ରାଶିଫଳ(ମଙ୍ଗଳବାର,୧୮ ଏପ୍ରିଲ,୨୦୨୩)

ମେଷ - ଚାକିରି ବ୍ୟବସାୟ ଉଭୟ କ୍ଷେତ୍ରରେ ଶୁଭ ପରିବେଷ ମିଳିବ, ପିଲାମାନେ ମହିଳାମାନେ ଆଶା ଠାରୁ ଅଧିକ ଖୁସିରେ ରହିବେ, ମନମୁତାବକ ଆୟ କରିବାର ସୁଯୋଗ ସୃଷ୍ଟି ହେବ, ଶିକ୍ଷାବିଭାଗ, ଠିକାଦାରି, କଳକବଜା, ପୁସ୍ତକ…

Corona Cases In India : କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ରିପୋର୍ଟ କରୋନା ପଜେଟିଭ୍‌

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଧୀରେ ଧୀରେ ସଙ୍ଗିନ ହେବାରେ ଲାଗିଛି । କରୋନାର ସକ୍ରିୟ ମାମଲା ୬୦ ହଜାର ପାର କରିଛି । ଡାକ୍ତରଖାନାଗୁଡ଼ିକରେ କରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଯୋଗୁଁ…

ବଡ ଦୁର୍ଘଟଣା : ଚାଉଳ ମିଲ୍ କୋଠା ଭୁଶୁଡ଼ି ପଡ଼ି ୨ ଜଣଙ୍କ ମୃତ୍ୟୁ ଆଶଙ୍କା, ଭଗ୍ନାବଶେଷ ତଳେ ହୋଇଛନ୍ତି ଆହୁରି ଅନେକ ଶ୍ରମିକ

ନୂଆଦିଲ୍ଲୀ : ମଙ୍ଗଳବାର ସକାଳେ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏକ ଚାଉଳ ମିଲ୍ ର ତିନି ମହଲା କୋଠା ଭୁଶୁଡ଼ି ପଡ଼ିଛି । ଯାହା ଫଳରେ ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ…

ଚଢଉ ପାଇଁ ଯାଇଥିଲେ , ମାଡ ଖାଇ ଫେରିଲେ : ଚଢଉ ଟିମ୍ କୁ ଗୋଡାଇ ଗୋଡାଇ ପିଟିଲେ ଲୋକେ… ଦେଖନ୍ତୁ ଭିଡିଓ

ପାଟନା : ବେଆଇନ ଖଣି ଖନନ ଉପରେ ଚଢଉ କରିବାକୁ ପହଞ୍ଚିଥିଲେ ସରକାରୀ ଅଧିକାରୀ କିନ୍ତୁ ଅଜୟ ଦେବଗନ୍ ଙ୍କ ରେଡ୍ ଫିଲ୍ମ ଭଳି ସେମାନଙ୍କ ଉପରେ ସ୍ଥାନୀୟ ଲୋକ ବର୍ଷିପଡିଲେ । ଢେଲା ପଥର ମାଡ ସହ କେହି କେହି ବେତରେ…

ବାଘର ଫାଗ କୁ ଭୟ ; ଅତିକ୍ ସାମ୍ରାଜ୍ୟ ଶେଷ ପରେ ବଢିଲା ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍‌ଲୀ : କଥାରେ କୁହାଯାଏ ବାଘର ଫାଗକୁ ଭୟ । ଯାହା କହିଲେ, ତାହା କରି ଦେଖାଇଲେ ସିଏମ୍ ଯୋଗୀ ଅଦିତ୍ୟନାଥ । ସଂସଦରେ "ମିଟି ମେ ମିଲା ଦେଙ୍ଗେ' କହିଥିଲେ, ଶେଷରେ ତାହା ହିଁ ହେଲା । ମାଟିରେ ଲୋଟି ପଡିଲା ଗୋଟିଏ…

ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ ! ଯଦି ଟ୍ରେନ୍ ବିଳମ୍ବ ହୁଏ, ମିଳିବ ସିଟ୍ ସହ ମାଗଣା ଖାଦ୍ୟ, କେବଳ ସେତିକି ନୁହେଁ ଆହୁରି ଅନେକ…

ନୂଆଦିଲ୍ଲୀ : ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । ଏହି ଲୋକମାନଙ୍କ ମଧ୍ୟରୁ ଅନେକ ବହୁତ ଦୂରକୁ ମଧ୍ୟ ଟ୍ରେନ୍ ରେ ଯାତ୍ରା କରନ୍ତି । କିନ୍ତୁ ଭାରତୀୟ ରେଳଯାତ୍ରାରେ ଏକ ଅସୁବିଧା ଥାଏ । ମରାମତି ବା…

ଅକ୍ଷୟ ତୃତୀୟା ଦିନ ସୁନା କିଣି ନ ପାରିଲେ, ଆଉ କ’ଣ କିଣିଲେ ଧନ ବୃଦ୍ଧି ହୁଏ…. ଜାଣନ୍ତୁ

ଅକ୍ଷୟ ତୃତୀୟା ଦିନ ସୁନା କିଣିବା ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ । ତେବେ ଯଦି ଏହି ଦିନ ସୁନା କିଣିପାରୁନାହିଁନ୍ତି ତେବେ ନରାଶ ନ ହୋଇ ଏହି ୫ଟି ଜିନିଷ ଘରକୁ ଆଣିପାରିବେ, ଯାହା ଦ୍ୱାରା ଧନ ବର୍ଷା ହେବ । ଘରେ…

ମେ ରେ ପ୍ରକାଶ ପାଇବ ଦଶମ ପରୀକ୍ଷା ଫଳାଫଳ – ସୂଚନା ଦେଲେ ବୋର୍ଡ ସଭାପତି

ଭୁବନେଶ୍ୱର : ମେ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମ୍ୟାଟ୍ରିକ୍ ପରୀକ୍ଷା ଫଳାଫଳ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ରାମାଶିଷ ହାଜରା । ପରୀକ୍ଷାର୍ଥୀଙ୍କ ମୂଲ୍ୟାଙ୍କନରେ କୌଣସି ତ୍ରୂଟି ହେବ ନାହିଁ । ସୋସିଆଲ…

ବାଘ ପାଇଁ ୧୨ଟି ଗାଁରେ କର୍ଫ୍ୟୁ ; ଏପ୍ରିଲ ୧୭ ଓ ୧୮ରେ ସ୍କୁଲ-ଅଙ୍ଗନବାଡି ବନ୍ଦ ଘୋଷଣା 

ଭୁବନେଶ୍ୱର : ବାଘ ପାଇଁ ଆତଙ୍କ ବଢିବାରେ ଲାଗିଛି । ଗାଁ ଗଣ୍ଡରେ ବାଘ ବୁଲୁଥିବା ବେଳେ କେତେବେଳେ କାହାକୁ ଉଠାଇ ନେଉଛି ତାହାର କିଛି ହିସାବ ନାହିଁ । ଏହାକୁ ନେଇ ୧୨ଟି ଗାଁରେ କଫ୍ୟୁ ଲାଗୁ ହୋଇଛି । ସନ୍ଧ୍ୟା ୬ଟାରୁ…

ଖରା ଦିନେ ସ୍ୱାସ୍ଥ୍ୟ ପାଇଁ ଭଲ ଏହି ଫଳ, କିନ୍ତୁ ଖାଇବାର ସଠିକ୍ ଉପାୟ ଜାଣନ୍ତୁ

ନୂଆଦିଲ୍ଲୀ : ଅଖରୋଟ୍ ଗ୍ରୀଷ୍ମ ସହିତ ସିଧାସଳଖ ଜଡିତ ନୁହେଁ । ଶୀତ ଏବଂ ବସନ୍ତ ଋତୁରେ ସେଗୁଡିକ ବହୁ ପରିମାଣରେ ଖିଆଯାଏ । କିନ୍ତୁ ଏହାକୁ ଗ୍ରୀଷ୍ମ ଖାଦ୍ୟର ଏକ ଅଂଶ ବୋଲି ମଧ୍ୟ କୁହାଯାଏ । ଏଥିରେ ଓମେଗା-ଫ୍ୟାଟି…