IND vs BAN Kanpur Test: ବାଂଲାଦେଶକୁ କ୍ଲିନ୍ ସ୍ୱିପ୍ କରିବା ଲକ୍ଷ୍ୟରେ ଭାରତ, ରୋହିତ- ବିରାଟଙ୍କ ପ୍ରଦର୍ଶନ ଉପରେ ଫ୍ୟାନ୍ସଙ୍କ ନଜର
ନୂଆଦିଲ୍ଲୀ: ଶୁକ୍ରବାର ଭାରତ- ବାଂଲାଦେଶ ଦ୍ୱିତୀୟ ଟେଷ୍ଟ କାନପୁରରେ ଆରମ୍ଭ ହେବ । କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ମ୍ୟାଚରେ ଭାରତୀୟ ଦଳ ବାଂଲାଦେଶ ଟିମକୁ କ୍ଲିନ୍ ସ୍ୱିପ୍…