ରାଜ୍ୟର ସମସ୍ତ ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରକ୍ରିୟା ଆରମ୍ଭ ହେବ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ଜଷ୍ଟିସ ଅନ ଦି ଡୋର ଷ୍ଟେପ(Justice on the doorstep) କୁ ବାସ୍ତବ ରୂପ ଦେବା ପାଇଁ ଓଡ଼ିଶାର ସମସ୍ତ ବ୍ଲକରେ ଗ୍ରାମ୍ୟ ନ୍ୟାୟାଳୟ ପ୍ରକ୍ରିୟା ଆରମ୍ଭ ହେବ । ୬ଟି ଗ୍ରାମ୍ୟ ନ୍ୟାୟାଳୟ ଆରମ୍ଭ କରିବା ପାଇଁ…

ଇଡକୋ ଜୁନିୟର ମ୍ୟାନେଜରଙ୍କୁ ଗିରଫ କଲା ଭିିଜିଲାନ୍ସ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଭୁବନେଶ୍ୱର: ଇଡକୋ ଜୁନିୟର ମ୍ୟାନେଜରଙ୍କୁ ବାନ୍ଧିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂହଙ୍କୁ ଭିଜିଲାନ୍ସ ଗିରଫ କରିଛି । ସୂଚନାରୁ ପ୍ରକାଶ…

ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ASI ବରିଷ୍ଠ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକରେ ହେବେ ସାମିଲ

ଭୁବନେଶ୍ୱର: ଆଜି ଅପରାହ୍ନରେ ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶ୍ରୀମନ୍ଦିରରେ ଶ୍ରୀ ଜୀଉଙ୍କ ଦର୍ଶନ କରିବା ସହ ଏକ ଉଚ୍ଚସ୍ତରୀୟ ବୈଠକରେ ସାମିଲ ହେବେ । ଶ୍ରୀମନ୍ଦିର ମେଘନାଦ ପାଚୋରୀରେ ଫାଟ…

ଅଭିଷେକ ବହୁତ କମ୍ ବୟସରୁ ନିଜ ନେତୃତ୍ୱ ଦକ୍ଷତାକୁ ପ୍ରମାଣିତ କରିଛନ୍ତି, ସେ ମୋ ନେତା…ଜାଣନ୍ତୁ କାହିଁକି ଏମିତି କହିଲେ ପୂର୍ବତନ TMC…

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଣେ ସଂରକ୍ଷକ କିମ୍ବା ମାର୍ଗଦର୍ଶକ ମଣ୍ଡଳ ଭଳି କିଛି ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି କି ? ସେ ଆଗାମୀ ପିଢ଼ିକୁ ରାଜନୀତି ହସ୍ତାନ୍ତର କରିବାକୁ ଚାହୁଁଛନ୍ତି…

ଗୋଟିଏ କ୍ଲିକରେ ମିଳିବ ଡାକ୍ତର ସୁବିଧା, ଗ୍ରାହକଙ୍କ ପାଇଁ ନୂଆ ସେବା ଜାରି କଲା ଆମାଜନ୍‌, ଜାଣନ୍ତୁ କିପରି

ନୂଆଦିଲ୍ଲୀ: ବିଶିଷ୍ଟ ଇ- କମର୍ସ ପ୍ଲାଟଫର୍ମ ଆମାଜନ୍ । ଏହି ଅନଲାଇନ୍ ପ୍ଲାଟଫର୍ମ ଅନଲାଇନ୍ ବିଜ୍ଞାପନ ସହ ଲୋକଙ୍କୁ ବିଭିନ୍ନ ପ୍ରକାର ଘର କରଣା ସାମଗ୍ରୀ, ବୈଦ୍ୟୁତିକ ଉପକରଣ ଆଦି ସେବା ପ୍ରଦାନ କରିଥାଏ । ଆମାଜନ…

ଶୀତ ଦିନେ ଆଖିରେ ଶୁଷ୍କତା ଦେଖାଯାଉଛି କି ? ଜାଣନ୍ତୁ ଏହାର ଲକ୍ଷଣ, କାରଣ ଏବଂ ନିରାକରଣ

ଓଡ଼ିଶା ଭାସ୍କର: ଶୀତ ଦିନ ଆରମ୍ଭ ହେବା ସହ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଥଣ୍ଡା ପବନ ଏବଂ ବାୟୁମଣ୍ଡଳରେ ଆଦ୍ରତା ହ୍ରାସ ହେବା ଯୋଗୁଁ ତ୍ୱଚାରେ ଶୁଷ୍କତା ଦେଖାଦେଇଥାଏ । ବିଶେଷକରି ଆଖିରେ । ଫଳରେ ଆଖି…

ଏହି ଦିନ ଶପଥ ନେବେ ଡୋନାଲ୍ଡ ଟ୍ରମ୍ପ, ଜାଣନ୍ତୁ ରାଷ୍ଟ୍ରପତି ପଦ ପାଇଁ କିଏ କରାଇବେ ଶପଥ ପାଠ

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳା ଘୋଷଣା ସରିଛି । କମଳା ହାରିସଙ୍କୁ ପରାସ୍ତ କରି ବାଜି ମାରିଛନ୍ତି ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ନିର୍ବାଚନ ଜିତିବା ପାଇଁ ୨୭୦ କୁହୁକ ସଂଖ୍ୟା…

ପଦ୍ମ ଧରିଲେ ସୁନନ୍ଦା ଦାସ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଦଳରେ ହେଲେ ସାମିଲ

ଭୁବନେଶ୍ୱର: ଆଜି ବିଜେପିରେ ସାମିଲ ହେଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସମର୍ଥକଙ୍କ ସହ ପଦ୍ମ ଧରିଲେ ସୁନନ୍ଦା ଦାସ । ଦଳୀୟ…

୧୦ ବର୍ଷ ପରେ ଟି-୨୦କୁ ଫେରିବେ ଦୃତ ବୋଲର ଜେମ୍ସ ଆଣ୍ଡରସନ୍‌, ଜାଣନ୍ତୁ ତାଙ୍କ ବେସ୍ ପ୍ରାଇଜ୍

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌(IPL)୨୦୨୫ ପାଇଁ ଖେଳାଳିଙ୍କ ରିଟେନସନ୍ ପରେ ବର୍ତ୍ତମାନ ମେଗା ନିଲାମୀର ଘୋଷଣା ହୋଇସାରିଛି । ଆସନ୍ତା ନଭେମ୍ବର ୨୪ ଏବଂ ୨୫ ତାରିଖରେ ସାଉଦୀ ଆରବର ଜେଦ୍ଦା(Jeddah) ଠାରେ…

ମଦ ପାଇଁ ଖୋଲିବ ପ୍ରିମିୟମ ଦୋକାନ, ଗ୍ରାହକଙ୍କୁ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ: ସାଧାରଣତଃ ପାର୍ଟି କିମ୍ବା ସେଲିବ୍ରେସନ ସମୟରେ ମଦର ଚାହିଦା ବୃଦ୍ଧି ପାଇଥାଏ । ବଜାରରେ ବିଭିନ୍ନ ପ୍ରକାର ବ୍ରାଣ୍ଡର ମଦ ଉପଲବ୍ଧ କିନ୍ତୁ କେବଳ କିଛି ବ୍ୟକ୍ତି ହିଁ ପ୍ରିମିୟମ ମଦ କିଣିବା ପାଇଁ ସକ୍ଷମ…