Top Stories ଓଲଟିଲା ଅବକାରୀ ବିଭାଗ ଗାଡ଼ି, ୩ ଆହତ Sasmita Jamuda Dec 11, 2024 ସୋର: ଖଇରା ଅଞ୍ଚଳରେ ଓଲଟିଲା ଅବକାରୀ ବିଭାଗ ଗାଡ଼ି । ଖଇରା ଥାନା ପିତାପାଣିଆ ନିକଟରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଭାରସାମ୍ୟ ହରାଇ ନୟନ ଝୋଡ଼ି ନିକଟରେ ଗାଡ଼ିଟି ରାସ୍ତା କଡ଼କୁ ଓଲଟିପଡ଼ିଥିଲା । ଦୁର୍ଘଟଣାରେ…
ଖବର ସୌର ଶକ୍ତି ମାଧ୍ୟମରେ ୧୦ ହଜାର କୋଟି ସଞ୍ଚୟ କରିବେ ଯୋଗୀ ସରକାର, ଜାଣନ୍ତୁ ପୁରା ଯୋଜନା Sasmita Jamuda Dec 10, 2024 ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ପର୍ଯ୍ୟାବରଣ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଦିଗରେ ଯୋଗୀ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟକୁ ‘ଗ୍ରୀନ୍ ଷ୍ଟେଟ୍’ରେ ପରିବର୍ତ୍ତନ କରିବା ପାଇଁ ଯୋଗୀ ସରକାର ଅଣ୍ଟା ଭିଡ଼ିଛନ୍ତି ।…
ଖବର ଆଦାନୀ ପରିବାରର ସାନ ବୋହୂ ହେବେ ଦିଭା ଜେମିନ୍ ଶାହ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ ଜିତ୍ ଆଦାନୀ Sasmita Jamuda Dec 10, 2024 ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଅଫ୍ କମ୍ପାନୀର ଚେୟାରମ୍ୟାନ୍ ଗୌତମ ଆଦାନୀ । ବର୍ତ୍ତମାନ ତାଙ୍କ ସାନ ପୁଅ ଜୀତ ଆଦାନୀଙ୍କ ବିବାହ ପ୍ରସ୍ତୁତିରେ ସମସ୍ତେ ବ୍ୟସ୍ତ । ଗୁଜରାଟର ବିଶିଷ୍ଟ ହୀରା ବ୍ୟବସାୟୀ ଜେମିନ୍ ଶାହଙ୍କ…
ଖବର ‘କନସର୍ଟ ମଝିରେ ଉଠିକି ଯିବାର ଥିଲା ଯଦି…’, ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଉପରେ କାହିଁକି ବର୍ଷିଲେ ଗାୟକ ସୋନୁ ନିଗମ Sasmita Jamuda Dec 10, 2024 ରାୟପୁର: ରାୟପୁରରେ ଆୟୋଜିତ ହେଉଛି ‘ରାଇଜିଂ ରାଜସ୍ଥାନ’ ଗ୍ଲୋବାଲ ଇନଭେଷ୍ଟମେଣ୍ଟ ସମିଟ୍ ୨୦୨୪ । ଡିସେମ୍ବର ୯ ତାରିଖରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀ ଆସନ୍ତା ୧୧ ତାରିଖରେ ଶେଷ ହେବ । ଏହି ତିନି ଦିବସୀୟ ଶିଖର…
Top Stories ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣି, ଜମି କାଗଜପତ୍ର ନାଁରେ ଲାଞ୍ଚ ନେଉଥିବା ଅଭିଯୋଗ Sasmita Jamuda Dec 10, 2024 ଭୁବନେଶ୍ୱର: ଆଜିକାଲି ଲାଞ୍ଚ ନ ନେଲେ ଯେମିତି କୌଣସି କାମ ହେଉ ନାହିଁ । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖଣ୍ଡଗିରିରେ । ଖଣ୍ଡଗିିରି ସବ୍ରେଜିଷ୍ଟ୍ରାର ଅଫିସ କନିଷ୍ଠ କିରାଣି ଲାଞ୍ଚ ନେବା ଅଭିଯୋଗରେ…
Featured ହସ ଭଳି କାନ୍ଦିବାର ରହିଛି ଅନେକ ଫାଇଦା, ଜାଣନ୍ତୁ କ’ଣ କୁହନ୍ତି ମନୋବିଜ୍ଞାନୀ Sasmita Jamuda Dec 10, 2024 ଓଡ଼ିଶା ଭାସ୍କର: ସାଧାରଣତଃ ଜଣେ କାନ୍ଦିଲେ ତାକୁ ଏଇୟା କହି ଚୁପ୍ କରାଯାଏ କି ଏହା ଦୁର୍ବଳ ଲୋକଙ୍କ ଲକ୍ଷଣ ଅଟେ । କିନ୍ତୁ ବହୁତ କମ୍ ଲୋକମାନେ ଜାଣିଥିବେ କି ବେଳେ ବେଳେ କାନ୍ଦିବା ମାନସିକ ସ୍ୱାସ୍ଥ୍ୟ ପାଇଁ ଉତ୍ତମ…
Featured ଇ-ମେଲରେ ଛଟେଇ ନୋଟିସ୍; କର୍ମଚାରୀଙ୍କୁ ଲାଗିଲା ବଡ଼ ଝଟକା, କମ୍ପାନୀ ଦେଲା ଏହି ସ୍ପଷ୍ଟୀକରଣ Sasmita Jamuda Dec 10, 2024 ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ଘରୋଇ କମ୍ପାନୀର କର୍ମଚାରୀମାନେ ଚାପଗ୍ରସ୍ତ ରୁହୁଥିବାର ଦେଖାଦେଇଛି । ବିଶେଷ କରି କୌଣସି ମୁହୂର୍ତ୍ତରେ ବି ଛଟେଇକୁ ନେଇ ସେମାନଙ୍କ ମନରେ ଭୟ ରହିଥାଏ । ଏହାର ଏକ ଜ୍ୱଳନ୍ତ ଉଦାହରଣ…
Top Stories ପ୍ରଶ୍ନକାଳ ପ୍ରାରମ୍ଭରୁ ହଟ୍ଟଗୋଳ, ୧୧ଟା ୩୦ ଯାଏଁ ଗୃହ ମୁଲତବି Sasmita Jamuda Dec 10, 2024 ଭୁବନେଶ୍ୱର: ପ୍ରଶ୍ନକାଳ ପ୍ରାରମ୍ଭରୁ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ ହଟ୍ଟଗୋଳ । ଏମବିକେ, ସିଆରପି ଓ ବ୍ୟାଙ୍କ ମିତ୍ର ପ୍ରସଙ୍ଗରେ ଆଲୋଚନା ଦାବି । ବିଜେଡି ସହ ସମର୍ଥନ ଜଣାଇ ହୋହାଲ୍ଲା କରିଥିଲା କଂଗ୍ରେସ ।…
Top Stories ଉତ୍ତର ପ୍ରଦେଶ ବସ୍ କର୍ମଚାରୀଙ୍କ ପାଇଁ ଖୁସି ଖବର ! ୮% ବୃଦ୍ଧି ପାଇଲା ମହଙ୍ଗା ଭତ୍ତା Sasmita Jamuda Dec 10, 2024 ଲକ୍ଷ୍ନୌ: ଦିନକୁ ଦିନ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଯୋଗୁଁ ଅସୁବିଧା ଭୋଗୁଥିବା ଉତ୍ତର ପ୍ରଦେଶ ରୋଡୱେଜ୍ କର୍ମଚାରୀଙ୍କୁ ପରିବହନ ନିଗତ ତରଫରୁ ଆଶ୍ୱସ୍ତି ପ୍ରଦାନ କରାଯାଇଛି । ଉତ୍ତର ପ୍ରଦେଶ ରାଜ୍ୟ ସଡ଼କ ପରିବହନ…
Top Stories ମୁମ୍ବାଇରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଏକାଧିକ ଗାଡ଼ିକୁ ଧକ୍କା ଦେଲା ବସ୍, ୨୫ ଆହତ, ୪ ମୃତ Sasmita Jamuda Dec 10, 2024 ମୁମ୍ବାଇ: ମୁମ୍ବାଇ କୁର୍ଲା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ସେମବାର ବିଳମ୍ବିତ ରାତିରେ ଏକ ଦୃତଗାମୀ ବସ୍ ଏକାଧିକ ଗାଡ଼ିକୁ ଧକ୍କା ଦେଇଛି । ଘଟଣାସ୍ଥଳରେ ୨୫ ଜଣ ଆହତ ହୋଇଥିବା ବେଳେ ୪…