ସରକାରଙ୍କ ଚିନ୍ତା ବଢାଇଲା ଡାଲି ଦର: ବିଭିନ୍ନ ସହରରେ ୧୦ ଟଙ୍କାରୁ ଅଧିକ ମୂଲ୍ୟ ବୃଦ୍ଧି

ନୁଆଦିଲ୍ଲୀ: ଦେଶର ଜନତା ଏବେ ଭିଷଣ ମହଙ୍ଗା ମାଡ଼ ସହୁଛନ୍ତି। ଗତ ଏକ ମାସ ମଧ୍ୟରେ ହରଡ଼ ଡାଲି ମୂଲ୍ୟରେ ୧୦ ଟଙ୍କା ବୃଦ୍ଧି ପାଇଛି। ତେବେ ଡାଲିର ବଢୁଥିବା ଦାମ୍ ଦେଖି ସରକାର ଚିନ୍ତାରେ ଥିବା ଜଣା ପଡିଛି। ଖାଉଟି…

ଓଡିଶାକୁ ‘ହିଟ୍ ୱେଭ୍’ ଆଲର୍ଟ ; ୮ଟି ଜିଲ୍ଲାକୁ ୱାର୍ଣ୍ଣିଂ , ଦିନ ସାଢେ ୨ଟା ସୁଦ୍ଧା ଝାରସୁଗୁଡା ସର୍ବୋଚ୍ଚ ସ୍ତରରେ

ଭୁବନେଶ୍ୱର : ଓଡିଶାର ଅନେକ ସହରର ତାପମାତ୍ରା ୪୦ ଉପରେ ରହିଥିବାବେଳେ ଆଜି ଭୁବନେଶ୍ୱରର ପାରଦ ସର୍ବୋଚ୍ଚ ସ୍ତରରେ ରହିଛି । ଦିନ ସାଢେ ୧୧ଟା ସୁଦ୍ଧା ଓଡିଶାର ସବୁଠାରୁ ଉତ୍ତପ୍ତ ସହର ହେଉଛି ଭୁବନେଶ୍ୱର । ଯଦିଓ…

ସକାଳୁ ଜାଳୁଛି ; ଦିନ ସାଢେ ୧୧ଟାରେ ତାତି ଅସମ୍ଭାଳ , ଜାଣନ୍ତୁ ଆପଣଙ୍କ ସହରରେ କେତେ ତାପମାତ୍ରା

ଭୁବନେଶ୍ୱର : ସକାଳୁ ଜାଳୁଛି ସୂର୍ଯ୍ୟତାପ । ଦିନ ସାଢେ ୧୧ଟାରୁ ଅସହ୍ୟ ହେଉଛି ତାତି । ପ୍ରାଣୀ ଜଗତ ଅସ୍ତବ୍ୟସ୍ତ ହୋଇଗଲେଣି । ଆଜି ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱର ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା । ଦିନ ସାଢେ…

ଅକ୍ଷୟ ତୃତୀୟାରେ ଗୁରୁଗୋଚର ; ଏହି ୩ ରାଶିର ଲୋକଙ୍କ ଭାଗ୍ୟ ହେବ ଉଜ୍ଜ୍ୱଳ

ନୂଆଦିଲ୍ଲୀ : ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ଅକ୍ଷୟ ତୃତୀୟାରେ ଗୁରୁ ଗୋଚର ହେବ । ଗୁରୁଗୋଚରର ଅର୍ଥ ହେଉଛି ବୃହସ୍ପତ୍ତି ନିର୍ଦ୍ଦିଷ୍ଟ କେତେକ ରାଶିରେ ଚଳନ କରିବେ । ଯାହାର ପ୍ରଭାବ ସବୁ ରାଶି ଉପରେ ହେବ । ବିଶେଷ କଥା…

Fiji Earthquake : ତୁର୍କୀ ପରେ ଆଜି ଫିଜିରେ କମ୍ପନ, ୬.୩ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଗତକାଲି ତୁର୍କୀରେ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଆଜି ସକାଳେ ଫିଜିରେ ଶକ୍ତିଶାଳୀ କମ୍ପନ ହୋଇଛି । ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ରେ ମାପ କରାଯାଇଛି । ଭୂମିକମ୍ପର ଏତେ ଶକ୍ତିଶାଳୀ ଥିଲା ଯେ…

ହରମୋନ୍ ବାଲାନ୍ସ ସହ ରାଗ କମ୍ କରିବ, ଏହି ସବୁ ଖାଦ୍ୟ..

ନୂଆଦିଲ୍ଲୀ : ବେଳେବେଳେ କିଛି ଖରାପ କଥାରେ ରାଗ ଆସିବା ତାହା ସ୍ୱାଭାବିକ । କିନ୍ତୁ ଯଦି ସବୁ କଥାରେ ଏବଂ ପ୍ରାୟ ସବୁ ସମୟରେ ରାଗ ଆସେ ତାହା ବିପଦପୂର୍ଣ୍ଣ । ଏହାର ଅର୍ଥ ହେଉଛି ମସ୍ତିଷ୍କରେ ହରମୋନର ସ୍ତର ହ୍ରାସ…

ରେକର୍ଡ ଭାଙ୍ଗିଛି ରେଳ ରୋଜଗାର : ଚଳିତ ବର୍ଷରେ ଏତିକି କୋଟି ରାଜସ୍ୱ ସଂଗ୍ରହ , ମାଲ ପରିବହନରୁ ଆୟ

ନୂଆଦିଲ୍ଲୀ : ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତୀୟ ରେଳ ବିଭାଗର ରୋଜଗାର ରେକର୍ଡ ସ୍ତର ପହଞ୍ଚିଛି । ଏହି ବର୍ଷରେ ରେଳବାଇର ଆୟ ୨.୪୦ ଲକ୍ଷ କୋଟି ଟଙ୍କା ଛୁଇଁଛି। ଗତ ଆର୍ଥିକ ବର୍ଷରେ ରେଳବାଇର ଆୟ ତୁଳନାରେ ଏହି ରୋଜଗାର…

କ୍ଲାସ ରୁମରେ ଖସି ପଡିଲା ଫ୍ୟାନ୍ ; ଦୁଇ ଜଣ ଛାତ୍ର ଗୁରୁତର

ଭୁବନେଶ୍ୱର : ଗୋପବନ୍ଧୁ ବିଜ୍ଞାନ ମହା ବିଦ୍ୟାଳୟରେ ବଡ ଧରଣର ଅଘଟଣ ଘଟିଛି । କ୍ଲାସ ରୁମରେ ସିଲିଙ୍ଗ ଫ୍ୟାନ୍ ଖସି ପଡି ଦୁଇ ଜଣ ଛାତ୍ର ଗୁରୁତର ହୋଇଛନ୍ତି । ଏଥିରେ ୨ ଜଣ ଛାତ୍ର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ…

ଧକ୍ ଧକ୍ ଗର୍ଲଙ୍କ ସହ ବଡା ପାଓ ର ମଜା ନେଲେ ଆପଲ୍ ସିଇଓ : ମୁମ୍ବାଇ ସ୍ୱାଗତ ପାଇଁ ଏହା ଠାରୁ ଭଲ ଖାଦ୍ୟ ଆଉ କିଛି ନାହିଁ

ମୁମ୍ବାଇ : ଆପଲ୍ ସିଇଓ ଟିମ୍ କୁକ୍ ମୁମ୍ବାଇରେ ଜିଓ ୱାର୍ଲ୍ଡ ଡ୍ରାଇଭ୍ ମଲ୍ ରେ ଏକ ଷ୍ଟୋର ଲଞ୍ଚ ପାଇଁ ପହଞ୍ଚିଛନ୍ତି । ଭାରତରେ ବ୍ୟସ୍ତବହୁଳ କାର‌୍ୟ୍ୟସୂଚୀ ମଧ୍ୟରେ ସେ ସ୍ଥାନୀୟ ଖାଦ୍ୟ ବଡା ପାଓ ର ମଜା ନେବାକୁ ଭୁଲି…

ଥମୁନି ଗୃହ ଯୁଦ୍ଧ ; ସୁଦାନରେ EU ରାଷ୍ଟ୍ରଦୂତଙ୍କୁ ଘରେ ପଶି ହତ୍ୟା, ଏପର୍ଯ୍ୟନ୍ତ ୧୮୦ ଜଣଙ୍କ ଜୀବନ ଯାଇଛି

ନୂଆଦିଲ୍ଲୀ : ଆଫ୍ରିକୀୟ ଦେଶ ସୁଦାନର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ଏଠାରେ ଚାଲିଥିବା ଗୃହ ଯୁଦ୍ଧରେ ଅତି କମରେ ୧୮୦ ଜଣଙ୍କର ମୃତ୍ୟୁ ଘଟିଛି। କେବଳ ଏତିକି ନୁହେଁ, ୧୮୦୦ ରୁ ଅଧିକ ଆହତ ହୋଇଛନ୍ତି ।…