fbpx

କନଫର୍ମ ଟିକଟ୍ କିନ୍ତୁ ନଥିଲା ସିଟ୍, କାମ ଦେଲାନି ହେଲ୍ପଲାଇନ୍ ନମ୍ବର, ରେଳଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ପକ୍ଷରୁ ସାଧାରଣ ଜନତାଙ୍କ ପାଇଁ ଅନେକ ସୁବିଧା ସୁଯୋଗ ରହିଛି । କିନ୍ତୁ ଅଧିକାଂଶ ସମୟରେ ରେଳଯାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ଅଭିଯୋଗ ମଧ୍ୟ କରିଥାନ୍ତି । ନିକଟରେ ଏପରି ଏକ…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ପୁଣି ବଡ଼ ଝଟକା, ପତ୍ନୀଙ୍କୁ ୧୪ ବର୍ଷ ଜେଲ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ଲାଗିଛି ବଡ଼ ଝଟକା । ଇମରାନଙ୍କ ବେଗମ୍ ବୁଶରା ବିବିଙ୍କୁ ପାକିସ୍ତାନ କୋର୍ଟ ତୋଶାଖାନା ମାମଲା(Toshakhana Case)ରେ ଦୋଷୀ ସାବ୍ୟସ୍ତ କରି ୧୪ ବର୍ଷ…

ଶସ୍ତା ହେବ ସ୍ମାର୍ଟଫୋନ୍ ! ବଜେଟ୍ ପୂର୍ବରୁ ମୋଦୀ ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦ ଭବନରେ ମଧ୍ୟବର୍ତ୍ତୀକାଳୀନ ବଜେଟ ଉପସ୍ଥାପନ କରିବେ । ଏହା ପୂର୍ବରୁ ମୋଦୀ ସରକାର ସାଧାରଣ ଜନତାଙ୍କୁ ବଡ଼ ଉପହାର ଦେଇଛନ୍ତି ଯାହା ସେମାନଙ୍କ ପାଇଁ…

ସଂସଦ ଭବନ ସୁରକ୍ଷା ଦାୟିତ୍ୱରେ CISF, ଜାଣନ୍ତୁ କେତେ ସ୍ତରରେ ହେଉଛି ଚେକିଂ

ନୂଆଦିଲ୍ଲୀ: ଆଜିଠାରୁ ସଂସଦ ଭବନରେ ବଜେଟ୍ ଅଧିବେଶନ ଆରମ୍ଭ ହେଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରିବେ । ତେବେ ବଜେଟ୍ ଅଧିବେଶନ ପୂର୍ବରୁ ସଂସଦରେ ଭବନ ପରିସରର ସୁରକ୍ଷା…

ଆପଣଙ୍କ ଘରେ ଏହି ୩ଟି ଜୀବ ଦେଇଥାନ୍ତି ଶୁଭ ସଙ୍କେତ, ଦୂର ହୋଇଥାଏ ଆର୍ଥିକ ସଂକଟ

ଓଡ଼ିଶା ଭାସ୍କର: ଜ୍ୟୋତିଷଙ୍କ କହିବାନୁଯାୟୀ ବାସ୍ତୁଶାସ୍ତ୍ର ବ୍ୟକ୍ତିର ଜୀବନ ଉପରେ ସକାରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇଥାଏ । ବାସ୍ତୁ ନିୟମର ପାଳନ କଲେ ବ୍ୟକ୍ତିର ଜୀବନରେ ସୁଖ, ସମୃଦ୍ଧି ଏବଂ ଶାନ୍ତି ବୃଦ୍ଧି…

Digi Yatra ସେବାରେ ସାମିଲ ହେବ ୧୪ଟି ବିମାନବନ୍ଦର, ଲାଭ ଉଠାଇ ପାରିବେ ବିଦେଶୀ ଯାତ୍ରୀ

ନୂଆଦିଲ୍ଲୀ: ଖୁବ ଶୀଘ୍ର କେନ୍ଦ୍ର ସରକାର ଡିଜି ଯାତ୍ରା (Digi Yatra) ସେବା ଆରମ୍ଭ କରିବାକୁ ଯାଉଛନ୍ତି । ଆଗାମୀ କିଛି ମାସ ମଧ୍ୟରେ ପୁଣି ୧୪ଟି ବିମାନବନ୍ଦରରେ ଡିଜି ଯାତ୍ରା ସେବା ଆରମ୍ଭ ହେବ ଏବଂ ଏଥିରେ ବିଦେଶୀ…

ବିହାରର ୨ ଉପ ମୁଖ୍ୟମନ୍ତ୍ରୀଙ୍କୁ Z ପ୍ଲସ୍ ଶ୍ରେଣୀର ସୁରକ୍ଷା

ପାଟନା: ନିକଟରେ ବିହାର ରାଜନୀତିକୁ ନେଇ ବେଶ ହଟଚମଟ ଦେଖିବାକୁ ମିଳିଥିଲା । ବିହାରରେ ଏନଡିଏ ସମର୍ଥନରେ ନୀତିଶ କୁମାର ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ ସମ୍ରାଟ ଚୌଧୁରୀ ଏବଂ…

ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ମନା, ସରକାରଙ୍କୁ ନିର୍ଦ୍ଦେଶ ଦେଲେ ମାଦ୍ରାସ ହାଇକୋର୍ଟ

ନୂଆଦିଲ୍ଲୀ: ମଙ୍ଗଳବାର ମାଦ୍ରାସ ହାଇକୋର୍ଟ ତାମିଲନାଡ଼ୁ ମନ୍ଦିରରେ ଅଣ ହିନ୍ଦୁଙ୍କ ପ୍ରବେଶକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟ ପକ୍ଷରୁ ତାମିଲନାଡ଼ୁ ସରକାରଙ୍କୁ Hindu Religious & Charitable…

୭ ବର୍ଷ ପରେ ବଲିଉଡ଼କୁ କମବ୍ୟାକ୍ କରିବେ ଅତିଫ୍

ମୁମ୍ବାଇ: ବିଶିଷ୍ଟ ପାକିସ୍ତାନୀ ଗାୟକ ଅତିଫ୍ ଅସଲମ୍ ପୁଣି ଥରେ ବଲିଉଡ଼କୁ କମବ୍ୟାକ୍ କରିବାକୁ ଯାଉଛନ୍ତି । ସେ ତାଙ୍କ ଆଗାମୀ ଚଳଚ୍ଚିତ୍ର ପାଇଁ ଏକ ଗୀତ ଗାଇବାକୁ ଯାଉଛନ୍ତି । ବର୍ତ୍ତମାନ ତାଙ୍କ ପ୍ରଶଂସକମାନେ ଖୁସି…

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ୧୦ ବର୍ଷ ଜେଲ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ବଡ଼ ଝଟକା । ଇମରାନ ଖାନ ଏବଂ ତାଙ୍କ ସହଯୋଗୀ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କୁରେଶିଙ୍କୁ Cipher caseରେ ୧୦ ବର୍ଷର ଜେଲ ଦଣ୍ଡାଦେଶ…