NATO ଏବଂ କାନାଡା ପାଇଁ ନୂତନ ଆମେରିକୀୟ ରାଷ୍ଟ୍ରଦୂତ ଘୋଷଣା କଲେ ଟ୍ରମ୍ପ, ଚିନ୍ତାରେ ୟୁରୋପୀୟ ୟୁନିୟନ ଏବଂ ଟ୍ରୁଡୋ

ୱାଶିଂଟନ୍‌: ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କ୍ୟାବିନେଟ୍ ମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ କରିବା ପରେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଦେଶଗୁଡ଼ିକରେ ଆମେରିକୀୟ ରାଷ୍ଟ୍ରଦୂତଙ୍କ ନାମ ଚୂଡ଼ାନ୍ତ…

(Video): ଯାତ୍ରୀଙ୍କୁ ଟେକିଲେ, ଟ୍ରେନରେ ଛାଡ଼ିଲେ… ଦେଖନ୍ତୁ ଯାତ୍ରୀଙ୍କୁ ଭିଡ଼ରୁ କିପରି ସାହାଯ୍ୟ କଲେ କୁଲି

ଓଡ଼ିଶା ଭାସ୍କର: ଭାରତରେ ଅଧିକାଂଶ ବ୍ୟକ୍ତି ରେଳଯାତ୍ରା କରିଥାନ୍ତି । ବେଳେ ବେଳେ ଅଧିକ ଜିନିଷ ଥିଲେ କିଛି ବ୍ୟକ୍ତି କୁଲିଙ୍କ ସହଯୋଗ ଲୋଡ଼ିଥାନ୍ତି । ଜଣେ କୁଲି ସୁରକ୍ଷିତ ଭାବେ ଜିନିଷ ଗୁଡ଼ିକ ଟ୍ରେନରେ ରଖିବାରେ…

ପୁଣି ପଳାଶୁଣୀ ଛକରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ଗାଡ଼ି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦୁର୍ଘଟଣା ମଧ୍ୟ ହେଉଛି । ଏଥିମଧ୍ୟରେ ପୁଣି ଥରେ ପଳାଶୁଣୀ ଛକରେ ଦେଖିବାକୁ ମିଳିଛି ମର୍ମନ୍ତୁତ ଦୁର୍ଘଟଣା । ରାସ୍ତା ପାର୍ ହେଉଥବା ବେଳେ…

ଭାରତ- କାରିବିୟାନ୍ ସମ୍ପର୍କ ସୁଦୃଢ଼ ହେବ…ଜାଣନ୍ତୁ କ’ଣ କହୁଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭ ପଏଣ୍ଟ ଫର୍ମୁଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ତ୍ତମାନ ଗୁୟାନା ଗସ୍ତରେ ଅଛନ୍ତି । ସେଠାରେ ଭାରତ- କାରିବିୟାନ୍ ଦେଶର ଦ୍ୱିତୀୟ ଶିଖର ସମ୍ମିଳନୀରେ ସାମିଲ ଦେଇଛନ୍ତି । ଏହି ସମ୍ମିଳନୀକୁ ସମ୍ବୋଧିତ କରି…

ପାର୍ସଲରେ ଆସିଲା ହେୟାର ଡ୍ରାୟର… ହଠାତ ଫାଟିଲା, ଘଟଣାରେ ଦୁଇ ହାତ ହରାଇଲେ ଦିବଙ୍ଗତ ସୈନିକଙ୍କ ପତ୍ନୀ

ବେଙ୍ଗାଲୁରୁ: ଆଜିକାଲି ଡିଜିଟାଲ ଯୁଗ । ଅଧିକାଂଶ ବ୍ୟକ୍ତି ସହଜରେ ଅନଲାଇନରେ ଅନେକ ଜିନିଷ ଅର୍ଡ଼ର କରିଥାନ୍ତି । କିନ୍ତୁ ବେଳେ ବେଳେ ଏଭଳି ପାର୍ସଲ ବିସ୍ଫୋରଣର କାରଣ ହୋଇପାରେ ଯାହାର ଏକ ଉଦାହରଣ ଦେଖିବାକୁ ମିିଳିଛି…

ବିଜ୍ଞାନ ଭବନରେ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ହେବ ପାଳନ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ୱର: ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଡ. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀକୁ ପାଳନ କରିବେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏକ…

ଚାନ୍ଦା ଏକାଠି କରି ରାସ୍ତା ନିର୍ମାଣ କଲେ ଗ୍ରାମବାସୀ, ପ୍ରଶାସନ ଦେଖି କାବା

ଗଞ୍ଜାମ: ୨୪ ବର୍ଷର ସରକାର ବିକାଶର ଖାଲି ଡିଣ୍ଡିମ ପିଟି ଚାଲିଥିଲା । କିନ୍ତୁ ଏବେ ବି ଅନେକ ଉପାନ୍ତ ଅଞ୍ଚଳରେ ରାସ୍ତାଘାଟ ଠିକ୍ ନଥିବା ଯୋଗୁଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ । ବାରମ୍ବାର ପ୍ରଶାସନକୁ…

ଆସନ୍ତା ୨୪ରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍, ‘ଦାନା’ କ୍ଷୟକ୍ଷତିର କରିବେ ଆକଳନ

ଭୁବନେଶ୍ୱର: ବାତ୍ୟା ‘ଦାନା’ କ୍ଷୟକ୍ଷତିର ଆକଳନ କରିବା ପାଇଁ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍ । ଆସନ୍ତା ୨୪ରୁ ୨୭ ଯାଏଁ କେନ୍ଦ୍ରୀୟ ଟିମ୍ ‘ଦାନା’ କ୍ଷୟକ୍ଷତିର ଆକଳନ କରିବେ ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ…

ନିଟ୍ ପିଜି ରାଉଣ୍ଡ ୧ ପ୍ରୋଭିଜନାଲ ଆଲଟମେଣ୍ଟ ରେଜଲ୍ଟ ପ୍ରକାଶିତ, ଏହି ଲିଙ୍କରେ କରିପାରିବେ ଚେକ୍

ନୂଆଦିଲ୍ଲୀ: ମେଡିକାଲ କାଉନସେଲିଂ କମିଟି(MCC) ସର୍ବ ଭାରତୀୟ କୋଟା ନିଟ୍ ପିଜି କାଉନସେଲିଂ ପାଇଁ ରାଉଣ୍ଡ ୧ ପ୍ରୋଭିଜନାଲ ଆଲଟମେଣ୍ଟ ରେଜଲ୍ଟ ଘୋଷଣା କରିଛି । କମିଟି ପକ୍ଷରୁ କୁହାଯାଇଛି କି ନିଟ୍ ପିଜି କାଉନସେଲିଂ…

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪: ଭୋଟ୍ ସାବ୍ୟସ୍ତ କଲେ ବଲିଉଡ ସେଲିବ୍ରିଟି

ମୁମ୍ବାଇ: ଆଜି ମହାରଷ୍ଟ୍ରରେ ୨୮୮ ବିଧାନସଭା ଅସନ ପାଇଁ ମତଦାନ ଜାରି ରହିଛି । ଚଳିତ ନିର୍ବାଚନରେ ପ୍ରାୟ ୪, ୧୪୦ ଜଣ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ସକାଳ ୭ଟାରୁ ମତଦାନ ଆରମ୍ଭ…