ଦିଲ୍ଲୀ-NCRରେ ୨ ଦିନ ବନ୍ଦ ରହିବ ଅଟୋ-ଟ୍ୟାକ୍ସି ଚଳାଚଳ, ଧାରଣାରେ ବିଭିନ୍ନ ଅଟୋ-ଟ୍ୟାକ୍ସି ସଂଗଠନ
ନୂଆଦିଲ୍ଲୀ: ଆଜିଠାରୁ ୨ ଦିନ ରାଜଧାନୀ ଦିଲ୍ଲୀରେ ଗଡ଼ିବନି ଅଟେ କିମ୍ବା ଟ୍ୟାକ୍ସି । ଦିଲ୍ଲୀ- NCRରେ ଅଟୋ ଏବଂ ଟ୍ୟାକ୍ସି ଡ୍ରାଇଭର ୟୁନିୟନ ଆପ୍ ଆଧାରିତ କ୍ୟାବ୍ ସେବାକୁ ବିରୋଧ କରି ୨ ଦିନିଆ ଧର୍ମଘଟ ଘୋଷଣା…