CHSE ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଭୁବନେଶ୍ୱର ଓ ଜଗତସିଂହପୁରର ୩ଟି ସ୍ଥାନରେ ରେଡ୍

ଭୁବନେଶ୍ୱର: ପୁଣି ଏକ ଭିଜିଲାନ୍ସ ରେଡ୍ । ଖୋଲୁଛି କଳାଧନର ଗୁମର । CHSE ରେକର୍ଡ଼ ସପ୍ଲାୟର ପୁରେନ୍ଦ୍ର ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଦ୍ୱାରା ତାଙ୍କ…

ରେଳୱେ ବୋର୍ଡ଼ର ନୂତନ ଅଧ୍ୟକ୍ଷ ହେଲେ ସତୀଶ କୁମାର, ଜାଣନ୍ତୁ ପ୍ରଥମ ଥର ପାଇଁ ଶୀର୍ଷ ପଦରେ ନିଯୁକ୍ତ ହୋଇଥିବା ଏହି ଅଧିକାରୀ କିଏ ?

ନୂଆଦିଲ୍ଲୀ: ଇଣ୍ଡିଆନ୍ ରେଲୱେ ମ୍ୟାନେଜମେଣ୍ଟ ସର୍ଭିସ(IRMS)ର ଅଧିକାରୀ ସତୀଶ କୁମାର ରେଳ ବୋର୍ଡ଼ର ନୂତନ ଅଧ୍ୟକ୍ଷ ତଥା CEO ଭାବେ ନିଯୁକ୍ତ ହୋଇଛନ୍ତି । କେନ୍ଦ୍ର କ୍ୟାବିନେଟ ନିଯୁ୍‌କ୍ତି କମିଟି(ACC) ତାଙ୍କ…

ଓଲଟିଲା ଗୋ ମାଂସ ବୋଝେଇ ଗାଡ଼ି, ଡ୍ରାଇଭର ଫେରାର

ଗୋପ: ଓଲଟିଲା ଗୋରୁ ମାଂସ ବୋଝେଇ ଗାଡ଼ି । ଗୋପ ବ୍ଲକ ବୋଇତଭଙ୍ଗା ବ୍ରିଜ ନିକଟରେ ଏକ ଗୋରୁ ବୋଝେଇ ଗାଡ଼ି ଓଲଟିବା ଘଟଣା ସାମ୍ନାକୁ ଆସିଛି । ପ୍ରାୟ ୨୦ କ୍ୱିଣ୍ଟାଲରୁ ଅଧିକ ଗୋ ମାଂସ ଚାଲାଣ ହେଉଥିବା ଜଣାପଡ଼ିଛି । ତେବେ…

ରାଜଧାନୀରେ ୫୦୦ରୁ ଉର୍ଦ୍ଧ୍ୱ ଡେଙ୍ଗୁ ରୋଗୀ ଚିହ୍ନଟ, ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: କିଛିଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବର୍ଷରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ରହିଛି । ତେଣୁ ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ…

କେ. କବିତାଙ୍କୁ ବଡ଼ ଆଶ୍ୱସ୍ତି, ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜାମିନ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଭାରତୀୟ ରାଷ୍ଟ୍ର ସମିତି(BRS) ନେତ୍ରୀ କେ. କବିତାଙ୍କୁ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ବିଆର ଗବାଇ ଏବଂ ଜଷ୍ଟିସ କେଭି ବିଶ୍ୱନାଥଙ୍କ ଖଣ୍ଡପୀଠ କେ.…

ଆଶ୍ଚର୍ଯ୍ୟ ! ହିମାଳୟ ଗ୍ଲାସିୟରରେ ବୈଜ୍ଞାନିକଙ୍କ ଆବିଷ୍କାର, ଗୋଟିଏ କିମ୍ବା ୨ଟି ନୁହେଁ ବରଫରେ ପୋତି ହୋଇଛି ୧୭୦୦ରୁ ଉର୍ଦ୍ଧ୍ୱ ଭାଇରସ୍

ଓଡ଼ିଶା ଭାସ୍କର: ବରଫରେ ଘେରା ହିମାଳୟ ପର୍ବତ । ଏଠାରେ ଅନେକ ବଡ଼ ବଡ଼ ଗ୍ଲାସିୟର ମଧ୍ୟ ରହିଛି । ଏହି ଥଣ୍ଡା ସ୍ଥାନରେ ବୈଜ୍ଞାନିକଙ୍କୁ ଭାଇରସର ସନ୍ଧାନ ମିଳିଛି । ଏନେଇ ଅଗଷ୍ଟ ୨୬ରେ Nature Geoscience ଜର୍ଣ୍ଣାଲରେ…

Parenting Tips: ପିଲାଙ୍କୁ ବୁଦ୍ଧିମାନ କରିବାକୁ ଚାହୁଁଛନ୍ତି କି ? ଶିକ୍ଷକଙ୍କୁ ପଚାରନ୍ତୁ ଏହି ସବୁ ପ୍ରଶ୍ନ

ଓଡ଼ିଶା ଭାସ୍କର: ପ୍ରତ୍ୟେକ ମାତା ପିତା ଚାହିଁଥାନ୍ତି କି ସେମାନଙ୍କ ପିଲା ସ୍କୁଲରୁ ଉତ୍ତମ ଶିକ୍ଷା ଲାଭ କରୁ । ପିଲାଙ୍କ ସାମଗ୍ରିକ ବିକାଶ ମାତା ପିତା ଓ ଅଭିଭାବକଙ୍କ ପ୍ରଥମ ଦାୟିତ୍ୱ ଅଟେ । ସ୍କୁଲରେ ପିଲାଙ୍କୁ ଉଚିତ…

ରାଜ୍ୟସଭା ପାଇଁ ନାମାଙ୍କନ ପ୍ରତ୍ୟାହାର କଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନକୁ ନେଇ ସରଗରମ ରହିଛି ବିଭିନ୍ନ ରାଜନୈତିକ ମାହୋଲ । ଏଥିମଧ୍ୟରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି । ବିଧାନସଭା ରିଟର୍ଣ୍ଣିଂ…

ଭାରତୀୟଙ୍କୁ ବଡ଼ ଝଟକା ଦେଲା କାନାଡା: ଚାକିରି ଏବଂ ପାଠପଢ଼ାକୁ ନେଇ ଦେଖାଦେଇଛି ସମସ୍ୟା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ବିଦେଶରେ ପାଠପଢ଼ା ସବୁବେଳେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିଥାଏ । ଅନେକ ଯୁବପିଢ଼ି ଓ ଶ୍ରମିକ ମଧ୍ୟ ଚାକିରି କରିବା ପାଇଁ ବିଦେଶ ଯାଇଥାନ୍ତି । କାରଣ ବିଦେଶରେ ଭଲ ସ୍କୋପ୍ ରହିଛି । ବର୍ତ୍ତମାନ…

Tim Cookଙ୍କ ବଡ଼ ଘୋଷଣା: ଏହି ଦିନ ଲଞ୍ଚ୍ ହେବ iPhone 16ର ୪ଟି ମଡେଲ, ଲିକ୍ ହେଲା ମୂଲ୍ୟ

ନୂଆଦିଲ୍ଲୀ: ଆପଲ କମ୍ପାନୀ iPhoneର ନୂଆ ନୂଆ ମଡେଲ ଲଞ୍ଚକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ଗ୍ରାହକଙ୍କ ମଧ୍ୟରେ iPhoneର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି କମ୍ପାନୀ iPhone 16 ସରିଜ୍ ଲଞ୍ଚ୍ କରିବାକୁ ଯାଉଛି…