ଚାକିରି ମିଳିବାରେ ବିଳମ୍ବ ହେଉଛି କି ? ମଙ୍ଗଳବାର କରନ୍ତୁ ଏହି ଉପାୟ, ମିଳିବ ବଜରଙ୍ଗବଲିଙ୍କ କୃପା
ଓଡ଼ିଶା ଭାସ୍କର: ସପ୍ତାହର ପ୍ରତ୍ୟେକ ଦିନ କୌଣସି ନା କୌଣସି ଭଗବାନଙ୍କୁ ସମର୍ପିତ । ମଙ୍ଗଳବାର ପ୍ରଭୁ ହନୁମାନଙ୍କୁ ସମର୍ପିତ । ଭକ୍ତଙ୍କ ସମସ୍ତ ସମସ୍ୟା ଦୂର କରୁଥିବାରୁ ଶ୍ରୀ ହନୁମାନଙ୍କୁ ସଙ୍କଟମୋଚନ ମଧ୍ୟ କୁହାଯାଏ…