ଆଜି ମୁମ୍ବାଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ, ଅନନ୍ତ- ରାଧିକାଙ୍କ ରିସେପସନରେ ହୋଇପାରନ୍ତି ସାମିଲ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ଆଜି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇ ଗସ୍ତ କରିବେ । ଏହି ଗସ୍ତ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ କରିବା ସହ ଭୂମିପୂଜନ କରିବେ । ଏହା…

୧୫ରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ, ସକାଳ ୮ଟାରୁ ପଞ୍ଜିକରଣ ଆରମ୍ଭ

ଭୁବନେଶ୍ୱର: ଆସନ୍ତା ସୋମବାର ଅର୍ଥାତ ଜୁଲାଇ ୧୫ ତାରିଖରେ ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଥିପାଇଁ ଆଗ୍ରହୀ…

ଆସୁଛି ଲଘୁଚାପ; ଆସନ୍ତା ୪ ଦିନ ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଶନିବାର ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ପ୍ରଭାବରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୁର୍ବାନୁମାନ…

ମାତିଛନ୍ତି ସାଇବର ଠକ, ଏହି ହେଲ୍ପଲାଇନ୍ ନମ୍ବରରେ କଲ୍ କରିବାକୁ ପୋଲିସ କମିଶନରଙ୍କ ପରାମର୍ଶ

ଭୁବନେଶ୍ୱର: ଦିନକୁ ଦିନ ସାଇବର ଠକଙ୍କ ପାଦୁର୍ଭାବ ବୃଦ୍ଧି ପାଉଥିବା ବେଳେ ଏହା ପୋଲିସ ଓ ସାଧାରଣ ଜନତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହିକ୍ରମରେ ସାଇବର ଠକ ଗତ ୬ ମାସରେ ପ୍ରାୟ ୩୬ କୋଟି ଟଙ୍କା ଲୁଟି…

ନକଲି ଜର୍ଦ୍ଦା କାରଖାନା ଠାବ, ନାମିଦାମି ଲୋଗୋ ଓ ଷ୍ଟିକର ଜବତ

ଭଦ୍ରକ: ଆଜି ଭଦ୍ରକ ପୁରୁଣାବଜାର ଥାନା ହେଲାସାହିରୁ ନକଲି ଜର୍ଦ୍ଦା କାରଖାନା ଠାବ କରିଛି ପୋଲିସ । ନକଲି ଜର୍ଦ୍ଦା କାରଖାନାରୁ ପ୍ରାୟ ୬୫ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ପୋଲିସ ଜବତ କରିଛି । ଚଢ଼ାଉ ସମୟରେ ନାମିଦାମି…

ଷ୍ଟେଜରେ ଭଜନ ଗାଉଥିବା ବେଳେ ଟଳି ପଡ଼ିଲେ ADM, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଷ୍ଟେଜରେ ଭଜନ ଗାଉଥିବା ବେଳେ ଟଳିପଡ଼ିଲେ ଗତପତିର ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସ । ଏହା ପରେ ଘଟଣାସ୍ଥଳରେ ଉତ୍ତେଜନା…

କେତେ qualified ଅମ୍ବାନୀ କିଡ୍ସ ? ଜାଣନ୍ତୁ ଆକାଶ- ଅନନ୍ତ- ଇଶାଙ୍କ net worth

ନୂଆଦିଲ୍ଲୀ: ଦେଶରେ ଧନୀଙ୍କ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ନାଁ ସବୁବେଳେ ଚର୍ଚ୍ଚାରେ । ମୁକେଶ ବିଶିଷ୍ଟ ବିଜନେସମ୍ୟାନ୍ ଭାବେ ଯେତିକି ଚର୍ଚ୍ଚିତ ନିଜ ଉଦାରତା ପାଇଁ ମଧ୍ୟ…

ପ୍ରଥମେ Legal Team ସ୍କ୍ରିପ୍ଟର ଯାଞ୍ଚ କରିଥାନ୍ତି, ଏହା ପରେ କରନ ଜୋହର ଫିଲ୍ମ ନିର୍ମାଣ କରିଥାନ୍ତି, ଜାଣନ୍ତୁ କାରଣ

ମୁମ୍ବାଇ: ବଲିଉଡର ଶୀର୍ଷ ଫିଲ୍ମ ନିର୍ମାତାଙ୍କ ମଧ୍ୟରେ କରନ ଜୋହର ସବୁବେଳେ ଚର୍ଚ୍ଚାରେ ଥାନ୍ତି । ତାଙ୍କ ଫିଲ୍ମ ଓ ଟ୍ରେଲର ରିଲିଜ୍ ହେବା ପୂର୍ବରୁ ଏବଂ ପରେ ଅନେକ ବିବାଦ ମଧ୍ୟରେ ଛନ୍ଦି ହୋଇଥାନ୍ତି କରନ । ଏଭଳି…

(Video): ଲଦାଖର Mount Kunରୁ ଉଦ୍ଧାର ହେଲା ୩ ସୈନିକଙ୍କ ଶବ; ୯ମାସ ପରେ ଭାରତୀୟ ସେନାଙ୍କ ସର୍ଚ୍ଚ ଅପରେସନ୍ ସଫଳ

ନୂଆଦିଲ୍ଲୀ: ଗତ ବର୍ଷ ଅକ୍ଟୋବର ମାସରେ ଲଦାଖ ସ୍ଥିତ ମାଉଣ୍ଟ କୁନ୍‌(Mount Kun) ହିମସ୍ଖଳନ(Avalanche)ରେ ୩୮ ଜଣ ଭାରତୀୟ ସୈନିକ ଫସି ଯାଇଥିଲେ । ଏହି ଘଟଣା ପରେ ଭାରତୀୟ ସେନା ଦ୍ୱାରା ସର୍ଚ୍ଚ ଅପରେସନରେ ଜଣେ…

(Video): Badminton Courtରେ ରାଷ୍ଟ୍ରପତି, ଅଲିମ୍ପିକ ପଦକ ବିଜେତା ସାଇନା ନେହୱାଲଙ୍କ ସହ ଖେଳିଲେ ବ୍ୟାଡମିଣ୍ଟନ୍

ନୂଆଦିଲ୍ଲୀ: ବୁଧବାର ରାଷ୍ଟ୍ରପତି ଭବନର ବ୍ୟାଡମିଣ୍ଟନ କୋର୍ଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥିଲା । ସେ ଭେଟେରାନ୍ ଶଟଲର ତଥା କମନୱେଲ୍‌ଥ ଗେମ୍ସରେ ସ୍ୱର୍ଣ୍ଣ ବିଜେତା ସାଇନା…