ୩୦ ଏପ୍ରିଲ, ୨୦୨୩ ରେ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ୍‌’ ର ୧୦୦ତମ ଅଧ୍ୟାୟରେ ଦେଶବାସୀଙ୍କ ସହ ମତବିନିମୟ କରିବେ। ଏହି ଅବସରରେ…

ପ୍ରଧାନମନ୍ତ୍ରୀ ମୋଦୀ ନେତା ନହୋଇ ରକଷ୍ଟାର ହୋଇଥିଲେ କିପରି ଦିଶିଥାନ୍ତେ ? AI ପ୍ରସ୍ତୁତ କଲା ଫଟୋ

ନୂଆଦିଲ୍ଲୀ: ଆର୍ଟିଫିଆଲ ଇଣ୍ଟେଲିଜେନ୍ସ (AI) ର ଫଟୋ ବର୍ତ୍ତମାନ ସମୟରେ ଏକ ଆଲୋଡ଼ନ ସୃଷ୍ଟି କରିଛି। ଇଣ୍ଟରନେଟରେ ଲୋକମାନେ ବର୍ତ୍ତମାନ AI ସାହାଯ୍ୟରେ ନୂଆ ଫଟୋ ସୃଷ୍ଟି କରୁଛନ୍ତି। ଲୋକେ ଏବେ ଜାଣିବାକୁ ଚାହାଁନ୍ତି…

‘ଯେତେବେଳେ ବି କଂଗ୍ରେସ ମୋତେ ଗାଳି ଦେଇଛି, ଜନସାଧାରଣ ଏହାର ଉତ୍ତର ଦେଇଛନ୍ତି’: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କର୍ଣ୍ଣାଟକର ଏକ ରାଲିରେ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ଏହି ସମୟରେ ସେ କଂଗ୍ରେସ ଉପରେ ଜୋରଦାର ଆକ୍ରମଣ କରିଥିଲେ । ଏହି ରାଲୀରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ…

ପ୍ରକାଶ ପାଇଲା JEE ମେନ୍‌ ରେଜଲ୍ଟ: ପ୍ରିୟଙ୍କା ସର ଓଡ଼ିଶା ଟପ୍ପର

ନୂଆଦିଲ୍ଲୀ: ପ୍ରକାଶ ପାଇଲା JEE ମେନ୍‌ ରେଜଲ୍ଟ। ସର୍ବଭାରତୀୟ ସ୍ତରରେ ୪୩ ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ମାର୍କ ସହିତ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୯.୯୮ ପର୍ସେଣ୍ଟାଇଲ ସହ ପ୍ରିୟଙ୍କା ସର ରାଜ୍ୟ ଟପ୍ପର ହୋଇଛନ୍ତି।…