ହାଇକୋର୍ଟରୁ ମମତା ସରକାରକୁ ଝଟକା ; ରାମନବମୀ ହିଂସା ମାମଲାର ତଦନ୍ତ ଭାର ଏନଆଇଏ କୁ ହସ୍ତାନ୍ତର

କୋଲକାତା : ହାୱଡା ଏବଂ ଦଳଖୋଲା ଜିଲ୍ଲା ତଥା ପଶ୍ଚିମବଙ୍ଗର ଅନ୍ୟାନ୍ୟ ଅଞ୍ଚଳରେ ରାମନବମୀରେ ହିଂସା ଘଟିଥିବା ହିଂସାକାଣ୍ଡ ଘଟଣାର ତଦନ୍ତ ପାଇଁ କଲିକତା ହାଇକୋର୍ଟ ଏନଆଇଏକୁ ହସ୍ତାନ୍ତର କରିଛନ୍ତି। ମାର୍ଚ୍ଚ ୩୦ ରାମ…

ବଡ ଧରଣର ବିସ୍ଫୋରଣ ପରେ ଆଇଜିଏମସି ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ଚାରିଆଡ ଧୂଆଁ ମୟ , ଘଟଣାସ୍ଥଳରେ ଉତ୍ତେଜନା

ନୂଆଦିଲ୍ଲୀ : ଏକ ବଡ ବିସ୍ଫୋରଣ ଘଟି ହସ୍ପିଟାଲରେ ଭୟଙ୍କର ନିଆଁ ଲାଗିଲା । ଏଭଳି ବଡ ଖବର ଆସୁଛି ହିମାଚଳ ପ୍ରଦେଶ ଶିମଲା ରୁ । ଗୁରୁବାର ଶିମଲାରେ ଥିବା ଆଇଜିଏମସି ହସ୍ପିଟାଲରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ସକାଳ…

୫ ରୁ ଅଧିକ ଦିନ ବ୍ଲିଡିଂ କୁ ଅଣଦେଖା କରନ୍ତୁ ନାହିଁ, କ୍ୟାନସର ଓ HIV ଭଳି ବଡ ରୋଗର ଲକ୍ଷଣ !

ନୂଆଦିଲ୍ଲୀ : ମାସିକ ଋତୁସ୍ରାବ ହେଉଛି ଏକ ପ୍ରାକୃତିକ ପ୍ରକ୍ରିୟା ଯାହା ମହିଳାମାନଙ୍କ ଗର୍ଭଧାରଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମହିଳାମାନଙ୍କୁ ପ୍ରତି ମାସରେ ପର‌୍ୟ୍ୟାୟ ଦେଇ ଗତି କରିବାକୁ ପଡିବ । ଏହି ସମୟରେ…

ମା’ ଶବ୍ଦରେ କଳଙ୍କ ; ଭଜନ ଗାଇବାରୁ ୨ ବର୍ଷର ଶିଶୁକୁ ହତ୍ୟା କଲା, ପରେ ଉଲଗ୍ନ ହୋଇ ଖାଇଲା କଲିଜ ଓ ଅନ୍ତନଳୀ

ନୂଆଦିଲ୍ଲୀ : ଜଣେ ମା ନିଜ ସନ୍ତାନ ପାଇଁ ଦୁନିଆ ସହ ଲଢିପାରେ । ଛୁଆ ଉପରକୁ ଟିକେ ବିପଦ ଆସିଲେ କାହାକୁ ଛାଡେନି । କିନ୍ତୁ ଏହି ମା ଶବ୍ଦରେ କଳଙ୍କ ଲାଗିଛି । ଜଣେ ମା ଏଭଳି କିଛି କାଣ୍ଡ କରିଛି ଯାହା ପର ଠାରୁ ତାକୁ…

ରାଶିଫଳ(ଗୁରୁବାର,୨୭ ଏପ୍ରିଲ,୨୦୨୩)

ମେଷ : ଆପଣଙ୍କ ଦିନ ମିଶ୍ର ଫଳଦାୟୀ ରହିବ । ପରିବାରଜନମାନଙ୍କ ସହିତ ବୈଠକର ଆପଣ ମହତ୍ଵପୂର୍ଣ୍ଣ ଚର୍ଚ୍ଚା-ବିଚାରଣା କରିବେ । ଘରର ସାଜ-ସଜ୍ଜାରେ ଆପଣଙ୍କୁ ପରିବର୍ତ୍ତନ କରିବାକୁ ଇଚ୍ଛା ହେବ । ଅଫିସ୍ କିମ୍ବା ବ୍ୟବସାୟ…

୫ ଦିନ ପରେ ଏହି ରାଶିର ଲୋକଙ୍କ ଉପରେ ଟଙ୍କା ବର୍ଷିବ, ମଙ୍ଗଳ-ଶୁକ୍ର ସଂଯୋଗ ଯୋଗୁଁ ଲାଭବାନ୍ ହେବେ..!

ନୂଆଦିଲ୍ଲୀ :  ଧନ, ବିଳାସ, ପ୍ରେମ, ସୌନ୍ଦର୍ଯ୍ୟର କାରକ ହେଉଛି ଶୁକ୍ର । ଶୁକ୍ରର ରାଶିର ପରିବର୍ତ୍ତନ ସମସ୍ତ ରାଶିର ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ । ଆଜି ଠାରୁ ୫ ଦିନ ପରେ ମେ ୨ ରେ ଶୁକ୍ର ଗୋଟିଏ ରାଶିରୁ ଅନ୍ୟ…

ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ନେଇ ବୈଠକ; ବାତ୍ୟା ଟ୍ରାକିଂ ପାଇଁ ପାରାଦୀପ ଓ ଗୋପାଳପୁରରେ ଜାଗିଛି ଡୋପ୍‍ଲାର୍‍ ରାଡାର୍‍

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବାତ୍ୟା ପରିସ୍ଥିତିର ମୁକାବିଲା ନେଇ ଆଲୋଚନା ହୋଇଛି। ବୈଠକରେ…

ଛତିଶଗଡ଼ର ଦାନ୍ତେୱାଡ଼ାରେ ମାଓବାଦୀଙ୍କ ଆକ୍ରମଣ ଘଟଣା ପରେ ଓଡ଼ିଶାର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସତର୍କତା ଜାରି

ଭୁବନେଶ୍ୱର: ଛତିଶଗଡ଼ର ଦାନ୍ତେୱାଡ଼ାରେ ନକ୍ସଲ୍‍ମାନଙ୍କ ଆକ୍ରମଣରେ ୧୧ ଜଣ ଯବାନ୍‍ ଶହୀଦ୍‍ ହେବା ଘଟଣା ପରେ ଓଡ଼ିଶା ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ସତର୍କତା ଜାରି କରାଯାଇଛି । ଛତିଶଗଡ଼ ସୀମାନ୍ତରେ ଅବସ୍ଥିତ…

ମଞ୍ଚରେ ସ୍ତ୍ରୀ’ଙ୍କୁ ହିନ୍ଦୀ ଭାଷାରେ କହିବାକୁ ରୋକିଲେ ଏ.ଆର୍. ରହମାନ୍, କହିଲେ-‘ହିନ୍ଦୀ ନୁହେଁ ତାମିଲରେ କୁହ’

ନୂଆଦିଲ୍ଲୀ: ମହାନ ସଙ୍ଗୀତଜ୍ଞ ଏ.ଆର୍. ରହମାନ୍ ଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ଆର୍ ରହମାନ ତାଙ୍କ ପତ୍ନୀ ସାଇରା ବାନୁଙ୍କ ସହ ନଜର ଆସିଛନ୍ତି। ଏହି ଭିଡିଓଟି ହେଉଛି…

ମନ କୀ ବାତ୍‌ ରାଜନୀତି ଠାରୁ ଊର୍ଦ୍ଧ୍ୱରେ ଏବଂ ଆମ ସଭ୍ୟତାର ଆଦର୍ଶକୁ ପ୍ରତିଫଳିତ କରିଥାଏ: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଆଜି ନୂଆଦିଲ୍ଲୀରେ ୧୦୦ତମ ମନ୍‍ କି ବାତ୍‍ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ପାଇଁ ଆୟୋଜିତ ଜାତୀୟ ସମ୍ମିଳନୀକୁ ଉଦ୍‍ଘାଟନ କରିଛନ୍ତି । ଏହି ଅବସରରେ ଶ୍ରୀ ଧନଖଡ଼ କହିଛନ୍ତି, ଦେଶର…