fbpx

‘Sorry…ଆଇ ଆମ୍ ଲୁଜର’, ମାଆ ବାପାଙ୍କ ପାଇଁ ଭାବପ୍ରବଣ ନୋଟ୍ ଲେଖି ଝିଅର ଆତ୍ମହତ୍ୟା

କୋଟା: ରାଜସ୍ଥାନ ସ୍ଥିତ କୋଟାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । JEE ଆଶାୟୀ ଜଣଙ୍କ ପରୀକ୍ଷାରେ ସଫଳତା ହାସଲ କରିପାରିବେ ନାହିଁ ବୋଲି ନିଜ ମାତା ପିତାଙ୍କୁ ଏକ ସୁଇସାଇଡ୍ ନୋଟ୍ ଲେଖି ଆତ୍ମହତ୍ୟା କରିଥିବାର ସୂଚନା…

Google Ad Scam କ’ଣ ? ଖାଲି ହୋଇଯିବ ଆକାଉଣ୍ଟ ! ସୁରକ୍ଷା ପାଇଁ ଆପଣାନ୍ତୁ ଏହି ଟ୍ରିକ୍

ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ଯୁଗ । ଗୋଟିଏ କ୍ଲିକରେ ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର ହୋଇଯାଏ । ଇଣ୍ଟେରନେଟରେ ଏଭଳି ଅନେକ ରଙ୍ଗିନ୍ ଏବଂ ଆକର୍ଷକ ବିଜ୍ଞାପନ ଦେଖିଥାଉ ଯାହା ଆମକୁ କିଛି କିଣିବା ପାଇଁ ପ୍ରଲୋଭିତ…

ଭୋଜନ ପରେ ଫଳ ସେବନ କରୁଛନ୍ତି କି ? ହୋଇପାରେ ଏହି ସମସ୍ୟା…

ଓଡ଼ିଶା ଭାସ୍କର: ସୁସ୍ଥ ଶରୀର ପାଇଁ ପୁଷ୍ଟିକର ଏବଂ ସନ୍ତୁଳିତ ଭୋଜନ ଆବଶ୍ୟକ ହୋଇଥାଏ । ଏହା ଉଭୟ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏା । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଫଳରେ ଭିଟାମିନ,…

୭ ଦିନରେ ଲାଗୁ ହେବ CAA, ଗ୍ୟାରେଣ୍ଟି ଦେଲେ କେନ୍ଦ୍ରୀୟ ମନ୍ତ୍ରୀ ଶାନ୍ତନୁ ଠାକୁର

ନୂଆଦିଲ୍ଲୀ: ଆଗାମୀ ଏକ ସପ୍ତାହ ମଧ୍ୟରେ ଦେଶରେ ନାଗରିକ ସଂଶୋଧନ ଅଧିନିୟମ(CAA) ଲାଗୁ ହେବା ନେଇ କେନ୍ଦ୍ରୀୟ ମନ୍ତ୍ରୀ ଶାନ୍ତନୁ ଠାକୁର ଦାବି କରିଛନ୍ତି । ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣା ସ୍ଥିତ କାକଦ୍ୱୀପରେ ଏକ…

ବିହାର ବିଧାନସଭା ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ

ପାଟନା: ବିହାରରେ NDAର ନୂତନ ସରକାର ଗଠନ ପରେ ଆରଜେଡ଼ି ବିରୋଧରେ ଆକ୍ସନ ମୋଡ଼ରେ ବିଜେପି । ବିଧାନସଭା ଅଧ୍ୟକ୍ଷ ପଦରେ ଥିବା ଅୱଧ ବିହାରୀ ଚୌଧୁରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଜାରି କରିବା ପାଇଁ ନୋଟିସ ଦିଆଯାଇଛି ।…

INDIA ମେଣ୍ଟକୁ ପୁଣି ଝଟକା, ଏକାକୀ ନିର୍ବାଚନ ଲଢ଼ିବେ କେଜରିୱାଲ

ନୂଆଦିଲ୍ଲୀ: ହରିଆଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏକାକୀ ପ୍ରତିଦ୍ୱନ୍ଦିତା କରିବା ନେଇ ରବିବାର ଆମ୍ ଆଦମୀ ପାର୍ଟି(ଆପ୍‌)ର ସଂଯୋଜକ ଅରବିନ୍ଦ କେଜରିୱାଲ ବଡ଼ ଘୋଷଣା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି…

ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ରେ ପରୀକ୍ଷା ପ୍ରସ୍ତୁତି ଟିପ୍ସ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ୭ମ ସଂସ୍କରଣ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକଙ୍କୁ ସମ୍ବୋଧିତ କରି…

ଆମେରିକୀୟ ସେନାକୁ ଟାର୍ଗେଟ, ୩ ମୃତ, ୨୫ରୁ ଉର୍ଦ୍ଧ୍ୱ ଆହତ

ନୂଆଦିଲ୍ଲୀ: ଜୋର୍ଡ଼ାନରେ ଆମେରିକୀୟ ସେନା କ୍ୟାମ୍ପକୁ ଟାର୍ଗେଟ କରି ଡ୍ରୋନ୍ ଆକ୍ରମଣ କରାଯାଇଛି । ଏହି ଡ୍ରୋନ୍ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଗୁରୁତର ହୋଇଛନ୍ତି । ଏଥିପାଇଁ ଇରାନକୁ ଦାୟି…

‘ଅଳିଆ ପୁଣି ଅଳିଆ ଗଦାକୁ ଗଲା…’, ନୀତିଶଙ୍କ ଉପରେ ବର୍ଷିଲେ ଲାଲୁ ଯାଦବଙ୍କ ଝିଅ

ପାଟନା: ଆଜି ବିହାର ମୁଖ୍ୟମନ୍ତ୍ରୀ ପଦରୁ ନୀତିଶ କୁମାର ଇସ୍ତଫା ଦେବା ପରେ ବିହାର ରାଜନୀତିରେ ହଲଚଲ୍ ସୃଷ୍ଟି ହୋଇଛି । ଏଥିପାଇଁ ନୀତିଶଙ୍କୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡ଼ିଛି । ଏଥିମଧ୍ୟରେ ଆରଜେଡି ମୁଖ୍ୟ…

ଇସ୍ତଫା ଦେବା ପଛରେ ରହିଛି ଏହି କାରଣ…କହିଲେ ନୀତିଶ କୁମାର

ପାଟନା: ନୀତିଶ କୁମାରଙ୍କ ଇସ୍ତଫାକୁ ନେଇ ସରଗରମ ବିହାର ରାଜନୀତି । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏହି ଇସ୍ତଫା ପରେ…