ବିହାର ରାଜନୀତି: ଆଜି ବିଧାୟକ ଦଳର ବୈଠକ , କଂଗ୍ରେସର ୧୩ ବିଧାୟକଙ୍କ ଫୋନ୍ ନଟ୍ ରିଚେବଲ୍‌

ନୂଆଦିଲ୍ଲୀ: ଆଜି ବିହାର ରାଜନୀତି ପାଇଁ ବିଶେଷ ଦିନ । ବିହାରରେ ଦେଖାଦେଇଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଜନତା ଦଳ(ୟୁନାଇଟେଡ୍‌)ର ଅଧ୍ୟକ୍ଷ ଏବଂ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ପୁଣି ଥରେ ବିଜେପି ନେତୃତ୍ୱାଧୀନ…

୪୦ ଫୁଟ୍ ତଳକୁ ଖସିଲା କାର, ୪ ଜଣ ଆହତ

ଗଜପତି: ମହେନ୍ଦ୍ରଗିରି ଶୈବପୀଠରେ କାର ଦୁର୍ଘଟଣା । ୪୦ ଫୁଟ୍ ତଳକୁ ଖସିଲା କାର । ବ୍ରହ୍ମପୁରରୁ ୪ ଜଣ ସାଙ୍ଗ ମହେନ୍ଦ୍ରଗିରି ଶୈବପୀଠ ବୁଲିବା ପାଇଁ ଆସିଥିବା ବେଳେ ଏହି ଅଘଟଣ ଘଟିଥିଲା । ସମସ୍ତେ ସୁରକ୍ଷିତ ଥିବା…

ପିକନିକ୍ ବସ ଦୁର୍ଘଟଣାଗ୍ରସ୍ତ, ୩ ମୃତ, ୧୧ ଆହତ

ଦଶପଲ୍ଲା: ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଘଟିଯାଇଛି ଏକ ଅଭାବନୀୟ ଦୁର୍ଘଟଣା । ଏକ ପିକନିକ୍ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ସାମ୍ନାକୁ ଆସିଛି । ଉକ୍ତ ଜଙ୍ଗଲ ରାସ୍ତାରେ ଟ୍ରକ୍ ଓ ପିକନିକ୍ ବସ ମୁହାଁମୁହିଁ…

ମହୋଦଧିରେ ସ୍ନାନ କରି ପାପ ଧୋଇଲେ ମହାରାଜ କଂସ

ଓଡ଼ିଶା ଭାସ୍କର: କଂସ ବଧ ସହ ଉଦ୍ୟାପିତ ହୋଇଯାଇଛି ୭୬ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ତେବେ ଧନୁଯାତ୍ରା ସାରି ପୁରୀରେ ପହଂଚିଥିଲେ ମହାରାଜା କଂସ । ଧନୁଯାତ୍ରାରେ ଭଗବାନ କୃଷ୍ଣଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ…

ଦ୍ୱିତୀୟ ଥର ପାଇଁ ପିତା ହେବେ ଭଗବନ୍ତ ମାନ୍

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ପୁଣି ଥରେ ପିତା ହେବେ । ପଞ୍ଜାବର ଲୁଧିଆନାରେ ଗଣତନ୍ତ୍ର ଦିବସ ସମାରୋହ ପ୍ୟାରେଡରେ ଏହି ସୂଚନା ଦେଇଥିଲେ । ଗଣତନ୍ତ୍ର ଦିବସ ଉପଲକ୍ଷେ ସମାରୋହରେ ସେ ଜନସାଧାରଣଙ୍କୁ…

Flag Unfurling ଏବଂ Flag Hoisting ମଧ୍ୟରେ କ’ଣ ରହିଛି ପାର୍ଥକ୍ୟ, ଜାଣନ୍ତୁ…

ଓଡ଼ିଶା ଭାସ୍କର: ଆଜି ଦେଶର ବିଭିନ୍ନ ସ୍ଥାନରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଛି । ସମସ୍ତ ଦେଶବାସୀଙ୍କ ମନରେ ଦେଖାଦେଇଛି ଉତ୍ସାହ ଓ ଉଦ୍ଦୀପନା । ଏହି ଅବସରରେ ପ୍ରତ୍ୟେକ ଶିକ୍ଷାନୁଷ୍ଠା, କାର୍ଯ୍ୟାଳୟ ଏବଂ…

ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଗଡ଼ି, ଜାଣନ୍ତୁ କ’ଣ ରହିଛି ଖାସ୍

ନୂଆଦିଲ୍ଲୀ: ଆଜି ସାରା ଦେଶ ଉତ୍ସାହ ଓ ଉଦ୍ଦୀପନା ସହ ପାଳନ କରୁଛି ୭୫ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଗଡ଼ିରେ ଦେଖିବାକୁ ମିଳିଥିଲା ଯାହାକୁ ନେଇ ବେଶ ଚର୍ଚ୍ଚା ହେଉଛି ।…

ମମତାଙ୍କ ଏକଲା ଚଲୋ ନୀତି ପଡ଼ିବ ଭାରି !

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ପ୍ରମୁଖ ମମତା ବାନାର୍ଜୀ ଏକାକୀ ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିବା ପରେ ରାଜନୈତିକ ମାହୋଲରେ ହଲଚଲ ସୃଷ୍ଟି ହୋଇଛି । ୨୦୨୪ ନିର୍ବାଚନ ପୂର୍ବରୁ ଇଣ୍ଡିଆ…

ଜିମ୍ବାୱେ କ୍ରିକେଟ୍ ବୋର୍ଡ଼ ପକ୍ଷରୁ ଏହି ୨ ଖେଳାଳିଙ୍କ ଉପରେ ଲାଗିଲା ବ୍ୟାନ୍

ନୂଆଦିଲ୍ଲୀ: ଜିମ୍ବାୱେ କ୍ରିକେଟ ଦଳର ଦୁଇ ଷ୍ଟାର ଖେଳାଳି ନିଷିଦ୍ଧ ଡ୍ରଗ୍ସ୍ ବ୍ୟବହାର କରିବା ଅଭିଯୋଗ ନେଇ ବୋର୍ଡ଼ ପକ୍ଷରୁ ସେମାନଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ୍ କରାଯାଇଛି । ଅପରପକ୍ଷରେ ଏହି ଦୁଇ ଖେଳାଳୀ ଯାଞ୍ଚ…

ଗଣତନ୍ତ୍ର ଦିବସରେ କଏଦୀଙ୍କ ପାଇଁ ଉପହାର, ୨ ମାସ ପର୍ଯ୍ୟନ୍ତ ଦଣ୍ଡରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ: ଆଜି ୭୫ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ହରିୟାଣା ସରକାର ଜେଲରେ ଥିବା କଏଦୀମାନଙ୍କ ପାଇଁ ବିଶେଷ ଉପହାର ଘୋଷଣା କରିଛନ୍ତି । ହରିୟାଣାର ଅପରାଧିକ ପ୍ରାଧିକରଣ ନ୍ୟାୟାଳୟ ଦ୍ୱାରା ଦଣ୍ଡ ଭୋଗୁଥିବା…