‘ଏହା କ୍ରୀଡ଼ାର ଏକା ଅଂଶବିଶେଷ…’, ପ୍ୟାରିସ୍ ଅଲିମ୍ପିକରେ ଅଯୋଗ୍ୟ ଘୋଷଣା ହେବା ପରେ ଭାରତୀୟ କୋଚଙ୍କୁ ଏମିତି କିଛି କହିଥିଲେ ଭିନେଶ…

ନୂଆଦିଲ୍ଲୀ: ବୁଧବାର ଭାରତୀୟ ଷ୍ଟାର କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ପ୍ୟାରିସ୍ ଅଲିମ୍ପିକ୍ସରେ ମେଡାଲ ଜିତିବାର ସ୍ୱପ୍ନ ଅଧା ରହିଯାଇଛି । ଫାଇନାଲ ପୂର୍ବରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ଭାରତକୁ ଶକ୍ତ ଝଟକା…

ଦ୍ୱନ୍ଦ୍ୱରେ ଶେଖ୍ ହସିନା; ଭାରତରେ ଅଧିକ ଦିନ ରହିପାରିବେ ନାହିଁ, ଏହି ୫ଟି ଦେଶରେ ମିଳିପାରେ ଶରଣ

ନୂଆଦିଲ୍ଲୀ: ବାଂଲାଦେଶ ସଂରକ୍ଷଣ ହିଂସା ଅଣାୟତ ହେବା ପରେ ଶେଖ୍ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ସେ ଭାରତରେ ଶରର ନେଇଛନ୍ତି । ଏଥିମଧ୍ୟରେ ଭାରତରେ ଅଧିକ ଦିନ ରହିବା ନେଇ ଗୋଟିଏ ପଟେ…

ଶିଶୁ କଳାକାରଙ୍କ ପାଇଁ କଡ଼ାକଡ଼ି ହେଲା ନିୟମ, ମାର୍ଗଦର୍ଶିକା ଜାରି କଲା ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଭୁବନେଶ୍ୱର: ଶିଶୁ ସୁରକ୍ଷା ପାଇଁ ଆସିଲା ମାର୍ଗଦର୍ଶିକା । ସିରିଏଲ, ଯାତ୍ରା ଓ ସିନେମାରେ ଶିଶୁ କଳାକାରଙ୍କ ପାଇଁ କଡ଼ାକଡ଼ି ହେଲା ନିୟମ । ବିନା ଅନୁମତିରେ ଶିଶୁ କଳାକାରଙ୍କୁ ଅଭିନୟରେ ସାମିଲ କରାଯାଇପାରିବ ନାହିଁ ।…

ରାଜ୍ୟସଭା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୯ଟି ରାଜ୍ୟରେ ୧୨ଟି ବିଧାନସଭା ଆସନ ପାଇଁ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିଛି । ସେପଟେମ୍ବର ୩ରେ ୧୨ଟି ଆସନ ପାଇଁ ଉପନିର୍ବାଚନ…

Disqualify ହେବା ପରେ ହସ୍ପିଟାଲରୁ ଭିନେଶଙ୍କ ପ୍ରଥମ ଫଟୋ, ସାମ୍ନାକୁ ଆସିଲା ପିଟି ଉଷାଙ୍କ ବୟାନ

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ଅଲିମ୍ପିକ୍ସରେ ମେଡାଲ ଜିତିବାର ସ୍ୱପ୍ନ ଚୁରମାର ହୋଇଗଲା । ଫାଇନାଲ ପୂର୍ବରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ଭାରତକୁ ଶକ୍ତ ଝଟକା ଦେଇଛି । ଭିନେଶଙ୍କ ଓଜନ…

Vastu Tips: ଜୀବନରେ ଦେଖାଦିଏ ଆର୍ଥିକ ସଂକଟ, ବୃଦ୍ଧି ହୁଏ ଟେନସନ୍, Bedroomରେ ଥିଲେ ଏହି ଜିନିଷ ତୁରନ୍ତ କରନ୍ତୁ ବାହାର

ଓଡ଼ିଶା ଭାସ୍କର: ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ପ୍ରତ୍ୟେକ କୋଣ ଏବଂ ଜିନିଷ ପାଇଁ କିଛି ବାସ୍ତୁ ନିୟମ ରହିଛି । ଘରର ପ୍ରତ୍ୟେକ କୋଣ ନକାରାତ୍ମକ ଏବଂ ସକାରାତ୍ମକ ଉର୍ଜ୍ଜା ସହ ଜଡ଼ିତ । ଘରେ ବାସ୍ତୁ ଦୋଷ ଥିଲେ ଜୀବନରେ…

ବାଂଲାଦେଶ ରାଜନୈତିକ ଅସ୍ଥିରତା: ବନ୍ଦ ହେଲା ଟେକ୍ସଟାଇଲ ଏକ୍ସପୋର୍ଟ ଫ୍ୟାକ୍ଟ୍ରି, ସଂକଟରେ ଦେଶର ଅର୍ଥନୀତି

ଢାକା: ବାଂଲାଦେଶରେ ସଂରକ୍ଷଣ ପ୍ରସଙ୍ଗକୁ ନେଇ ଦିନକୁ ଦିନ ରାଜନୈତିକ ଅସ୍ଥିରତା ଘନେଇବାରେ ଲାଗିଛି । ଏଥିମଧ୍ୟରେ ଦେଶର ଟେକ୍ସଟାଇଲ ଇଣ୍ଡଷ୍ଟ୍ରି ଉପରେ ବିପଦର କଣ୍ଟା ଝୁଲୁଛି ଯାହା ଏହା ଅର୍ଥନୀତିକୁ ପ୍ରଭାବିତ…

ଭିନେଶ କେବେ ହାର ମାନିବେନି…, ସାରା ଦେଶ ତୁମ ସାଥିରେ ଅଛି, ସୋସିଆଲ ମିଡିଆରେ ଭାବୁକ ପୋଷ୍ଟ ଲେଖିଲେ ରହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସର ଫାଇନାଲ ମ୍ୟାଚରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଏହା ଭାରତ ସହ ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଝଟକା ଦେଇଛି । ସ୍ୱର୍ଣ୍ଣ ପଦକ ଜିତିବା…

ବଲାଙ୍ଗିର ପାଇଁ ନୂଆଁଖାଇ ଲଗ୍ନ ଧାର୍ଯ୍ୟ, ଶୁଭ ମୁହୂର୍ତ୍ତରେ ଲାଗି ହେବ ନବାନ୍ନ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ନୂଆଁଖାଇ ପାଇଁ ତାରିଖ ଓ ସମୟ ଧାର୍ଯ୍ୟ ହୋଇଛି । ବଲାଙ୍ଗିର ଜିଲ୍ଲାର ଜ୍ୟୋତିଷ ପଣ୍ଡିତ ମହାସଭା ନବାନ୍ନ ନିର୍ଣ୍ଣାୟକ କମିଟି ଏହ ଲଗ୍ନ ଧାର୍ଯ୍ୟ କରିଛନ୍ତି । ଭାଦ୍ରବ ଶୁକ୍ଳପକ୍ଷ…

ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର: ଆସନ୍ତାକାଲି ଲୋକସେବା ଭବନରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ୪ର୍ଥ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । ବୁଧବାର ଦିନ ୧୧ଟା ୩୦ରେ ବସିବ ରାଜ୍ୟ…