Featured ଏହି ୫ଟି ଦେଶରେ ରହିଛି ୧ ହଜାରରୁ ଅଧିକ ଏୟାରପୋର୍ଟ Sasmita Jamuda Sep 7, 2024 ଓଡ଼ିଶା ଭାସ୍କର: ଅଧିକାଂଶ ଲୋକମାନେ ବିମାନରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । ବିମାନ ଦ୍ୱାରା କମ୍ ସମୟ ମଧ୍ୟରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା ସହଜ ହୋଇଥାଏ । ତେବେ ଏମିତି କିଛି ଦେଶ ଅଛି…
Top Stories ପୂର୍ବତନ ଜେଲ ସୁପରିଟେଣ୍ଡେଣ୍ଟ ଗିରଫ, ୭ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ Sasmita Jamuda Sep 7, 2024 କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ପୂର୍ବତନ ଜେଲ ସୁପରିଟେଣ୍ଡେଣ୍ଟ ସତ୍ୟ ପ୍ରକାଶ ସ୍ୱାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଆଜି…
Top Stories ଗଡ଼ିଲା ସୁଭଦ୍ରା ସଚେତନତା ରଥ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ Sasmita Jamuda Sep 7, 2024 ଭୁବନେଶ୍ୱର: ଆଜି ଭୁବନେଶ୍ୱର ସ୍ଥିତି ଗାନ୍ଧୀମାର୍ଗରୁ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ରଥର ଶୁଭାରମ୍ଭ କରିଛନ୍ତି । ଆସନ୍ତା ୧୬ ତାରିଖ ଯାଏ ରାଜ୍ୟବ୍ୟାପି ସୁଭଦ୍ରା…
ଦେଶ ଅକ୍ଟୋବର ୧ରୁ PPF ଯୋଜନାର ୩ଟି ନିୟମରେ ହେବ ପରିବର୍ତ୍ତନ, ଏହି ଆକାଉଣ୍ଟରେ ମିଳବ ନାହିଁ ସୁଧ Sasmita Jamuda Sep 7, 2024 ନୂଆଦିଲ୍ଲୀ: ପୋଷ୍ଟ ଅଫିସର ସ୍ମଲ ସେଭିଂ ସ୍କୀମ୍ ଅନ୍ତର୍ଗତ PPF ଯୋଜନାରେ ୩ଟି ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଅକ୍ଟୋବର ୧ ତାରିଖରୁ ଏହି ନୂତନ ନିୟମ ଲାଗୁ ହେବା ନେଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ୍ ଜାରି…
Top Stories ଷ୍ଟେସନରୁ ମାତ୍ର ୧୫୦ ମିଟର ଦୂରରେ ଲାଇନଚୁତ୍ ହେଲା ଏକ୍ସପ୍ରେସ୍ ଟ୍ରେନ୍, ସମସ୍ତ ଯାତ୍ରୀ ସୁରକ୍ଷିତ Sasmita Jamuda Sep 7, 2024 ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଜବଲପୁର ରେଳ ଷ୍ଟେସନ ନିକଟରେ ଇନ୍ଦୋର- ଜବଲପୁର ଏକ୍ସପ୍ରେସ୍ ଲାଇନଚ୍ୟୁତ୍ ହେବା ଘଟଣା ସାମ୍ନାକୁ ଆସିଛି । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ସୂଚନାରୁ ପ୍ରକାଶ ଶନିବାର…
Top Stories କାହିଁକି କଂଗ୍ରେସରେ ମିଶିଲେ ଭିନେଶ ଫୋଗାଟ୍ ? କହିଲେ ଏହି ବଡ଼ କାରଣ Sasmita Jamuda Sep 7, 2024 ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ରାଜନୀତିରେ ପାଦ ଥାପିଛନ୍ତି ବିଶିଷ୍ଟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ୍ । ଶୁକ୍ରବାର ଭିନେଶ କଂଗ୍ରେସରେ ସାମିଲ ହୋଇଥିଲେ ଯାହା ଚର୍ଚ୍ଚାର ବିଷୟ ପାଲଟିଥିଲା । କଂଗ୍ରେସରେ ସାମିଲ ହେବାର କିଛି…
Top Stories ମଣିପୁରରେ ରକେଟ୍ ଏବଂ ଡ୍ରୋନ୍ ଆକ୍ରମଣ, ଆଜି ସ୍କୁଲ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର Sasmita Jamuda Sep 7, 2024 ଇମ୍ଫାଲ: ଶୁକ୍ରବାର ପୁଣି ଥରେ ରକେଟ୍ ଏବଂ ବମ୍ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଏହା ପରେ ରାଜ୍ୟବାସୀ ଭୟଭୀତ ଥିବା ବେଳେ ବିଭିନ୍ନ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ଏକ…
Top Stories ଜୁଡୋରେ କାଂସ୍ୟ ପଦକ ଜିତିଲେ କପିଲ ପରମାର, ଅଷ୍ଟମ ଦିନରେ ଭାରତର ପଦକ ସଂଖ୍ୟା ୨୫କୁ ବୃଦ୍ଧି Sasmita Jamuda Sep 5, 2024 ପ୍ୟାରିସ୍: ପାରାଲିମ୍ପିକ୍ସରେ ଇତିହାସ ରଚିଲେ ଜୁଡୋ ଖେଳାଳି କପିଲ ପରମାର । ଅଷ୍ଟମ ଦିନରେ ଭାରତକୁ ଜିତାଇଲେ ୨୫ତମ ପଦକ । ଜୁଡୋର ୬୦ କିଲୋଗ୍ରାମ ବର୍ଗରେ କପିଲ କାଂସ୍ୟ ପଦକ ଜିତିଛନ୍ତି । ପ୍ଲେ ଅଫ୍ ରାଉଣ୍ଡରେ କପିଲ…
Top Stories ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪: ଦେଶର ଶ୍ରେଷ୍ଠ ଶିକ୍ଷକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି, ଓଡ଼ିଶାର ୨ ଜଣ ସାମିଲ Sasmita Jamuda Sep 5, 2024 ନୂଆଦିଲ୍ଲୀ: ଆଜି ଗୁରୁ ଦିବସ ଅବସରରେ ନୂଆ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ଶିକ୍ଷକଙ୍କ ସମ୍ମାନର୍ଥେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ୫୦ ଜଣ ଶିକ୍ଷକଙ୍କୁ…
ଦେଶ କୃଷି କ୍ଷେତ୍ରରେ ଆଧୁନିକରଣ ଉପରେ ଗରୁତ୍ୱାରୋପ ଏବଂ କୃଷକଙ୍କ କଲ୍ୟାଣ ପାଇଁ କେନ୍ଦ୍ର ପ୍ରତିବଦ୍ଧ Sasmita Jamuda Sep 5, 2024 ନୂଆଦିଲ୍ଲୀ: ମୋଦୀ ସରକାର ତାଙ୍କର କୃଷି ନୀତିକୁ ନେଇ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି । କୃଷକମାନେ ଏହି ନୀତିକୁ କୃଷକ ବିରୋଧୀ ବୋଲି କହିଛନ୍ତି, ଯେଉଁଥିପାଇଁ ୨୦୨୦ ପରଠାରୁ ବ୍ୟାପକ ବିରୋଧ ଚାଲିଆସୁଛି ।…