ନେତାଙ୍କ ଦଳ ଡିଆଁକୁ ନେଇ ପଞ୍ଜାବ ରାଜନୀତିରେ ହଲଚଲ, ପ୍ରଥମେ ଆପ୍, ତା’ ପରେ କଂଗ୍ରେସ ଶେଷରେ…
ଚଣ୍ଡିଗଡ଼: ଚଣ୍ଡିଗଡ଼ରେ ନଗର ନିଗମ ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ବେଶ୍ ସରଗରମ ରହିଛି । ଏଥିମଧ୍ୟରେ ଲୁଧିଆନାରୁ ଏକ ରୋଚକ ଖବର ସାମ୍ନାକୁ ଆସିଛି । ଜଣେ କାଉନସିଲର ୨୪ ଘଣ୍ଟା ମଧ୍ୟରେ ୩ ଥର ଦଳବଦଳ କରି ଚର୍ଚ୍ଚାରେ…