ଅଧା ରହିଗଲା ଶିବ ଦର୍ଶନ, ଘାଟିରେ ଓଲଟିଲା ପର୍ଯ୍ୟଟକ ବସ୍, ୨୫ରୁ ଉର୍ଦ୍ଧ୍ୱ ଆହତ
ଜୟପୁର: ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍ । କଟକ ନିଆଳିରୁ ଗୁପ୍ତେଶ୍ୱର ଶୈବପୀଠକୁ ଦର୍ଶନ ପାଇଁ ଯାଉଥିବା ସମୟରେ ବସଟି ଭାରସାମ୍ୟ ହରାଇ ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ…